ଟ୍ରକକୁ ପିଟିଲା ଅଜଣା ଗାଡି, ଡ୍ରାଇଭର ମୃତ
ବଲାଙ୍ଗିର, ୩ ସେପ୍ଟେମ୍ବର - ଟ୍ରକକୁ ପିଟି ଫେରାର ମାରିଲା ଅଜଣା ଗାଡି । ଫଳରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର-ସମ୍ବଲପୁର ଏନ.ଏଚ ୨୬ ର ଛତାମଖନା ଛକ ନିକଟରେ ।
ଗତକାଲି ବିଳମ୍ବିତ ରାତିରେ ଏକ ଲାଇନ ଟ୍ରକ ବଲାଙ୍ଗିରରୁ ବରଗଡ ପଟକୁ ଯାଉଥିଲା । ଛତାମଖନା…