ଭାରତୀୟ ନୌସେନା ର ଲୋଗୋ କେତେଥର ବଦଳିଛି ଜାଣନ୍ତୁ
ଦେଶ ସ୍ୱାଧୀନ ହେଲା ବେଳକୁ ନୌସେନା ରେ ଯୋଡି ହୋଇଥିଲା “ରୟାଲ” ଶବ୍ଦ , ୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତୀୟ ନୌସେନା ରୁ ରୟାଲ ଶବ୍ଦ କୁ ହାତରଇ ଦିଆ ଗଲା , ନୌସେନା ପାଇଲା ନୂଆ ପରିଚୟ , ଭାରତୀୟ ନୌସେନା , ସ୍ୱାଧିନବତା ପୂର୍ବରୁ ବ୍ରିଟିଶ ପତାକା ନୌସେନା ପତାକାର ଉପର କୋଣରେ ରହିଥିଲା ଯାହା ବଦଳରେ ତ୍ରୀକୋଣୀୟ ସ୍ଥାନ ଦିଆଗଲା ଏହା ବ୍ୟତୀତ କ୍ରସ ଚିହ୍ନ ମଧ୍ୟ ଥିଲା , ପତାକା ଭିଏଟରେ ଥିବା କ୍ରସ ସେନ୍ଟ ଜର୍ଜ ଙ୍କ ପ୍ରତୀକ ବୋଲି ବିବେଚନା କରାଯାଉଥିଲା , ୨୦୦୧ ରେ ଦ୍ଵିତୀୟ ଥର ପାଇଁ ଭାରତୀୟ ନୌସେନା ର ପତାକା ପରିବର୍ତ୍ତନ କରାଗଲା , କ୍ରସ ଚିହ୍ନ କୁ ହଟାଇ ନୌସେନା ଅଙ୍କର ବଦଳା ଗଲା , ତ୍ରିକୋଣ ର ବାମ କୋଣ ଅକ୍ଷୁର୍ଣ୍ଣ ରଖାଯାଇଥିଲା, ନୌସେନା ର ପତାକା ପରିବର୍ତ୍ତନ ପାଇଁ ଉପ ଆଡମିରାଲ vec ବାରboja ଙ୍କ ଉଦ୍ୟମ ପ୍ରଶଂସନୀୟ , ୨୦୦୪ ରେ ପୁଣି ପତାକା ପରିବର୍ତ୍ତନ କରାଗଲା , ରେଡ ଜର୍ଜ କ୍ରସ ଙ୍କୁ ପୁଣି ପତାକା ରେ ସାମିଲ କରାଗଲା , ଏହାପରେ କୁହାଗଲା ନୀଳ ରଙ୍ଗ ଯୋଗୁଁ ଏହି ଚିହ୍ନ ସ୍ପଷ୍ଟ ଦେଖା ଯାଉ ନାହିଁ , ନୂତନ ପରିବର୍ତ୍ତନ ପରେ ରେଡ ଜର୍ଜ କ୍ରସ ର ମଧ୍ୟ ଭାଗରେ ରହିଥିଲା ଅଶୋକ ସ୍ତମ୍ଭ , ୨୦୧୪ ରେ ପୁଣି ବଦଳିଲା ପତାକା , ଦେବ ନଗରୀ ଭାଷାରେ ପତାକା ତଳେ ଲେଖା ଗଲା ସତ୍ୟ ମେବ ଜୟତେ , ଏବେ ପୁଣି ପତାକା ପରିବର୍ତ୍ତନ କରାଯାଇଛି, ରେଡ ଜର୍ଜ କ୍ରସ ହଟାଇ ଦିଆଯାଇଛି , ନୌସେନାର ପ୍ରତୀକ ସ୍ଥାନ ପାଇଛି , ଅଶୋକ ସ୍ତମ୍ଭକୁ ସାମିଲ କରାଯାଇଛି , ସିଂହ ଗର୍ଜନ ର ମଧ୍ୟ ଚିତ୍ର ରହିଛି , ଜଳ ର ଦେବତା ବରୁଣ ପ୍ରତିଟି ଭାରତୀୟଙ୍କ ପାଇଁ ଶୁଭ ହୁଅନ୍ତୁ ବୋଲି ଦର୍ଶାଯାଇଛି l