ଶ୍ରୀଲଙ୍କା ଫେରିବେ ଗୋଟବାୟା

139

ଶ୍ରୀଲଲଙ୍କରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ କୁ ସମନ୍ନା କରିପାରିନଥିଲେ ତତ୍କାଳୀନ ରାଷ୍ଟ୍ରପତି ଗୋଟବୟ ରାଜପକସେ , ବିଦ୍ରୋହ ଓ ଜନ ଅସନ୍ତୋଷକୁ ସାମ୍ମନା କରି ନ ପରି ସେ ଦେଶ ଛାଡି ପଳାଇଥିଲେ , ଥାଇଲାଣ୍ଡ ରେ ଆତ୍ମଗୋପନ କରିଥିବା ଗୋଟବୟ ଶନିବାର ସ୍ୱଦେଶ ଫେରୁଛନ୍ତି , ଜୁଲୟ ୯ ରେ ସେ ପ୍ରଥମେ ମାଳଦ୍ଵୀପ ପଳାଇଥିଲେ , ସେଠାରୁ ସେ ସିଙ୍ଗାପୁର ଯାଇ କିଛିଦିନ ରହିଥିଲେ , ଏବେ ଥାଇଲାଣ୍ଡ ରେ ଥିବା ସେଠାକାର ଖବରକାଗଜ the island ଉଲ୍ଲେଖ କରିଛି

Leave A Reply

Your email address will not be published.