ମୋ ବସ୍ ରୁ ଚୋରି କରୁଥିବା ୨ ଲୁଟେରା ଗିରଫ
ଭୁବନେଶ୍ୱର,, 23 ସେପ୍ଟେମ୍ବର - ମୋ ବସ୍ ରୁ ଚୋରି କରୁଥିବା ୨ ଲୁଟେରାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି । ଧରାପଡ଼ିଥିବା ୨ ଲୁଟେରା ହେଲେ- ସଞ୍ଜୟ ସିଂ ଓ ଗଣେଶ ପ୍ରଧାନ ।ସେମାନଙ୍କ ପାଖରୁ ପୋଲିସ୍ ଚୋରି ମୋବାଇଲ୍, ଲାପ୍ଟପ୍, ଟଙ୍କା, ମନିପର୍ସ ଇତ୍ୟାଦି ଜବତ କରିଛି ।
ସୂଚନାଯୋଗ୍ୟ…