ଖୋଲୁଛି ଲେଡି ବ୍ଲାକ୍ମେଲରର ଭାନୁମତି ପେଡି
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଭୁବନେଶ୍ୱରର ରାଣୀ ମହୁମାଛି ଅର୍ଚ୍ଚନା ନାଗଙ୍କର ଗୋଟିଏ ପରେ ଗୋ଼ଟିଏ ଖୋଲୁଛି କଳା କାରନାମାର ରହସ୍ୟ । । ନିଜ ନାଗ ଫାଶରେ କିପରି ବଡ଼ ବଡ଼ିଆ ଲୋକଙ୍କୁ ଫସାଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ ତାର ଏକ ଭିଡିଓ ସାମ୍ନାକୁ ଆସିଛି । ରହସ୍ୟମୟୀ…