ଟ୍ରମ୍ପକୁ ହତ୍ୟା ଧମକ ଦେଲା ଇରାନ, ବିପଦଜ୍ଜନକ କ୍ଷେପଣାସ୍ତ୍ରର କଲା ପରୀକ୍ଷଣ

ନୂଆଦିଲ୍ଲୀ : ବିପଜ୍ଜନକ କ୍ରୁଜ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଇରାନ । ଏହି କ୍ଷେପଣାସ୍ତ୍ର ୧୬୫୦ କିମି ଦୂର ଯାଏଁ ଶତ୍ରୁକୁ ଟାର୍ଗେଟ୍‌ କରିପାରିବ । ଏନେଇ ସୂଚନା ଦେଇଛନ୍ତି ଇରାନର ବରିଷ୍ଠ କମାର୍ଣ୍ଡ ଅମିରାଲି ହାଜିଜାଦେ । ଏହି ସମୟରେ କମାଣ୍ଡର କହିଛନ୍ତି ଯେ, ଆମେରିକାର ପୂର୍ବତନ…

ଏପ୍ରିଲରୁ ନୂଆ ଶିକ୍ଷାବର୍ଷ

କଟକ : ହାଇସ୍କୁଲ ପାଠ୍ୟକ୍ରମରେ ଚଳିତ ମାସ ଏପ୍ରିଲ୍‌ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ୨୦୨୪, ମାର୍ଚ ପର୍ଯ୍ୟନ୍ତ ·ଲିବ । ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଛି, ତାହା ନୂତନ ଶିକ୍ଷାବର୍ଷ(୨୦୨୩-୨୪)ରେ ମଧ୍ୟ ପ୍ରଚଳିତ ହେବ । ନୂତନ ଶିକ୍ଷାବର୍ଷ (୨୦୨୩-୨୪)ରେ…

ବଜେଟ୍‌ ହେବ ଗେମ୍‌ ଚେଞ୍ଜର ! ଘରେ ଘରେ ପହଂଚିବ ବିକାଶର ବାର୍ତ୍ତା

ଭୁବନେଶ୍ୱର : ଗେମ ଚେଞ୍ଜର ହୋଇପାରେ ଚଳିତ ବର୍ଷର ସାଧାରଣ ବଜେଟ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଯୁବବର୍ଗ, ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ବହୁ ଯୋଜନା ରହିବା ସହିତ ଅଧିକ…

ହୋଲି ପୂର୍ବରୁ Flipkart ସେଲ ଆରମ୍ଭ, ଟିଭି ଓ ଏସି ଉପରେ ୭୫ ପ୍ରତିଶତ ରିହାତି

ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଯାହା ପାଇଁ ଏବେଠାରୁ ସବୁ ମଲ୍ ମାନଙ୍କରେ 'ବିଗ ସେଲ୍ ଡେ' ଆରମ୍ଭ ହେବାକୁ ଲାଗିଲାଣି। ତେବେ ଆପଣ ଯଦି ନିଜ ଘର ପାଇଁ କୌଣସି ଇଲେକଟ୍ରୋନିକ୍ସ କିଣିବାକୁ ଇଚ୍ଛା ରଖିଛନ୍ତି, ଆପଣଙ୍କ ପାଇଁ ରହିଛି ଖୁସି ଖବର। କାରଣ ଆପଣ ଏହି ହୋଲି ଅଫରରେ କିଣା ଜିନିଷ ଉପରେ…

ଶନିବାର ଦିନ ଏପରି କାମ ନିଷେଧ, ଜାଣି ରଖନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିବାର ଦିନ ଭୁଲରେ ମଧ୍ୟ କିଛି ଜିନିଷ କରାଯିବା ଉଚିତ୍ ନୁହେଁ। ନଚେତ୍ ଶନି ଦେବ କ୍ରୋଧିତ ହୋଇପାରନ୍ତି। ଆସନ୍ତୁ ଜାଣିବା ଶନିବାର ଦିନ ଆପଣ କେଉଁ କାମ କରିବେ ଓ କେଉଁ କାମ କରିବେ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା…

ବାବୁରାମ ବଖାଣିବ ହନିଟ୍ରାପ କାହାଣୀ, ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

ବାଲେଶ୍ବର: ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଆଜି ରିମାଣ୍ଡ ଶୁଣାଣି ହେବ । ଅଭିଯୁକ୍ତ ବାବୁରାମ ଦେକୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ…

ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ମହାଅଧିବେଶନରେ ସୋନିଆଙ୍କ ଇଶାରା

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ସହିତ ନିଜ ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ । ଛତିଶଗଡ଼ କଂଗ୍ରେସ ମହାଅଧିବେଶନରୁ କଂଗ୍ରେସ ନେତା ତଥା ୟୁପିଏ ଚେୟରମ୍ୟାନ ସୋନିଆ ଗାନ୍ଧୀ ଦେଇଛନ୍ତି ଏପରି ଇଶାରା । ଭାରତ ଯୋଡୋ ଯାତ୍ରା ଏକ ଟର୍ଣ୍ଣିଂ ପଏଣ୍ଟ ଆଣିଛି । ଭାରତୀୟମାନେ ସଦଭାବନା,…

ICICI ବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଗାଏବ, କର୍ମଚାରୀ ଗିରଫ By Satyajeet On Feb 25, 2023

ଅନୁଗୋଳ :ଆଇସି .ଆଇସି .ଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ ହୋଇଛି। ଅଡିଟରେ ହିସାବ ନମିଳିବା ପରେ ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଟଙ୍କା ହେରଫେରରେ ସଂପୃକ୍ତି ସନ୍ଦେହରେ ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଅନୁଗୋଳ ଜିଲା ଛେଣ୍ଡିପଦାରେ ଥିବା…

ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟା ବଡ଼ ଭାଇ ଗୁରୁତର, ବିବାହ ବାତିଲ

ବଲାଙ୍ଗୀର : ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର, ବିବାହ ବାତିଲ । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁରେ ଏହି ଘଟଣା ଘଟିଛି । ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ସମ୍ପର୍କୀୟ ମଧ୍ୟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମୀ ଆଓ୍ବାର୍ଡ ବିଜେତା ରିକି କେଜ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମୀ ଆଓ୍ବାର୍ଡ ବିଜେତା ରିକି କେଜ୍ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରିକି । ବିଶିଷ୍ଟ ସଙ୍ଗୀତକାର ତଥା ପରିବେଶବିତ ଡ. ରିକି କେଜ୍ ଙ୍କୁ ତୃତୀୟ ଥର ପାଇଁ ଗ୍ରାମୀ ଆଓ୍ବାର୍ଡ ମିଳିଛି । ସାକ୍ଷାତକାର ବେଳେ…