ନୀଳଗିରିର ପୋଲିସର ଚଢ଼ାଉ, ଡମ୍ଫର ଜବତ୍ , ୫ ଗିରଫ
ନୀଳଗିରି: ନୀଳଗିରି ପୋଲିସ ପକ୍ଷରୁ ୪ ପଥର ବୋଝେଇ ଡମ୍ଫର ଜବତ୍ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ ଉକ୍ତ ଡମ୍ଫର ପଥର ବୋଝେଇ କରି ମିତ୍ରପୁର ଅଂଚଳକୁ ଯାଉଥିଲା । ଡମ୍ଫର ଗୁଡିକ ଜବଦ କରି ନୀଳଗିରି ଥାନାକୁ ଅଣାଯାଇଥିଲା । ଏହି ଡମ୍ଫର ଗୁଡିକ ନଂ…