ବେଦାନ୍ତ ପକ୍ଷରୁ ‘ବେଦାନ୍ତ ସ୍ପାର୍କ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ବେଦାନ୍ତ ଗ୍ରୁପ୍ ପକ୍ଷରୁ ଗ୍ଲୋବାଲ କର୍ପୋରେଟ ଇନୋଭୋନ ଏବଂ ଭେଂଚର କାର୍ଯ୍ୟକ୍ରମ ‘ବେଦାନ୍ତ ସ୍ପାର୍କ’ର ଶୁଭାରମ୍ଭ କରାଯାଇଛି । ଏଥିରେ ବିଶ୍ୱସ୍ତରୀୟ ୧୬ଟି ଉପଲବ୍ଧ ସୁଯୋଗ ପ୍ରସଙ୍ଗ ରହିଛି । ସେହିପରି ୭୫ ଇନୋଭେଶନ ଚ୍ୟାଲେଞ୍ଜକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ…

କରୋନାର ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ୱର: କରୋନାର ଦ୍ୱିତୀୟ ତରଙ୍ଗକୁ ଆଖି ଆଗରେ କରୋନା ଗାଇଡ୍‌ଲାଇନ୍‌ରେ ସଂଶୋଧନ କଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍‌ସି। ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟା ଗାଇଡ୍ ଲାଇନ୍‌ରେ ସଂଶୋଧନ କରାଯାଇଛି। ବିବାହ ଉତ୍ସବରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ରୁ ଅଧିକ ଉପସ୍ଥିତ ରହିବେନି

ଦେଶରେ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତ ୪୪,୨୮୧; ମୃତ ୫୧୨

ନୂଆଦିଲ୍ଲୀ : କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ଦେଶରେ ୪୪,୨୮୧ ନୂଆ କରୋନା ଆକ୍ରାନ୍ତ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ବେଳେ ୫୧୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧…

୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୬୯ରେ ପହଞ୍ଚି ଥିବା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୂଚନାଥାଉ କି, ଆଜି ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ…

ତିର୍ତୋଲ ଓ ବାଲୋଶ୍ୱରରେ ବିଜେଡିର ବିଜୟକୁ ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପାଳିଲା ବିଜୟ ଉତ୍ସବ

କେନ୍ଦ୍ରାପଡା: ଓଡିଶାର ତିତେର୍୍ାଲ ଏବଂ ବାଲେଶ୍ୱର ବିଧାନସଭା ଉପ ନିର୍ବାଚନରେ ବିଜେଡିର ବାଜିମାତକୁ ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । କୋଭିଡ-୧୯ ନିୟମକୁ ଅନୁପାଳନ ପୂର୍ବକ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟ ପକ୍ଷରୁ ଉଭୟ…

୨୦ରୁ ବସିବ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୨୦ରୁ ବସିବ ବିଧାନସଭାର ଶୀତ ଅଧିବେଶନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ । ନଭେମ୍ବର ୧୭ରୁ ୩ଦିନ ଧରି ହେବ କୋଭିଡ଼ ପରୀକ୍ଷା । ସମସ୍ତ ବିଧାୟକ , ମନ୍ତ୍ରୀ, କର୍ମଚାରୀ ଓ ସାମ୍ବାଦିକଙ୍କର କୋଭିଡ଼ ପରୀକ୍ଷା କରାଯିବ । ସମସ୍ତଙ୍କର…

ଟିକା କାର୍ଯ୍ୟକ୍ରମ ପାଇଁ ଟିକା ଡିପ୍ ଫ୍ରିଜର୍ ଯୋଗାଇବ ଗୋଦରେଜ୍ ଆପ୍ଲାଏନ୍ସେସ୍

ଭୁବନେଶ୍ୱର: ଦେଶର ଅଗ୍ରଣୀ ଆପ୍ଲାଏନ୍ସେସ୍ ନିର୍ମାତା ଗୋଦରେଜ୍ ଆପ୍ଲାଏନ୍ସେସ୍ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସହଯୋଗୀ ଭାବେ ସାର୍ବଜନୀନ ଟିକା କାର୍ଯ୍ୟକ୍ରମ ପାଇଁ ସାରା ଭାରତରେ ଆସନ୍ତା ୬ ମାସ ଭିତରେ ୧୧,୮୫୬ ଷ୍ଟେଟ୍ ଅଫ୍ ଆର୍ଟ ଟିକା ରେଫ୍ରିଜରେଟର ଓ…

ରାଜ୍ୟରେ ଆଉ ୧୨୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ ହଜାର ୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୦୮ ଓ ସ୍ଥାନୀୟ ଅଞ୍ଚଳରୁ ୫୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର ୮।୧୧: କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ କମିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୨୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା…

ଗଜପତିରୁ ୟୁ.ପି.କୁ ଗଞ୍ଜେଇ ଚାଲାଣ: ନାବାଳକ ସମେତ ୩ଗିରଫ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅଡବା ପୋଲିସ ଦ୍ୱାରା ଜବତ କରାଯାଇଛି । ଏହି ଘଟଣାରେ ଜଣେ ନାବାଳକ ସମେତ ୩ଜଣଙ୍କୁ ଗିରଫ କରାଯିବା ସହ ଚୋରା ଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇଛି । ଘଟଣାରୁ ପ୍ରକାଶ, ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ…