ଏଣିକି ମାତ୍ର ୨୦ ଟଙ୍କାରେ ୯୦ ଦିନ ପର୍ଯ୍ୟନ୍ତ ସିମ୍ ରଖିପାରିବେ ଆକ୍ଟିଭ୍
ନୂଆଦିଲ୍ଲୀ,: ଭାରତରେ ଅନେକ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଦୁଇଟି ସିମ କାର୍ଡ ଅଛି । ସାଧାରଣତଃ, ଗୋଟିଏ ସିମ ନିୟମିତ କଲ ଏବଂ ଡାଟା ପାଇଁ ବ୍ୟବହୃତ ହୁଏ, ଯେତେବେଳେ ଅନ୍ୟଟି ଜରୁରୀକାଳୀନ ପରିସ୍ଥିତିରେ ବ୍ୟାକଅପ ଭାବରେ କାମ କରେ । ଯେହେତୁ ଦ୍ୱିତୀୟ ସିମ କମ ବ୍ୟବହୃତ ହୁଏ, ଲୋକମାନେ ଏହାକୁ…