ଚିନ୍ତା ବାଇଲାଣି ବିଦେଶୀ ମୁଦ୍ରା ଭଣ୍ଡାର: ୩ ମାସରେ ୭୯ ବିଲିଅନ ଡଲାର ହ୍ରାସ
ମୁମ୍ବାଇ,: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ପୁଣି ନିମ୍ନମୁଖୀ ହୋଇଛି । ଜାନୁଆରି ୧୦ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ଏହା ୬୨୫.୮୭୧ ବିଲିଅନ ଡଲାର ସ୍ତରକୁ କମିଯାଇଛି । ଜାନୁଆରି ୩ରୁ ୧୦ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୮.୭୧୪ ବିଲିଅନ ଡଲାରର ହ୍ରାସ ଦେଖାଦେଇଛି ବୋଲି ରିଜର୍ଭ ବ୍ୟାଙ୍କ…