ବ୍ଲକରେ ଶିଶୁ ସୁରକ୍ଷା ଆଇନ୍,ପୋଷ୍ୟ ସନ୍ତାନ ଗ୍ରହଣ ଆଧାରିତ ସଚେତନତା ଶିବିର ଅନୁଷ୍ଠିତ।

ସଲେଭଟା ,୨୬/୧୨/୨୦୨୪,ଆଗଲପୁର( ଡୁଡ଼ୁକା) ବ୍ଲକର ମିଶନ ଶକ୍ତି ସଭାଗୃହଠାରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନଗ୍ରହଣ ,ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା କର୍ମଶାଳା ବ୍ଲକର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଚେତନତା…

୨ୟ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର-ତା-୨୭.୧୨.୨୦୨୪ ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି (ଓଏସସିଆରଜିପି) କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଉଚ୍ଚସ୍ତରୀୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଡିସେମ୍ବର ୨୫ ଦିବା ୧୧ଟା ଠାରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର ତା-୨୪.୧୨.୨୦୨୪ ଆଗାମୀ ଡିସେମ୍ବର ୩୦ ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ପୁର୍ବଥର ଭଳି ଏହି ଦିନ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ…

ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତୀ ଙ୍କୁ ଜ଼ିଲ୍ଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ମନ୍ତ୍ରୀ ମଣ୍ଡଳ ର ଉପ ମୁଖ୍ୟ ମନ୍ତ୍ରୀ ଏବଂ ମନ୍ତ୍ରୀ ମାନଙ୍କୁ ପ୍ରଭାରୀ ମନ୍ତ୍ରୀ ଭାବେ ବିଭିନ୍ନ ଜିଲ୍ଲା ର ଦାୟିତ୍ୱ ଦେଇଛନ୍ତି l କଟକ ଏବଂ ଜଗତସିଂହପୁର ଜ଼ିଲ୍ଲା ଦାୟିତ୍ୱ ରେ କନକ ବର୍ଦ୍ଧନ ସିଂଦେଓ, ବାଲେଶ୍ୱର ଏବଂ ଭଦ୍ରକ…

ଜାନୁଆରୀ 01 ରେ ହିନ୍ଦୁରାଷ୍ଟ୍ର ମହାଧିବେଶନ ରେ ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ*

ତାଳଚେର :ତା 26/12/24 : ଆସନ୍ତା ଜାନୁଆରୀ 1 ରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ଠାରେ ପ୍ରଥମ ବିଶାଳ ହିନ୍ଦୁରାଷ୍ଟ ମହା ଅଧିବେଶନ ଅନୁଷ୍ଠିତ ହେବ |ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଉକ୍ତ ଅଧିବେଶନ ରେ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ…

ମଶାଣି କୁ ରାସ୍ତା ନାହିଁ, ଗ୍ରାମବାସୀ ନିର୍ମାଣ କଲେ ରାସ୍ତା ।

ଉମରକୋଟ : ଗ୍ରାମର ଯଦି କେହି ମରିଯାନ୍ତି ତାହାହେଲେ ତାଙ୍କ ଶବ ସତ୍କାର ନିମନ୍ତେ ମଶାଣି କୁ ଯିବା କୁ ହେଲେ ଆଣ୍ଠୁଏ କାଦୁଅ ରେ ଚାଲି କି ଯିବାକୁ ପଡେl ଗ୍ରାମବାସୀ ମଶାଣି କୁ ଯିବା ପାଇଁ ରାସ୍ତା ଟିଏ ନିର୍ମାଣ କରିବାକୁ ପ୍ରଶାସନ, ନେତା ଏବଂ ଶେଷରେ ଜିଲ୍ଲାପାଳ ଙ୍କୁ ଗୁହାରି କରିଲେ ସୁଦ୍ଧା…

ଅଦିନିଆ ବର୍ଷା ଜନିତ ଫସଲ ହାନିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଅଦିନିଆ ବର୍ଷା ଜନିତ ଫସଲ ହାନିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ । ବୈଠକରେ ଶ୍ରୀ…

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ l

କୋରାପୁଟ:27/12/24 କୋରାପୁଟ ଜ଼ିଲ୍ଲା ଭଳି ଏକ ଆଦିବାସୀ ପଛୁଆ ଜ଼ିଲ୍ଲାର ଝିଅ ରାଜସ୍ଥାନ ର ଜୟପୁର ରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟ ରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି ସଫଳ ହୋଇଛନ୍ତି l ଯାହା କୋରାପୁଟ ଜ଼ିଲ୍ଲା ପାଇଁ ଗର୍ବ ଓ ଗୌରବ ର ବିଷୟ l ଆଗକୁ ହେବାକୁ ଥିବା…

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଏଆରଆଇ ସୁରେନ୍ଦ୍ର ତନ୍ତି

ଜୟପୁର -- ବୋରିଗୁମ୍ମା ରାଜସ୍ୱ ନିରୀକ୍ଷକ ଙ୍କ ଘରେ ରେଡ l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଏଆରଆଇ ସୁରେନ୍ଦ୍ର ତନ୍ତି ଙ୍କ ଘର ସମେତ କୋରାପୁଟ, ଜୟପୁର କାର୍ଯ୍ୟାଳୟ ଓ ବୋରିଗୁମ୍ମା ମାର୍କେଟ କମ୍ପଲେକ୍ସ ଓ ରନସପୁର ପୈତୃକ ବାସଭବନରେ ଭିଜିଲାନ୍ସ ର ମୋଟ ଆଠଟି ଟିମ ଆଠଟି ଜାଗାରେ ଭ…

ପୋଲିସ ଏଏସଆଇ ଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଏଏସଆଇ ରେଣୁ ପ୍ରସାଦ ପ୍ରଧାନ ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଛନ୍ତି l ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଅନ୍ତର୍ଗତ ରାଇସିଂଯୋଡି ନାଳ ନିକଟସ୍ଥ ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଖବର ପାଇ ତେନ୍ତୁଳିଖୁଣ୍ଟି…