କିଶୋର ଦ୍ଵିବେଦୀ ଅଧ୍ୟକ୍ଷ, ନଳିନୀ ପତି, ପ୍ରଦୀପ ରଥ ଓ ରୂପା ଦାଶ ଉପାଧ୍ୟକ୍ଷ ନିର୍ବାଚିତ*
ଭୁବନେଶ୍ବର/ ନୂଆଦିଲ୍ଲୀ ତା ୩୧.୧୨.୨୪ ରିଖ ; ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଭାସୀ ମତଦାନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ କିଶୋର ଦ୍ଵିବେଦୀ ସର୍ବ ସମ୍ମତି କ୍ରମେ ବିଶ୍ଵଭରି ପ୍ରବାସୀ ଓଡ଼ିଆମାନଙ୍କର ଏହି ସର୍ବୋଚ୍ଚ ସଙ୍ଗଠନର…