ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ବୌଦ୍ଧ,୦୪/୦୧:- ବୌଦ୍ଧ ମହୋତ୍ସବ ହେଉଛି ଲୋକକଳା ସଂସ୍କୃତି,ଐତିହ ମଂଚ , ଏହି ମଂଚ ମାଧ୍ୟମରେ ଲୁକାୟିତ କଳାର ପରିପ୍ରକାଶ ହୋଇଥାଏ ବୋଲି କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ପ୍ରକାଶ କରିଥିଲେ । ବୌଦ୍ଧଜିଲ୍ଲାର ୩୧ତମ ସ୍ୱନକ୍ଷତ୍ର ଦିବସ ଅବସରରେ ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା…

ଆମେରିକାରେ ଟ୍ରକ୍ ଚଢାଇ ଗୁଳିମାଡ଼ ଘଟଣା, ମୃତୁ୍ୟ ସଂଖ୍ୟା ୧୫କୁ ବୃଦ୍ଧ

ୱାଶିଂଟନ୍,: ଆମେରିକାରେ ନୂଆବର୍ଷ ପାଳନ ବେଳେ ଜଘନ୍ୟକାଣ୍ଡ । ଆମେରିକାର ନିୟୁ ଅର୍ଲିନରେ ସେଲିବ୍ରେସନରେ ମଜ୍ଜିଥିବା ଲୋକଙ୍କ ଉପରକୁ ପିକଅପ୍ ଟ୍ରକ୍ ଚଢାଇ ଆତଙ୍କୀ ଖେଳିଲା ରକ୍ତର ହୋଲି । ଜାଣିଶୁଣି ଭିଡ଼ ଉପରେ ଗାଡ଼ି ଚଢାଇବା ପରେ ବି ଥମିଲାନି ଉନ୍ମତ୍ତ କାଣ୍ଡ  ଗାଡ଼ିରୁ ଓହ୍ଲାଇ ଆଖିବୁଜା…

ରାଜ୍ୟରେ ବଢୁଛି ଶୀତ, କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂଜାରି

ଭୁବନେଶ୍ୱର, : କମୁଛି ପାରଦ, ବଢୁଛି ଶୀତ । ଆସନ୍ତା ସପ୍ତାହେ ଯାଏଁ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ । ତେବେ କେତେକ ସ୍ଥାନରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୬ ଯାଏଁ ଓଡ଼ିଶାରେ ଥଣ୍ଡାର ପ୍ରକୋପ ରହିବ ।…

ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି

ଭୁବନେଶ୍ୱର/ପୁରୀ,୩/୧/୨୦୨୫: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତି ବିମାନ ବନ୍ଦର ପହଞ୍ଚିଲେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ବିମାନ ବନ୍ଦରର ନୂଆ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ-ମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ…

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର, ୩/୧/୨୦୨୫ : ଆଇଏସଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ସଚିବସ୍ତରରେ ୫ ଅଫିସରଙ୍କ ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଅରବିନ୍ଦ ଡାକୁଆଙ୍କୁ ବଦଳି କରାଯାଇଛି । ଅରବିନ୍ଦ ଡାକୁଆଙ୍କୁ ପୌର ପ୍ରଶାସକ ଏବଂ ନଗର  ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ…

ଜାନୁଆରୀ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର ତା-୦୨.୦୧.୨୦୨୫ ଆସନ୍ତା ଜାନୁଆରୀ ୬ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଜାନୁଆରୀ ୬ ତାରିଖରେ ଭୁବନେଶ୍ଵର,ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ…

ମଣ୍ଡି ରେ କଟନୀଛଟନି ବନ୍ଦ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ବୌଦ୍ଧ,୦୨/୦୧:-ବୌଦ୍ଧ ଜିଲ୍ଲାରେ ଖରିଫ ଋତୁ ପାଇଁ ଗତ ଡିସେମ୍ବର ୨୪ ତାରିଖ ରୁ ମଣ୍ଡି ରେ ଧାନ କିଣା ଆରମ୍ଭ ହୋଇଛି । ତେବେ ଏପର୍ଯ୍ୟନ୍ତ ୭୦ ପ୍ରତିଶତ ମଣ୍ଡି ଖୋଲା ଯାଇ ଧାନ କିଣା ପ୍ରକ୍ରିୟା ଚାଲୁଥିବା ବେଳେ ଅନେକ ମଣ୍ଡିରେ ୩ ରୁ ୫ କେଜି କଟଣୀ ଛାଟନୀ ଚାଷୀଙ୍କୁ ଅତିଷ୍ଠ କରିଛି । ଏନେଇ…

ବଦଳିଲେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ,ଅରିନ୍ଦମଙ୍କୁ ପୌର ପ୍ରଶାସକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି।…

ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା

ଭୁବନେଶ୍ୱର,୧/୨/୨୦୨୫/: ଟୁରିଜିମ୍ ହବ୍ ହେବ ଓଡ଼ିଶା । ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ୩ ନମ୍ବର ରାଜ୍ୟ ହେବ ଓଡ଼ିଶା । ଏବେ ଓଡ଼ିଶା ୧୭ ନମ୍ବର ସ୍ଥାନରେ ଅଛି। ୨୦୨୫ ସରୁ ସରୁ ୧୭ରୁ ୭ ନମ୍ବର ହେବ, ୨୦୨୯ ବେଳକୁ ଓଡ଼ିଶା ୩ରୁ ୧ ନମ୍ବର ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୃଢ଼ୋକ୍ତି…

ନୂଆବର୍ଷରେ କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧/୨/୨୦୨୫/:(ହି.ସ) ନୂତନ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି । ଏହା ସହିତ ଚାଷୀଙ୍କୁ…