ଡରାଇଲା ଚାଇନା ଭାଇରସ: ୩ ଆକ୍ରାନ୍ତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ପରାମର୍ଶ

ନୂଆଦିଲ୍ଲୀ, : ଭାରତକୁ ପୁଣି ଡରାଇବା ଆରମ୍ଭ କରିଛି ଚାଇନାରେ ଆତଙ୍କ ଖେଳାଇଥିବା ଏଚଏମପିଭି ଭାଇରସ । କରୋନା ଭଳିଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରୁଥିବା ଏହି ଭାଇରସରେ ଭାରତରୁ ୩ ଜଣ ଚିହ୍ନଟ ହୋଇସାରିଲେଣି । ବେଙ୍ଗାଲୁରୁରେ ୨ ଜଣ ନବଜାତକଙ୍କ ନମୁନାରୁ ଏହି ଭାଇରାସ ଠାବ ହୋଇଛି ।…

ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ଆଇଇଡି ବିସ୍ଫୋରଣ; ୯ ଯବାନ ସହିଦ

ବିଜାପୁର, : ଛତିଶଗଡ଼ର ମାଓ ପ୍ରଭାବିତ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ବଡ଼ ଧରଣର ବିସ୍ଫୋରଣ କରିଛନ୍ତି । ମାଓବାଦୀମାନେ ଯବାନଙ୍କ ଗାଡ଼ିକୁ ବ୍ଲାଷ୍ଟ କରି ଉଡ଼ାଇ ଦେଇଛନ୍ତି । ଉକ୍ତ ହମଲାରେ ୯ଜଣ ଯବାନ ସହିଦ ( ୮ଜଣ ଯବାନ ଓ ଜଣେ ଚାଳକ) ହୋଇଛନ୍ତି । ଉକ୍ତ ହମଲା ବିଜାପୁରର କୁଟରୁ ମାର୍ଗରେ…

୮ ମାସରେ ୫୦ ଟନ୍ ସୁନା କିଣିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ, (ହି.ସ): ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଦେଖାଦେଇଥିବା ହ୍ରାସ ସାଙ୍ଗକୁ ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସୁଥିବାଜନିତ ବିପଦକୁ ମୁକାବିଲା କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଧିକରୁ ଅଧିକ ସୁନା କିଣିବାରେ ଲାଗିଛି । ରିଜର୍ଭ ବ୍ୟାଙ୍କ ୨୦୨୪ ଅକ୍ଟୋବର ଓ ନଭେମ୍ବରରେ ୨୦ ଟନ୍ ସୁନା…

ଗଜପତିରେ ଅସମ୍ଭାଳ ଶୀତ,ଘନ କୁହୁଡ଼ି

ପାରଳାଖେମୁଣ୍ଡି,: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ୭ଟି ବ୍ଲକ ଯଥା ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ, କାଶୀନଗର, ଗୁମ୍ମା ଆଦି ଅଞ୍ଚଳରେ ଗତ ୪ ଦିନ ଧରି ଲାଗି ରହିଛି ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ତାପମାତ୍ରା ନିମ୍ନଗାମୀ ହୋଇ…

ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସମସ୍ତଙ୍କ ଗୁରୁ ଦାୟିତ

ବ୍ରହ୍ମପୁର,: ଭିନ୍ନକ୍ଷମମାନଙ୍କ ଭିତରେ ଥିବା ପ୍ରତିଭା ଅନ୍ୟମାନଙ୍କ ପାଖରେ ବିରଳୟ ରବିବାର ଭିନ୍ନକ୍ଷମମାନେ, ପ୍ରସାଶନିକ, ନୃତ୍ୟ, କ୍ରୀଡା, ସଙ୍ଗୀତ, ବ୍ୟବସାୟ ସବୁ କ୍ଷେତ୍ରରେ ନିଜର ପାରି ଦର୍ଶିତା ପ୍ରଦର୍ଶନ କରି ନିଜକୁ ଅନ୍ୟମାନଙ୍କ ସହ ସମକକ୍ଷ କରିପାରିଛନ୍ତି । ଏଣୁ…

ଜୟପୁରରେ ଚାଲିଛି ‘ଭୁତ ବଙ୍ଗଳା’ର ସୁଟିଂ

ମୁମ୍ବାଇ,: ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କର ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏକାଠି ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନ ଯୋଡିକୁ ନେଇ ଏକ ଫିଲ୍ମ ଚାହୁଁଥିଲେ । କିନ୍ତୁ ଦୀର୍ଘ ବର୍ଷ ଧରି ସେଭଳି କୌଣସି ପ୍ରୋଜେକ୍ଟ ଆସିନଥିଲା । ତେବେ କିଛିଦିନ ତଳେ ଅକ୍ଷୟ କୁମାର ହଠାତ ଘୋଷଣା…

ଅର୍ଜୁନଙ୍କ ସହ ବ୍ରେକଅପକୁ ନେଇ ମୁହଁ ଖୋଲିଲେ ମଲାଇକା

ମୁମ୍ବାଇ,: ଗତ ବର୍ଷ ବେଶ୍ ମାନସିକ ବେଦନା ଭୋଗିଥିଲେ ମଲାଇକା ଅରୋରା । ତାଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ଉଠାଣି ଗଡ଼ାଣି ଲାଗି ରହିଥିଲା । ବଡ଼କଥା ହେଲା ପାଞ୍ଚ ବର୍ଷର ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଛି ସେହି ୨୦୨୪ରେ । ପୁଣି ସାବତ ପିତାଙ୍କୁ ହରାଇଛନ୍ତି ।ଏସବୁ ସତ୍ତ୍ୱେ ତାଙ୍କୁ ଆଗକୁ…

ବିରାଟ କୋହଲି ନେବେ ଅବସର

ନୂଆଦିଲ୍ଲୀ,: ବର୍ଡର-ଗାଭାସ୍କର ଟ୍ରଫିରେ ବିରାଟ କୋହଲିଙ୍କ ଖରାପ ଫର୍ମ ତାଙ୍କ ଟେଷ୍ଟ କ୍ୟାରିୟରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୋଟିଏ ପଟେ ରୋହିତ ଶର୍ମା ଅଧିନାୟକ ହୋଇଥିଲେ ହେଁ ସିଡନୀ ଟେଷ୍ଟରୁ ବାହାରେ ବସିବାକୁ ନିଷ୍ପତ୍ତି ନେଇଥିଲେ । ଅଫ୍ ଷ୍ଟମ୍ପ୍ ବଲ୍‌ କ୍ରମାଗତ ଭାବରେ ବିରାଟ…

ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ପାରାଦୀପ, : ପାରାଦୀପ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ରବିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୁମିନି ଆସୋସିଏସନର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍ଜରର୍ସ ଆସୋସିଏସନ୍‌ର ବୈଠକ

ରାମନାଗୁଡା/ରାୟଗଡ଼ା,: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍ଜରର୍ସ ଆସୋସିଏସନର ଜିଲ୍ଲା ପ୍ରତିନିଧିମାନଙ୍କ ଏକ ବୈଠକ ରାମନାଗୁଡା ବ୍ଳକ ଅନ୍ତର୍ଗତ ଗୁମୁଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ସମ୍ପାଦିକା…