ଜେଏସପି ପକ୍ଷରୁ ଟ୍ରକ୍ ଡ୍ରାଇଭରଙ୍କ ପାଇଁ ମେଗା ଚକ୍ଷୁ ପରୀକ୍ଷା

ଅନୁଗୁଳ,: ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସହଭାଗିତାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଏକ ମେଗା ଚକ୍ଷୁ ପରୀକ୍ଷା ଏବଂ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଜେଏସପିର ଫେଜ୍‌-ଟୁ ଅଞ୍ଚଳରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଏହି ଦୁଇ ଦୁନିଆ…

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରବାସୀ ଭାରତୀୟ ଦିବସ ପାଳିତ

ଭୁବନେଶ୍ୱର,: ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଜାନୁୟାରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହି ଉପଲକ୍ଷେ, ଆଜି (ଜାନୁୟାରୀ ୭ ତାରିଖ) ପୂର୍ବାହ୍ନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଷ୍ଟେଟ…

ଗୋବିନ୍ଦାଙ୍କ ସ୍ତ୍ରୀଙ୍କ ବିସ୍ଫୋରକ ବୟାନ

ମୁମ୍ବାଇ, : ମୁହଁ ଖୋଲିଛନ୍ତି ବଲିଉଡର ସୁପରଷ୍ଟାର ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ଆହୁଜା । ନିକଟରେ ସେ ଏକ ସାକ୍ଷାତକାରରେ ସେ ତାଙ୍କ ସ୍ୱାମୀଙ୍କ  ଅନେକ ଗୁମର ଫିଟାଇଛନ୍ତି । ତାଙ୍କ ବ୍ୟତୀତ ଗୋବିନ୍ଦାଙ୍କ ବିବାହ ବଲିଉଡର ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ ପକ୍କା ହୋଇଯାଇଥିବା ମଧ୍ୟ ସେ…

ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ସଂଘତି ଦିବସ

ଯାଜପୁର,(ଡିକେ ନୁ୍ୟଜ): ଗ୍ଲୋବାଲ୍ ପିସ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ସଂଘତି ଦିବସ ପାଳିତ ହୋଇଯାଇଛି ଏୟ ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ୍ୟ ଡାକ୍ତର ରାଜ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଯାଜପୁର ଠାରେ ବିଶ୍ୱ ସଂଘତି ଓ ବିଶ୍ୱ ଶାନ୍ତି ଉପରେ ଏକ ଆଲୋଚନା…

ଗଜପତିରେ ଆନ୍ଧ୍ରର ଶାସନ

ପାରଳାଖେମୁଣ୍ଡି,: ଓଡ଼ିଶାର ଗଜପତି ଜିଲ୍ଲାରେ ସୀମାନ୍ତ ଅଞ୍ଚଳରେ ଏକ ରକମର ଶାସନ ଚଳାଉ ଥିବା ଲକ୍ଷ୍ୟ କରାଯାଉଛି । ଏବେ ଓଡ଼ିଶାର ·ଷୀଙ୍କ ନାମରେ ଆନ୍ଧ୍ର ପ୍ରଶାସନ ଟୋକେନ ବାଣ୍ଟି  ଓଡ଼ିଶା ଗଜପତି ଜିଲ୍ଲାର ·ଷୀଙ୍କ ଠାରୁ ଶାଗ ମାଛ ଦରରେ ଧାନ କିଣିବା ପ୍ରୟାସ ଆରମ୍ଭ କରିଥିବା ଲକ୍ଷ୍ୟ କରାଯାଇଛି…

ଆହତ ହାତୀର ଚିକିତ୍ସା

ଭୁବନେଶ୍ୱର,: ଗୋଟିଏ ୫-୬ ବର୍ଷ ବୟସ୍କbନାବାଳକ ହାତୀ କରଞ୍ଜିଆ ବନ ବିଭାଗର ଅଧୀନରେ ଥିବା ପୋକାମୁଣ୍ଡା ଗ୍ରାମରେ ଗତ ୪ତାରିଖ ଦିନ ୪:୧୦ ପୂର୍ବାହ୍ନରେ ଏକ ମୋରମ ଖାଦାନରେ ପଡ଼ି ଆହତ ଅବସ୍ଥାରେ ଚିହ୍ନଟ ହୋଇଥିଲା । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପ୍ରାଣୀ  ଚିକିତ୍ସା ଦଳ ଆହତ ହାତୀ ଛୁଆଟିକୁ…

ରୋଟାରୀ କ୍ଲବ୍ ଭୁବନେଶ୍ୱର ହେରିଟେଜ୍‌ ପକ୍ଷରୁ “ରାଷ୍ଟ୍ର ନିର୍ମାଣ ସମ୍ମାନ” ପ୍ରଦାନ

ଭୁବନେଶ୍ୱର,: ରୋଟାରୀ କ୍ଲବ୍ ଭୁବନେଶ୍ୱର ହେରିଟେଜ୍ , ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲାସ୍ଥିତ ମଇତାପୁରର ରୟାଲ ପବ୍ଲିକ୍ ସ୍କୁଲ ପରିସରରେ ଓଡ଼ିଶାର ୮ଟି ବିଭିନ୍ନ ଜିଲ୍ଲାର  ୧୧୬ଜଣ କୃତୀ ଶିକ୍ଷକଙ୍କୁ ଶିକ୍ଷା କ୍ଷେତ୍ରରେ ନିରବଚ୍ଛିନ୍ନ ଉଦ୍ୟମ ପାଇଁ ରାଷ୍ଟ୍ର ନିର୍ମାଣ ସମ୍ମାନ ପ୍ରଦାନ…

ପ୍ରବାସୀ ଓଡ଼ିଆ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତ

ଭୁବନେଶ୍ୱର,: ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ ) ପ୍ରବାସୀ ଓଡ଼ିଆ ମାନଙ୍କର ସର୍ବୋଚ୍ଚ ସଙ୍ଗଠନ ଅଟେ । ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ପ୍ରତିନିଧି, ପ୍ରମୁଖ ପ୍ରବାସୀ ଓଡ଼ିଆ, ଓଡ଼ିଶା କୈନ୍ଦ୍ରିକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ତୁଙ୍ଗ ନେତୃବର୍ଗ ଏବଂ ଓଡ଼ିଶା…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିବାର ଫଟୋ ସୋସିଆଲ ମିଡ଼ିଆ ଏକ୍ସ ରେ ପୋଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲେଖିଛନ୍ତି ଯେ,…

ବଢ଼ୁଛନ୍ତି ମହିଳା ଷ୍ଟାର୍ଟଅପ୍ ଉଦ୍ୟୋଗୀ : ଯୋଗାଡ଼ କରିଛନ୍ତି ୯୩୦ ନିୟୁତ ଡଲାର

ନୂଆଦିଲ୍ଲୀ,: ଦେଶର ଅର୍ଥନୀତିରେ ମହିଳାମାନଙ୍କର ଯୋଗଦାନ କିଛି କମ୍ ନାହିଁ । ଏପରିକି ଷ୍ଟାର୍ଟଅପ୍ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଦବଦବା ବଢ଼ିଛି । ଗତ କିଛିବର୍ଷ ଭିତରେ ମହିଳାଙ୍କ ନେତୃତ୍ୱରେ ପରିଚାଳିତ ଷ୍ଟାର୍ଟଅପ୍ଗୁଡ଼ିକ ପାଣ୍ଠି ସଂଗ୍ରହରେ ବଡ଼ ସଫଳତା ହାସଲ କରିଛନ୍ତି । ଏକ ରିପୋର୍ଟ…