ରାମଲିଙ୍ଗମ ଉଦ୍ୟାନରେ ଅଟଳ ବିହାରି ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଅଙ୍କର : ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନ ଅଟଳ ବିହାରି ବାଜପେୟୀଙ୍କ ଜନ୍ମଦିନ । ଏହି ଅବସରରେ ବ୍ରହ୍ମପୁର ରାମଲିଙ୍ଗମ ଉଦ୍ୟାନରେ ଅଟଳ ବିହାରି ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନୋମହନ ସାମଲ ଯୋଗ ଦେଇ…

ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳିତ

ବାରିପଦା: ୨୫.୧୨.୨୦୨୪// ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକ ଶହ ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ମୁଖ୍ୟ…

ବଡଦାଣ୍ଡରେ ହଜିଥିବା ଝିଅକୁ ଆଜିଯାଏ ଖୋଜୁଛି ମା ଅର୍ଣ୍ଣପୂର୍ଣ୍ଣା

dumanikhabar2020: ବୟସର ଅପରାହ୍ନରେ ନିଜକୁ ବେଶ ନିନ୍ଦା କରୁଛି ବୁଢୀମା ଟି |ଚିନ୍ତାରେ ରହୁଛି କିଛି ପଚାରିଲେ ଅନେକ ସମୟ ପରେ ଉଁ ବୋଲି ଉତ୍ତର ଦେଉଛି, ଖାଲି ଏପଟ ସେପଟ କରି ଅନାଉଛି ଯେମିତି ଲାଗୁଛି କିଛି ଜରୁରୀ ଜିନିଷ ବୋଧେ ହଜାଇଦେଇଛି ଆଉ ଖାଲି ଡାକୁଛି ହେ ଜଗାରେ ମୁଁ ତୋର କି…

ନଦୀ ଜଳ ର ଗୁରୁତ୍ୱ ଆମ୍ବେଦକର ବୁଝିଥିଲେ

ଖଜୁରାହୋ:25/12/24 ଭାରତ ପାଇଁ ନଦୀ ଜଳର ଗୁରୁତ୍ୱ ସର୍ବପ୍ରଥମେ ବାବା ସାହେବ ଆମ୍ବେଦକର ବୁଝିଥିଲେ । ଭାରତରେ ଯେଉଁ ନଦୀ ଘାଟି ପ୍ରକଳ୍ପ ତିଆରି ହୋଇଛି, ତାର ପଛରେ ତାଙ୍କର ଦୂରଦୃଷ୍ଟି ଥିଲା, କିନ୍ତୁ କଂଗ୍ରେସ କେବେ ବାବା ସାହେବଙ୍କୁ ଏହାର ଶ୍ରେୟ ଦେଇନାହିଁ ବୋଲି ପ୍ରଧାନମନ୍ତ୍ରୀ…

ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଜିଲାସ୍ତରୀୟ ସୁଶାସନ ଦିବସ

ମାଲକାନଗିରି, ୨୫/୧୨/୨୪: ମହାନ ଜନନାୟକ ତଥା ଯଶସ୍ୱୀ କବି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ…

ଚିଟଫଣ୍ଡ ଠକେଇର ଶିକାର ନିଜେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :25/12/24 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି । ଦୁଇ ଦୁଇ ଥର ଚିଟଫଣ୍ଡର ଶିକାର ହୋଇଥିଲେ । ଏ ନେଇ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟାକ୍ରମରେପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ l ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୦ ମସିହା ବେଳକୁ ସମସ୍ତେ…

ଶନିବାର ପର୍ଯ୍ୟନ୍ତ ଜାରି ରହିବ ବର୍ଷା, ବଢିବ ଶୀତ

ଭୁବନେଶ୍ବର : 25/12/24 ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଓ୍ବେଲମାର୍କ ଲୋପ୍ରେସର। ଯାହା ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପର ରୂପ ନେବ। ଆଉ ଯାହାର ପ୍ରଭାବରେ ଗତକାଲିଠୁ ରାଜ୍ୟରେ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟାରେ ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା,…

ରାଜ୍ୟରେ ବାତ୍ୟା ନିରୋଧୀ ଗୃହନିର୍ମାଣ ସମ୍ପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର, 25/12/24 ଆଜି ବାତ୍ୟା ନିରୋଧୀ ଗୃହନିର୍ମାଣ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବନ୍ୟା-ବାତ୍ୟାପ୍ରବଣ ଅଞ୍ଚଳରେ ବାସହୀନ ଲୋକଙ୍କୁ ଘର ଯୋଗାଇବା ସମୟରେ ବନ୍ୟା-ବାତ୍ୟା ନିରୋଧି ଗୃହ ଯୋଗାଇବା…

ସମୀକ୍ଷା ବୈଠକରେ ବିଧାୟକ, ମେୟର, ତିନି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ

ଭୁବନେଶ୍ୱର,25/12/24- ଏଠା ରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି…

ଜିଲ୍ଲା ଶ୍ରମିକ ସଂଗଠନ ସମନ୍ବୟ କମିଟିର କର୍ମକର୍ତା ଚୟନ

ଫୁଲବାଣୀ, 25/12/24/- : ଜିଲ୍ଲା ଶ୍ରମିକ ସଂଗଠନ ସମନ୍ବୟ କମିଟି ରେ ସମସ୍ତଙ୍କ ଶ୍ରମିକ ନେତା ଭାଈ ଓ ଭଉଣୀ ଙ୍କ ସ୍ଥାନୀୟ ଫୁଲବାଣୀ କୋର୍ଟ ଛକ ସ୍ଥିତ ବନାନୀ କଳା ସଙ୍ଗମ ସଭା ଗୃହରେ ବାର୍ଷିକ ବୋଇଠକ ଅନୁଷ୍ଠିତ ହୋଯାଇଅଛି। ଏହି ବାର୍ଷିକ ଉତ୍ସବରେ ପୁରାତନ କମିଟି ଭଙ୍ଗ କରି ନୂତନ କମିଟି ଗଠନ…