ଶ୍ରୀରାମ କ୍ରିଷ୍ଣନଙ୍କୁ ହ୍ୱାଇଟ୍ ହାଉସ୍‌ରେ ଆର୍ଟିଫିସିଆଲ ଇଂଟେିଜେନ୍ସରେ ବରିଷ୍ଠ ନୀତି ଉପଦେଷ୍ଟା ଭାବେ ନିଯୁକ୍ତି

ଭୁବନେଶ୍ୱର : ଏସ୍‌ଆର୍‌ଏମ୍ ଇନଷ୍ଟିଚୁୃ୍ୟଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏସଆର୍‌ଏମ୍ ଆଇଏସ୍‌ଟି)ର ପୁରାତନ ଛାତ୍ର ଶ୍ରୀରାମ କ୍ରିଷ୍ଣନଙ୍କୁ ଆମେରିକାର ହ୍ୱାଇଟ୍ ହାଉସ୍‌ରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନୀତି ଲାଗି ଆର୍ଟିଫିସିଆଲ ଇଂଟେଲିଜେନ୍ସର ବରିଷ୍ଠ ନୀତି ଉପଦେଷ୍ଟା ଭାବେ…

ବାହାନଗା ଟ୍ରେନ୍ ଟ୍ରାଜେଡି: କରମଣ୍ଡଳର କରୁଣ କାହାଣୀକୁ ପୂରିଲା ବର୍ଷେ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ପୂରିଛି ବର୍ଷେ। ୨ ଜୁନ୍ ୨୦୨୩ ସନ୍ଧ୍ୟାରେ ଘଟିଥିଲା ଛାତିଥରା ଟ୍ରେନ୍ ଟ୍ରାଜେଡି। କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ୩ଟି ଟ୍ରେନ୍ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୮୮ରୁ ଅଧିକ…

ଆଲୋକ ପାଣିଗ୍ରାହୀ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ମନୋନୀତ

ପାଟଣାଗଡ,୧୭/୨- ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତ ସମ୍ବଳିତ ପ୍ରେସ ବିଜ୍ଞପ୍ତି ଜରିଆରେ ଆଲୋକ କୁମାର ପାଣିଗ୍ରାହୀ (ରିଙ୍କୁ) ଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଭାବେ…

ବ୍ରାହ୍ମଣ ସୀତାପୁରରେ ରାମ ମନ୍ଦିର ପ୍ରତିଷ୍ଠା

ପାରଳାଖେମୁଣ୍ଡି, ପବିତ୍ର ଅଯୋଧ୍ୟା ରାମଲାଲା ମନ୍ଦିର ପ୍ରତିଷ୍ଠା ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ ଅଧୂନସୁ ବ୍ରାହ୍ମଣ ସୀତାପୁରରେ ରାମ ମନ୍ଦିର ପ୍ରତିଷ୍ଠା କରାଯାଇଛି। ରାଜ ପରୋହିତ ପ୍ରସନ୍ନ ପଣ୍ଡାଙ୍କ ପୌରହିତ୍ୟରେ ହରିହର ଦାସ, ତାଙ୍କ ଧର୍ମନ୍ଥୀ ନିରୂମା ଦାସକର୍ଷା ସାଜି ପବିତ୍ର…

ନେତାଜୀ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି, ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସୁବାଷ ନଗର ଠାରେ ଭାରତର ମହାନ୍‌ ଜନ ନାୟକ ସୁବାଷ ଚନ୍ଦ୍ର ବୋଷଙ୍କ ଏବଂ ଓଡ଼ିଶାର ବରପୁତ୍ର ବୀରସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଦେବୀ ମଠ ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାସ ମହାରାଜ ମୁଖ୍ୟ ଅତିଥି…

୨୬ରୁ ଆଦିବାସୀ ମେଳା: ରାଜଧାନୀରେ ମିଳିବ ଗାଁ ମାଟିର ବାସ୍ନା

ଭୁବନେଶ୍ୱର, ଜାନୁଆରୀ ୨୬ରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ଆଦିବାସୀ ମେଳା। ଭୁବନେଶ୍ୱରର ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଜାନୁଆର ୨୬ରୁ ଫେବୃଆରୀ ୫ ଯାଏଁ ଏହି ମେଳାଚାଲିବ। ସ୍ମାର୍ଟସିଟି ଭୁବନେଶ୍ୱରରୁ ମିଳିବ ଗାଁ ମାଟିର ବାସ୍ନା। ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ…

ଋଷ ବିମାନ ଦୁର୍ଘଟଣାଗ୍ରସ୍ତ; ୭୪ ମୃତ

ମସ୍କୋ: ଆଫ୍‌ଗାନିସ୍ତାନ ପରେ ଏବେ ଋଷର ଏକ ବିମାନ କ୍ରାସ ହୋଇଥିବା ସୂଚନା ମିଳିଛି। ଋଷୀୟ ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ ଇଲୁଶିନ ଆଇଆଇ-୭୬ ବିମାନ ବୁଧବାର କ୍ରାସ ହୋଇଥିବା ସୂଚନା ମିଳିଛି। ଏନେଇ ଋଷ ଖବର ସରବରାହ ଏଜେନ୍ସି ଆଆର୍ଇଏ ଏହି ସୂଚନା ଦେଇଛି। ଏହି ବିମାନରେ ୟୁକ୍ରେନ୍‌ କଏଦୀ…

ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା ପଶ୍ଚିମବଙ୍ଗରେ ଏକାକୀ ଲଢ଼ିବ ଟିଏମ୍‌ସି

ନୂଆଦିଲ୍ଲୀ,ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏକା ନିର୍ବାଚନ ଲଢିବ। ମମତାଙ୍କ ଏହି ଘୋଷଣା ସହିତ ଇଣ୍ଡିଆ ମେଣ୍ଟର…

ଯାତ୍ରା ପାର୍ଟି ଟ୍ରକ୍‌ ଓଲଟି ଗଲା ୬ ଜୀବନ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟଙ୍କୁ ୩ ଲକ୍ଷ ଲେଖାଏଁ…

ବାରିପଦା/ଭୁବନେଶ୍ୱର, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଏକ ଯାତ୍ରା ପାର୍ଟି ଟ୍ରକ୍‌ ଓଲଟି ପଡିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିଟି ଧଉଳି ଗଣନାଟ୍ୟର। ଲାଇଟ୍‌ ଓ ବକ୍ସ ଆଦି ସରଞ୍ଜାମ ଭର୍ତ୍ତି…

୬ ଜିଲ୍ଲାର ୨୮୬ ରୂାନ୍ତରିତ ସ୍କୁଲ ଲୋକାର୍ପିତ ଆଗାମୀ ଦିନରେ ପିଲା ହେବେ ସଶକ୍ତ ଓଡ଼ିଶାର ସୂତ୍ରଧର

ଭୁବନେଶ୍ୱର, ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧା, ସୁବର୍ଣ୍ଣୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା…