ଫୋକସ୍‌ରେ ବିକାଶ ଓ ଲୋକାଭିମୁଖୀ ଯୋଜନା

ଭୁବନେଶ୍ୱର,୯ା୧୨ : ବିଜେଡିର ବଡ଼ ଷ୍ଟ୍ରାଟେଜି । ୧୫ରେ ବସିବ କାର୍ଯ୍ୟକାରିଣୀ । ପ୍ରତିଷ୍ଠା ଦିବସ ପାଇଁ ସ୍ଥିର ହେବ କାର୍ଯ୍ୟକ୍ରମ । ଫୋକସରେ ବିକାଶ ଓ ଲୋକାଭିମୁଖୀ ଯୋଜନା । ୧୯୯୭ ଡିସେମ୍ବର ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ । ୨୦୦୦…

ଜଳବାୟୁ ପରିବର୍ତ୍ତନ ସବୁଠାରୁ ବଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୯ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇନଫିନିଟି ଫୋରମ ୨.୦ର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଇନଫିନିଟି ଫୋରମର ପ୍ରଥମ ସଂସ୍କରଣ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଡିସେମ୍ବର ୨୦୨୧ରେ ଆମେ ପ୍ରଥମ ଇନଫିନିଟି ଫୋରମ ସମୟରେ…

ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ ,

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା କଣ୍ଟେଇକୁଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ପଦ୍ମପୁର ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି!ଘଟଣା ସ୍ଥଳରୁ ପ୍ରକାଶ ଯେ, ଗତ ରାତି ପ୍ରାୟ ୮ ଟା ସମୟରେ ଇଛାପୁର୍ ଗ୍ରାମ ପଦ୍ମପୁର ସାହିର ଅଭିରାମ ଦେହୁରୀ (୫୦ ବର୍ଷ)…

୩ରୁ ୫ ଡିଗ୍ରୀ ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର, : ଡିସେମ୍ବର •ଲିଲାଣି, ମାତ୍ର ଶୀତର ଦେଖା ନଥିଲା । ତାପମାତ୍ରା ସ୍ୱାଭାବିକ ଠାରୁ ଉପରେ ଥିଲା । କେବେ ଶୀତ ଆସିବ ସମସ୍ତେ •ହିଁରହିଥିବା ବେଳେ ଗତକାଲି ରାତିରୁ ବଦଳି ଯାଇଛି ଭୁବନେଶ୍ୱର ସହର ପାଗର ମିଜାଜ୍‌ । ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ଭୀଷଣ ବାତ୍ୟା "ମିଗୋଜମ'…

କୋଷ୍ଟାଲ ହାଇୱେ କାମ କେବେ?

ନୂଆଦିଲ୍ଲୀ,୭ା୧୨: ଘୋଷଣା କରି ଭୁଲିଗଲେ । ଆଜି ସଂସଦରେ ମନେ ପକାଇଦେଲା ବିଜେଡ଼ି । ଆଜି ଶୂନ୍ୟକାଳରେ ରାଜ୍ୟରେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ଅଟକି ରହିଥିବାରୁ ତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସାଂସଦ ମାନସ ମଙ୍ଗରାଜ । କେବେ ଆସିବ ଡିପିଆର୍‌ । ଉପକୂଳ ରାଜପଥର ଷ୍ଟାଟସ୍‌ କଣ? ସଂସଦର…

ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥଳରେ ହେବ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ୱର,୭ା୧୨ : ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି । ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର…

ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର,୭ା୧୨ : ଖୋର୍ଦ୍ଧା ଇନଫୋଭ୍ୟାଲିରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହିତ ଉକ୍ରର୍ଷ ପ୍ରତିପାଦନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଆଜି ଏସଭିକେଏମ୍‌ଏସ୍‌ଏନଏମଆଇଏମଏସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପାନ ହୋଇଛି ।…

ଷ୍ଟାର୍ଟଅପ୍ କନ୍କ୍ଲେଭ୍ 2023ର ଗୋଲଟେବୁଲ୍ କାର୍ୟ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଗାନ୍ଧୀନଗରଠାରେ ଷ୍ଟାର୍ଟଅପ କନକ୍ଲେଭ 2023ର ଗୋଲଟେବୁଲ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ବିଶିଷ୍ଟ ପୁଞ୍ଜିପତି, ୟୁନିକର୍ଣ୍ଣ, ନିବେଶକ, ଗ୍ଲୋବାଲ ଏକ୍ସେଲେଟର ଏବଂ…

କେବେ ପଡ଼ିଆକୁ ଫେରିବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ?

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି । ମୁମ୍ବାଇ ଫ୍ରାଞ୍ଚାଇଜି ହାର୍ଦ୍ଦିକଙ୍କୁ ଗୁଜରାଟ୍‌ ଟାଇଟନ୍ସ ସହ ଟ୍ରେଡ କରିଛି । ମାତ୍ର ବଡ଼ ପ୍ରଶ୍ନ କଣ ହାର୍ଦ୍ଦିକ ପାଣ୍ଡ୍ୟ ଆଇପିଏଲ୍‌ ସୁଦ୍ଧା ଫିଟ୍‌ ହୋଇଯିବେ? ଏହାକୁ ନେଇ…

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ସଂପନ୍ନ ପରେ ଡିସେମ୍ବର ୧୦ରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌ ଖେଳିବ । ଗୋଟିଏ ମାସର ଲମ୍ବା ସିରିଜ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।…