ଟାଟା ଷ୍ଟିଲ କଳିଙ୍ଗନଗର ପରିଚାଳନାର ଉଲ୍ଲେଖନୀୟ ୮ ବର୍ଷ ପୂରଣ

ଭୁବନେଶ୍ୱର, : ଟାଟା ଷ୍ଟିଲ୍‌ କଳିଙ୍ଗନଗର ରାଜ୍ୟର ନିରନ୍ତର ଶିଳ୍ପ ଅଭିବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଓ ଗୋଷ୍ଠୀ ବିକାଶର ଏକ ପରିବର୍ତ୍ତନଶୀଳ କାହାଣୀ । ନଭେମ୍ବର ୧୮ ହେଉଛି କଳିଙ୍ଗନ ଗରରେ ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ପ୍ଲାଣ୍ଟ ମାଧ୍ୟମରେ ସ୍ୱଚ୍ଛ ଇସ୍ପାତ ଉତ୍ପାଦନ ହାସଲ କରାଯାଇଛି ଯାହା…

ଆରବିଆଇର ଘୋଷଣା: ମହଙ୍ଗା ହେବ ବ୍ୟକ୍ତିଗତ ଋଣ

କୌଣସି ରିସ୍କ ହେଉଥିଲେ ଏହାକୁ ଦୂର କରିବା ପାଇଁ ଅତିରିକ୍ତ ସୁରକ୍ଷା ଉପାୟ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ନେଇ ଜାରି ସର୍କୁଲାରରେ କମର୍ସିଅ ।ଲ ବ୍ୟାଙ୍କମାନଙ୍କ କଞ୍ଜ୍ୟୁମର ଲୋନ ରିସ୍କ ୱେଟେଜ୍‌ ବୃଦ୍ଧିରେ ପର୍ସନାଲ ଲୋନ ମଧ୍ୟ ସାମିଲ ବୋଲି କହିଥିଲେ । ତେବେ ଏଥିରେ ହୋମଲୋନ,…

ଆରମ୍ଭ ହେଲା ନାଟମଣ୍ଡପ ମରାମତି କାମ

ପୁରୀ,୧୭ା୧୧ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆଜିଠୁ ଆରମ୍ଭ ହୋଇଛି । ଏଏସଆଇ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯାଇଛି । ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ । ଗୁରୁବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ତ୍ତ…

ରୋଗକୁ ହରାଇବ ମାନବିକତାର ସ୍ପର୍ଶ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୧୧ : ଚିକିତ୍ସାରେ ରହୁ ମାନବିକତାର ସ୍ପର୍ଶ । ସରକାରୀ ମେଡିକାଲ କଲେଜରେ ୧୦୨ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ମନ୍ତ୍ର । ଡାକ୍ତରମାନେ ବୃତ୍ତିଗତ ଦକ୍ଷତା ପ୍ରତିପାଦନ କରିବା ସହ ଚିକିତ୍ସା ସମୟରେ ରୋଗୀ ଓ ରୋଗୀଙ୍କ…

ଡିପ୍‌ଫେକ୍‌ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

ଡିପ୍‌ଫେକ୍‌ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ,୧୭ା୧୧: ସମ୍ପ୍ରତି ଦେଶରେ "ଡିପ୍‌ଫେକ୍‌' ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ୍‌ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି । ପ୍ରତିଷ୍ଠ ଲୋକଙ୍କ ଫଟୋ…

ସାମିଙ୍କ ନାଁରେ ଯୋଡ଼ି ହେଲା ୯ ରେକର୍ଡ

ମୁମ୍ବାଇ, ୧୬ା୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ବିଶ୍ୱକପ କ୍ରିକେଟର ପ୍ରଥମ ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଫାଇନାଲରେ ପହଞ୍ଚିଛି ଦଳ । ତେବେ ଏହି ମ୍ୟାଚ୍‌ ମନେ ରହିବ ଆହୁରି ଅନେକ କାରଣ ପାଇଁ । ଏହି ମ୍ୟାଚରେ ଭାଙ୍ଗିଛି…

ଟାଟା ପାୱାର ପକ୍ଷରୁ “ବଚ୍ଚା ପାର୍ଟି’ କାର୍ଯ୍ୟକ୍ରମ

ବାଲେଶ୍ୱର, : ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଶିଶୁ ଦିବସ ଅବସରରେ "ବଚ୍ଚା ପାର୍ଟି' କାର୍ଯ୍ୟକ୍ରମ ହର୍ଷଉଲ୍ଲାସର ସହ ଅନୁଷ୍ଠିତ ହୋଇଛି । ବାଲେଶ୍ୱର ସମେତ ବାରିପଦା, ଭଦ୍ରକ, କେନ୍ଦୁଝର ଓ ଯାଜପୁର ବୈଦୁତିକ ମଣ୍ଡଳରେ ଏହି…

ଠକାମିର ୩ ଦିନରେ ସୂଚନା ନଦେଲେ ଆଉ ପାଇବେନି ଟଙ୍କା: ଆରବିଆଇ

ନୂଆଦିଲ୍ଲୀ: ବହୁଥର ସାଇବର ଫ୍ରଡଙ୍କ କାରନାମା ପାଇଁ ଅନେକ ଗ୍ରାହକ ଠକାମିର ଶିକାର ହୁଅନ୍ତି । ଅନେକ ଲୋକଙ୍କର ଏସବିଆଇ ଆକାଉଣ୍ଟ ରହିଛି । ଯାହାକୁ ନେଇ ବ୍ୟାଙ୍କ ତରଫରୁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଏ । ଏଥିପାଇଁ ବ୍ୟାଙ୍କ ତରଫରୁ ସତର୍କ ସୂଚନା ଦିଆଯାଏ ଯାହାକୁ ଜାଣିବା ଆପଣ…

୨୦୨୪-୨୬ ମଧ୍ୟରେ ଦେଶର ଅର୍ଥନୀତି ୬-୭.୧ ପ୍ରତିଶତ ବଢିବ:ଏସଆଣ୍ଡପି

ନୂଆଦିଲ୍ଲୀ: ଗ୍ଲୋବାଲ ରେଟିଂ ଏଜେନ୍ସି ଏସ୍‌ଆଣ୍ଡପି ଭାରତର ଆର୍ଥିକ ଅଭିବୃଦ୍ଧି ସମ୍ଭାବନା ମଧ୍ୟମ ଅବଧିରେ ମଜଭୁତ ରହିବା ନେଇ ଅନୁମାନ କରିଛି । ଏଜେନ୍ସି ପକ୍ଷରୁ ଗୁରୁବାର କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୨୩-୨୪ରୁ ୨୦୨୫- ୨୬ ଯାଏ ଦେଶର ଘରୋଇ ସକଳ ଉତ୍ପାଦ (ଜିଡିପି)ରେ ବାର୍ଷିକ ୬-୭.୧…

୫-ଟି ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭୁବନେଶ୍ୱର,୧୬ା୧୧ : ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ ୫-ଟି ନୀତିର ରହିଛି ଗୁରୁତ୍ୱ । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ହେଉ କି ମମତା, ବିଜୁ ସ୍ୱାସ୍ଥ୍ୟ ଭଳି ଯୋଜନା କିମ୍ବା ରାସ୍ତା, ସେତୁ ହେଉ କି କ୍ରୀଡ଼ା, ପର୍ଯ୍ୟଟନର ଭିତ୍ତିଭୂମି ଆଦି ଚାଲିଛି ୫-ଟି ଅଧିନରେ । ଏବେ…