ଟେବୁଲ ଟେନିସ୍‌ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଠାରେ ଓଡିଶା ଟେବୁଲ ଟେନିସ୍‌ ଏକାଡେମୀର ଉଦଘାଟନ କରିଛନ୍ତି । ଏହି ଟେନିସ୍‌ ଏକାଡେମୀରେ ପ୍ରଶସ୍ତ ଟେବୁଲ ଟେନିସ୍‌ ସ୍ଥାନ ରହିଛି ଯେଉଁଠାରେ ୧୬ଟି ଟିଟି ଟେବୁଲ ରହିଛି । ଏହାସହ ଉନ୍ନତମାନର ଜିମ୍ନାସିୟମ୍‌, ୱେଟ୍‌…

ମହାପ୍ରଭୁଙ୍କ ବନକଲାଗି ନୀତି : ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୭ା୧୧: ଆସନ୍ତାକାଲି ଅର୍ଥାତ ବୁଧବାର କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବୁଧବାର ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ…

ଓଡ଼ିଶା ପାଇଁ ବଡ଼ କ୍ଷତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୧୧: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ମହେଶ୍ୱର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ । ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର…

ଆରପାରିରେ ମହେଶ୍ୱର

ଭୁବନେଶ୍ୱର,: ଅଲବିଦା ମହେଶ୍ୱର ମହାନ୍ତି । ପଞ୍ଜଭୂତରେ ଲୀନ ହେଲା ତାଙ୍କର ପାର୍ଥିବ ଶରୀର । ଅନ୍ତିମ ବିଦାୟ ନେଲେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଜନ୍ମମାଟି ତଥା କର୍ମଭୂମି ପୁରୀରେ ପାର୍ଥିବ ଶରୀର…

ଇସ୍ରାଏଲ ଆକ୍ରମଣରେ ଗାଜା ଛିନଛତ୍ର

ପାଲେଷ୍ଟାଇନ : ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି । ହମାସର ଆତଙ୍କୀ ହମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି । ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ ବିଭକ୍ତ ହୋଇ ଯାଇଥିବା ଗତକାଲି ଇସ୍ରାଏଲ ସେନା ଦାବି କରିଛି…

ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର

ଯାଜପୁର, : ସୋମବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାର ସମସ୍ତ ଅଧିକାରୀମାନେ ସହୃଦୟତାର ସହ ଅଭିଯୋଗ ଗୁଡିକର ସମାଧାନ ଦିଗରେ ଜନ ଶୁଣାଣି ଶିବିର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଚକ୍ରୱର୍ତ୍ତୀ…

258 ଅଭିଯୋଗର ଶୁଣାଣି

କେନ୍ଦୁଝର,: ସୋମବାର ଦିନ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍‌ପି ନୀତିନ କୁଶଲକରଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଦରବାର ହଲଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ୍‌ ୨୫୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।…

ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋଡ

ନୂଆଦିଲ୍ଲ, ୬ା୧୧: କ୍ରିକେଟ ବିଶ୍ୱକପ୍‌ ଚାଲିଥିବା ବେଳେ ଏକ ଚକିତ କଲା ଭିଳ ଖବର ସାମ୍ନାକୁ ଆସିଛି । ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଭାଙ୍ଗି ଦିଆଯାଇଛି । ଏନେଇ ଶ୍ରୀଲଙ୍କର କ୍ରୀଡାମନ୍ତ୍ରୀ ଘୋଷଣା କରିଛନ୍ତି ।…

ମଣିପୁରକୁ ହରାଇ ସ୍ୱର୍ଣ୍ଣ ଜିତିଲା ଓଡ଼ିଶା

ପାଣାଜୀ, ୬ା୧୧: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ଫୁଟବଲ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ରବିବାର ଖେଳା ଯାଇଥିବା ଫାଇନାଲରେ ଓଡ଼ିଶା ଟାଇବ୍ରେକର ୧-୧ (୪-୨)ରେ ଶକ୍ତିଶାଳୀ ମଣିପୁରକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି । ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ ବରାବର…

କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ କଳକାରଖାନା ନିର୍ମାଣ ଦାବି

କେନ୍ଦୁଝର,: କେନ୍ଦୁଝର ଜିଲ୍ଲାରେ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଗଣିତ ହୋଇଥିବାବେଳେ ଧନୀକ ଜିଲ୍ଲା ଭାବେ ସମଗ୍ର ରାଜ୍ୟ ତଥା ଭାରତରେ ପରିଗଣିତ ହୋଇଥାଏ । ରାଜକୋଷକୁ ସବୁଠାରୁ ଅଧିକ ରାଜସ୍ୱ ଏହି ଜିଲ୍ଲା ଦେଇଥାଏ । କିନ୍ତୁ ବାସ୍ତବପକ୍ଷେ ଏଠିକାର ଜନସାଧାରଣଙ୍କ ଆର୍ଥିକ ଅବସ୍ଥା…