ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍। ଆଗାମୀ ଆଇସିସି କ୍ରିକେଟ୍ ୱାର୍ଲଡ କପ୍ ଖେଳିବାକୁ ପାକିସ୍ତାନ ଟିମ୍ ଭାରତ ଆସିବ ବୋଲି ସ୍ପଷ୍ଟ କରିଛି ପାକିସ୍ତାନ। ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା…

ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୫.୨୧ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୩୩ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟରେ ୬୬ ହଜାର…

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

କଟକ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଫେବ୍ରୁୟାରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମାଟ୍ରିକ୍ ପରୀକ୍ଷା ପାଇଁ ଅକ୍ଟୋବର ମାସରୁ ଫର୍ମ ଫିଲଅପ୍…

ନନ୍ଦାହାଣ୍ଡି ହାଇସ୍କୁଲ ପରିସରରେ ତିନୋଟି ଭାଲୁ

ସ୍କୁଲ ପରିସରରେ ଭାଲୁ । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ତିନୋଟି ଭାଲୁ । ମା ସହିତ ଦୁଇଟି ଛୁଆ ରହିଛନ୍ତି। ସ୍କୁଲର ଦୁଇ ପାଇଖାନା ମଝି ରେ ରହିଛନ୍ତି ଭାଲୁ । ଭୟ ରେ ସ୍କୁଲ ଛାତ୍ର ଛାତ୍ରୀ । ସ୍କୁଲ ରେ ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା…

ଖୁବ୍‌ଶୀଘ୍ର ଭୁବନେଶ୍ୱର-କଟକ ମେଟ୍ରୋ ! ଚାଲିଛି ୩୦ ଫୁଟ୍‌ ତଳୁ ମାଟି ପରୀକ୍ଷା

ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ କାମ ଲାଗି ମାଟି ପରୀକ୍ଷଣ ଚାଲିଛି । ୩୦ ଫୁଟ୍ ତଳୁ ସଂଗ୍ରହ କରାଯାଉଛି ମାଟି । ଡିପିଆର ପ୍ରସ୍ତୁତି ପାଇଁ ଠିକା ନେଇଥିବା ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ସଂସ୍ଥା 'ଜିଓ ଟେକ୍ନିକାଲ ଇନ୍‌ଭେଷ୍ଟିଗେସନ' ଆରମ୍ଭ କରିଛି । ପ୍ରାଥମିକ…

ଫାଇନାଲରେ ଭାରତକୁ ହରାଇ ଦ୍ୱିତୀୟଥର ପାଇଁ ଟାଇଟଲ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ: ଇମର୍ଜିଂ ଏସିଆ କପ୍ ଜିତିବାର ଭାରତ-ଏ ର ସ୍ୱପ୍ନ ଭାଙ୍ଗିଯାଇଛି । ଭାରତୀୟ ଟିମକୁ ଫାଇନାଲରେ ପାକିସ୍ତାନ-ଏଠୁ ୧୨୮ ରନରେ ପରାଜୟ ମିଳିଛି । ଲଗାତାର ଦ୍ୱିତୀୟଥର ପାଇଁ ପାକିସ୍ତାନ ଟାଇଟଲ୍ ଜିତିବାରେ ସଫଳ ହୋଇଛି । ପାକିସ୍ତାନ କଲମ୍ବୋରେ ଖେଳାଯାଇଥିବା ଫାଇନାଲରେ ୩୫୩ ରନର ବିଶାଳ…

ବିଜୁ ମହିଳା କାର୍ଯ୍ୟକାରିଣୀରେ ନବୀନଙ୍କ ଗୁରୁମନ୍ତ୍ର ଗାଁରୁ ସଂସଦ ଲଢେ଼ଇ ଜାରି ରଖ

ଭୁବନେଶ୍ୱର : ମହିଳା ସଶକ୍ତିକରଣ ବିନା କୌଣସି ରାଜ୍ୟ କି ସମାଜ ବା ଦେଶ ଆଗକୁ ବଢିପାରିବ ନାହିଁ । ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…

ଭାଙ୍ଗିଲେ ଜ୍ୟୋତିବସୁଙ୍କ ରେକର୍ଡ ନବୀନ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନବୀନଙ୍କ ନାଁରେ ନୂଆ ରେକର୍ଡ । କ୍ରିକେଟ୍‌ରେ ସଚିନଙ୍କ ଭଳି ନିଜ ରାଜନୈତିକ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡର ସେ ଆଜି ସମକକ୍ଷ ହୋଇଛନ୍ତି ।…

୧୭ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର, ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ର ୬୨ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ମୋଟ ୧୭ଟି ପ୍ରସ୍ତାବ ଗୁଡିକ ସ୍ୱୀକୃତିଲାଭ କରିଛି । ରାଜ୍ୟ କ୍ୟାବିନେଟ ବୈଠକରେ…

ମଣିପୁର ଘଟଣାରେ ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ

ଇମ୍ଫାଲ: ମଣିପୁର ଭିଡିଓ ଭାଇରାଲକୁ ନେଇ ଦେଶ ସ୍ତବ୍ଧ । ନ୍ୟାୟ ଦାବିରେ ଦେଶର ବିଭିନ୍ନ ପ୍ରାନ୍ତରେ ଜୋରଦାର ବିକ୍ଷୋଭ । ସୋସିଆଲ ମିଡିଆରେ ଘଟଣାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ସରକାରଙ୍କ ବିଫଳତା ପାଇଁ ବିଜେପିର ଡବଲ ଇଞ୍ଜିନ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।…