ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି । ମମତାଙ୍କ ବାସଭବନରେ ପ୍ରବେଶ ଉଦ୍ୟମ କରୁଥିବା ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବକ ଜଣଙ୍କ ନିଶସକ୍ତ ଅବସ୍ଥାରେ ଥିବା ପୋଲିସ କହିଛି । ତାଙ୍କ ନିକଟରୁ ଏକ ବନ୍ଧୁକ, ଛୁରି ଓ ଅନ୍ୟ କିଛି…

୨୪ରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ଜୁଲାଇ ଶେଷ ପର୍ଯ୍ୟନ୍ତ…

ମହିଳା ପୋଷ୍ଟ ମାଷ୍ଟର ହତ୍ୟା ମାମଲାର ପର୍ଦ୍ଦାଫାସ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାର ପର୍ଦ୍ଧାଫାସ୍ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପ୍ରେମିକ ନୟନ ସେଠ୍ ଛୁରିରେ ସ୍ନିଗ୍ଧାଙ୍କୁ ବାରମ୍ବାର ଭୁସି ହତ୍ୟା କରିଥିଲା । ସ୍ନିଗ୍ଧାଙ୍କ ପରିବାର ଲୋକ ଉଭୟଙ୍କୁ ଅଲଗା…

ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ଭୂମି-ସମ୍ମାନ ପୁରସ୍କାର

ଭୁବନେଶ୍ୱର : ଡିଜିଟାଲ୍‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍‌ଆର୍‌ଏମ୍‌ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ "ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ…

ମେଣ୍ଟ ନୁହେଁ ‘ଏକ୍‌ଲା ଚଲୋ’

ନୂଆଦିଲ୍ଲୀ : ଦେଶରେ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏହାଠାରୁ ଢେର ଦୂରରେ ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ନେଇ ଏକା ଏକା ଆଗକୁ ବଢ଼ୁଛି ଦଳ । ସମଦୂରତ୍ୱ ରକ୍ଷା କରି ୨୦୦୯ ମସିହାରୁ ‘ଏକ୍‌ଲା ଚଲୋ’ ନୀତିରେ ଚାଲିଛି ବିଜେଡି…

ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ ଓଡ଼ିଶାରୁ ବାହାରିବେ ସ୍ପୋର୍ଟ୍ସ ଷ୍ଟାର

ଭୁବନେଶ୍ୱର : ଉଦ୍‌ଘାଟିତ ହେଲା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ହକି ଷ୍ଟାଡିୟମ ପାଖରେ ଗୋଟିଏ ହକି ଅଭ୍ୟାସ ଗ୍ରାଉଣ୍ଡ ଥିଲା । ଯେଉଁଠି ଖେଳାଳି…

ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍‌ ପୁରସ୍କାର

ଭୁବନେଶ୍ୱର : ଓଡିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର ମିଳିଛି । କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍‌ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ୬୬ଟି ଆର୍‌ଏମ୍‌ସିକୁ ଇ-ନାମ୍‌ ପୋର୍ଟାଲରେ…

ମିଶନ ୨୪ ପାଇଁ ରଣନୀତି ଶକ୍ତି ପ୍ରଦର୍ଶନ: ୨୬ ବନାମ ୩୮

ନୂଆଦିଲ୍ଲୀ : ରଣାଙ୍ଗନରେ କିଏ କେଉଁ ପଟେ ରହି ଯୁଦ୍ଧ କରିବ ତାହା ସ୍ଥିର କରିବାକୁ ହେଉଛି ସମାନ୍ତରାଳ ବୈଠକ । ବିଜେପି ବିରୋଧୀ ନେତାମାନେ ଆଜିଠାରୁ ବେଙ୍ଗାଲୁରୁରେ ଏକାଠି ହୋଇଥିବା ବେଳେ ଆସନ୍ତାକାଲି ଦିଲ୍ଲୀରେ ବସିବ ବିଜେପି ସହଯୋଗୀ ଦଳଙ୍କ ବୈଠକ । ଆଜି ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳଙ୍କୁ…

କାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ଆସନ୍ତାକାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ବର୍ଷା ନେଇ…

କଟକରେ ଡ୍ରେନରେ ପଡ଼ି ଗଲା ଜୀବନ

କଟକ: କଟକରେ ଡ୍ରେନରେ ପଡ଼ି ଗଲା ଜୀବନ। ବର୍ଷା ପାଣିରେ ଭର୍ତ୍ତି ଥିବା ଡ୍ରେନରେ ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାହୁଲ ଖଟିକ । ରାଜସ୍ଥାନରୁ ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ ରାହୁଲ । ଆସନ୍ତା ୨୧ ତାରିଖ ରାହୁଲ ପୁଣି ରାଜସ୍ଥାନ ଫେରିଯାଇଥାନ୍ତେ ।…