ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି

ପୁରୀ: ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ଶ୍ରୀଭୁଜ, ଶ୍ରୀପୟର, ହରିଡ଼ା ମାଳି, ବାହାଡ଼ା ମାଳି, ଘାଗଡ଼ା ମାଳି, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ମୂଷଳ, ମୁକୁଟ, ସବୁକିଛି ସୁନା । ସୁବର୍ଣ୍ଣ ବିଭୂଷିତ ଦାରୁବ୍ରହ୍ମଙ୍କ ଆଭାରେ ଦାଉ ଦାଉ ଦିଶିଲେ ରଥତ୍ରୟ । ଗତକାଲି ବିଳମ୍ବିତ ରାତି ୧ଟା…

ପୁଣି ସାମ୍ନାକୁ ଆସିଲା ପୁଣି ପୁରୀ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ

ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚାଲିଛି ଟଣା ଓଟରା । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନିନ୍ଦନୀୟ ଘଟଣା । ଶ୍ରୀମନ୍ଦିର ଭିତରେ ରିଲ ଭିଡିଓ । ରୋହିତ ଯୟସ୍ଵାଲ ନାମକ ଜଣେ ବ୍ୟକ୍ତି ତାଙ୍କ Instagarm I'd ରେ ଛାଡିଛନ୍ତି ଏହି ଭିଡ଼ିଓ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଘୋର…

ମନ୍ତ୍ରୀ ପଦ ପାଇବା ପାଇଁ ଦଳକୁ ବ୍ଲାକମେଲିଂ କରୁଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ: ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ମନ୍ତ୍ରୀ ପଦ ପାଇବା ପାଇଁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି ବୋଲି ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ କହିଛନ୍ତି । ଏବେ ମନ୍ତ୍ରିମଣ୍ଡଳରେ ଗୋଟିଏ ମନ୍ତ୍ରୀ ପଦ ଖାଲି ଅଛି । ସେହି ମନ୍ତ୍ରୀ ପଦକୁ…

କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ ହଳଧର ନାଗ

ବରଗଡ: ବିଶ୍ବସ୍ତରୀୟ ମଞ୍ଚରେ ନେପାଳର କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ  ହଳଧର ନାଗ । ଏଥିପାଇଁ ଆଜି ସେ କାଠମାଣ୍ଡୁ ଗସ୍ତ କରିଛନ୍ତି । ବରଗଡ ଜିଲ୍ଲା ତଥା ସାରା ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା ସମ୍ବଲପୁରୀ ଭାଷାରେ ଲିଖିତ କବିତା ସାରା ବିଶ୍ବରେ ନାମ…

ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆକୁ ପ୍ରଶଂସା କଲେ ସୁନ୍ଦର ପିଚାଇ, ଗୁଗୁଲର ବଡ ପ୍ଲାନ ବିଷୟରେ କଲେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ରୁ ୨୩ ଜୁନ୍ ମଧ୍ୟରେ ତିନି ଦିନିଆ ଆମେରିକା ଗସ୍ତରେ ଥିଲେ। ଏହି ସମୟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ ଏବଂ ଅନ୍ୟାନ୍ୟ ବିଶିଷ୍ଟ ନେତା ତଥା ଅଗ୍ରଣୀ ଆମେରିକୀୟ କମ୍ପାନୀଗୁଡିକର ବରିଷ୍ଠ…

ଏହି ୩ ବଡ଼ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ : ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଦେଶର ତିନୋଟି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)। ତେବେ ସେହି ବ୍ୟାଙ୍କଗୁଡିକ ମଧ୍ୟରେ ଜମ୍ମୁ-କଶ୍ମୀର ବ୍ୟାଙ୍କ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଏବଂ ଆକ୍ସିସ ବ୍ୟାଙ୍କ ରହିଛି। ଆରବିଆଇ…

ସାରା ଓଡ଼ିଶାକୁ ଛୁଇଁ ସାରିଛି ମୌସୁମୀ, ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ବର: ସାରା ଓଡ଼ିଶାକୁ ଛୁଇଁ ସାରିଛି ମୌସୁମୀ । ରାଜ୍ୟର ସବୁ ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ଉପଜିଲ୍ଲାପାଳଙ୍କ ଘରେ ଟଙ୍କାର ପାହାଡ଼

ନବରଙ୍ଗପୁର :  ଭିଜିଲାନ୍ସ ଜାଲରେ ବଡ଼ ବାବୁ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ବିଡା ବିଡା ଟଙ୍କା । ପେଟି ଖୋଲୁଛି ଟଙ୍କା ବାହାରୁଛି । ବାବୁଙ୍କର ଏକାଧିକ ବେନାମି ଆକାଉଣ୍ଟ ଥିଲା । ଏଥିରେ ସେ ଅନେକ ଥର ଟଙ୍କା ଡିପୋଜିଟ କରିଛନ୍ତି । ଆଜି ଗୋଟିଏ ବ୍ୟାଙ୍କର…

ଏଣିକି ଭାରତରେ ଉତ୍ପାଦନ ହେବ ଯୁଦ୍ଧ ବିମାନର ଇଞ୍ଜିନ

ୱାଶିଂଟନ: ଜିଇ ଏରୋସ୍ପେଶ ଗୁରୁବାର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଲ) ସହ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ (ଏଲସିଏ)-ଏମକେ-୨ ର ଜେଟ ଇଞ୍ଜିନର ମିଳିତ ଉତ୍ପାଦନ ପାଇଁ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତିକୁ ଐତିହାସିକ ବୋଲି କୁହାଯାଉଛି । ଚୁକ୍ତି ଅନୁଯାୟୀ ଭାରତରେ ତିଆରି…

ମୋଦିଙ୍କ ଗସ୍ତର ପ୍ରଭାବ: ଏଚ-୧ବି ଭିଜା ପାଇଁ ଆମେରିକା ନେଲା ନୂଆ ପଦକ୍ଷେପ…

ଓ୍ବାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହି ସପ୍ତାହରେ ପିଏମ ମୋଦିଙ୍କ ଗସ୍ତ ବଦଳରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନେଇ ପଦକ୍ଷେପ ନେଇଛନ୍ତି।…