ଦଶନ୍ଧିରେ ଭୟଙ୍କର ରେଳ ଦୁର୍ଘଟଣା, ୨୯ ମୃତ ଜଳିଗଲା ୨ଟି ବଗି

ଏଥେନ୍ସ: ଗ୍ରୀସ୍‌ରେ ୨ଟି ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ମାଲବାହୀ ଟ୍ରେନ ଓ ଯାତ୍ରୀବାହୀ ଟ୍ରେନ ଧକ୍କା ଯୋଗୁ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ପାଖାପାଖି ୮୫ ଜଣ ଆହତ ହୋଇଛନ୍ତି । ଦଶନ୍ଧି ପରେ ଗ୍ରୀସରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି  । ଦୁର୍ଘଟଣା ପରେ ଟ୍ରେନର ଦୁଇଟି ବଗିରେ…

ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଭାରତୀୟ ମୁକ୍ତି ସଂଗ୍ରାମର ମହାନ ଯୋଞ୍ଚା ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କର ୧୩୯ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ବୀର ସୁରେନ୍ଦ୍ର…

ଭତ୍ତା ପ୍ରଦାନରେ ଅନିୟମିତତା

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍‌ ପ୍ରଦାନରେ ବ୍ୟାପକ ଅନିୟମିତତା ଓ ଚଞ୍ଚକତା କରାଯାଉଥିବାର ଅଭିଯୋଗ ହୋଇଛି । ଫଳରେ ବହୁ ଅସହାୟ ଗରିବ ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ବ୍ୟକ୍ତି ଠିକ୍‌ ସମୟରେ ଭତ୍ତା ନ ପାଇ ଚରମ ହଟହଟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି…

ତୃତୀୟ ଟେଷ୍ଟ ବିରାଟଙ୍କ ପାଇଁ ସ୍ପେଶାଲ, କ୍ୟାଚ ଧରି ତ୍ରିଶତକ ମାରିବେ କିଙ୍ଗ କୋହଲି

ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ରହିଥିବା ବେଳେ ଏଥିରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଆଉ ମାତ୍ର ଗୋଟିଏ କ୍ୟାଚ୍‌ ଧରିଲେ ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡଙ୍କ…

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି, ୨୧ ପୋଲିସ ଲହୁଲୁହାଣ

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି । ପୋଲିସ ଉପରେ ବିଜେପି କର୍ମୀଙ୍କ ଆକ୍ରମଣ । ଇଟାପଥର, ଅଣ୍ଡା ଓ ପାଣି ବୋତଲ ମାଡରେ ଲହୁଲୁହାଣ ପୋଲିସ । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ତୁମୁଳକାଣ୍ଡରେ କମ୍ପିଲା ଲୋୟାର ପିଏମ୍‌ଜି । ବ୍ୟାରିକେଡ୍‌ ଭାଙ୍ଗିବା ବେଳେ ବିଜେପି କର୍ମୀଙ୍କୁ…

ଆବାସ ଟଙ୍କା ହଡପ ଘଟଣାର ତଦନ୍ତ ନିର୍ଦ୍ଦେଶ

ଓଡ଼ଗାଁ : ଓଡ଼ଗାଁ ବ୍ଲକରେ ହିତାଧିକାରୀଙ୍କ ଅଜାଣତରେ ସରପଞ୍ଚ ଓ ଜିଆରଏସ ଆବାସ ଟଙ୍କାକୁ ହଡ଼ପ କରି ନେଇଛନ୍ତି । ଏହି ଘଟଣାକୁ ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ଗାଁ ବ୍ଲକ୍‌ ବରସାହି ପଞ୍ଚାୟତ ସିଙ୍ଗାରପୁର ଗ୍ରାମର ଗଣେଶ ନାୟକ ଜଣେ ଅକ୍ଷମ ବ୍ୟକ୍ତି । ସେ କାମ ଧନ୍ଦା…

ଲୋୟର ପିଏଜିରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ଡିଏସପିଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ଆନ୍ଦୋଳନ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲା ପୋଲିସ । ଠେଲାପେଲା ଧସ୍ତାଧସ୍ତିରେ ପୋଲିସ କର୍ମଚାରୀ ଆହତ । ଡିଏସପି ଅମିତାଭ ମହାପାତ୍ର ଗୁରୁତର ହୋଇଛନ୍ତି । ଗୁରୁତର…

ପୁରୀ ରଥଯାତ୍ରା ଶ୍ରେଷ୍ଠ ପାର୍ବଣ ସ୍ଥଳ, କୋଣାର୍କକୁ ଶ୍ରେଷ୍ଠ ଆଇକନିକ୍‌ ପୁରସ୍କାର

ଭୁବନେଶ୍ୱର : ନୂଆଦିଲ୍ଲୀଠାରେ ଇଣ୍ଡିଆ ଟୁଡେ ପର୍ଯ୍ୟଟନ ସମ୍ମିଳନୀରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ୩ଟି ବର୍ଗରେ ସମ୍ମାନିତ ହୋଇଛି । ଶ୍ରେଷ୍ଠ ପାର୍ବଣ ସ୍ଥଳ ଭାବେ ପୁରୀ ରଥଯାତ୍ରା, ଶ୍ରେଷ୍ଠ ଆଇକନିକ ସ୍ଥଳ ଭାବେ କୋଣାର୍କ ଏବଂ ଶ୍ରେଷ୍ଠ ବନ୍ୟଜନ୍ତୁ ସ୍ଥଳ ଭାବେ ଭିତରକନିକାକୁ ପୁରସ୍କାର ମିଳିଛି…

୫ ଦିନିଆ ରିମାଣ୍ଡରେ ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରିମାଣ୍ଡ େ ର ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ସିସୋଦିଆଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) । ସୋମବାର ମନୀଷ ସିସୋଦିଆଙ୍କୁ…

ଓଡ଼ିଶାକୁ ମିଳିଲା ସ୍ପୋର୍ଟ୍ସଷ୍ଟାର ଆୱାର୍ଡ, କ୍ରୀଡ଼ାବିତ୍‌ ହେଉଛନ୍ତି ପ୍ରକୃତ ରାଷ୍ଟ୍ରଦୂତ: ନବୀନ

ମୁମ୍ବାଇ/ଭୁବନେଶ୍ୱର : ସ୍ପୋର୍ଟସଷ୍ଟାର ଏସେସ୍‌ ୨୦୨୩ ପକ୍ଷରୁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡା ପ୍ରେତ୍ସାହନକାରୀ ରାଜ୍ୟ ଭାବେ ପୁରସ୍କାର ଦିଆଯାଇଛି । ମୁମ୍ବାଇଠାରେ ସୋମବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।…