Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାବିତ୍ରୀ ଜିନ୍ଦଲ
ନୂଆଦିଲ୍ଲୀ : ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ବର୍ତ୍ତମାନ ଦେଶର ଧନୀ ବ୍ୟକ୍ତିଙ୍କ ତାଲିକାରେ ୫ମ ସ୍ଥାନରେ ପହଞ୍ଚିଛନ୍ତି । ସେ ଏହି ତାଲିକାରେ ୭ମ ସ୍ଥାନରେ ରହିଥିଲେ । ହେଲେ ବର୍ତ୍ତମାନ ୱିପ୍ରୋ ମାଲିକ ଅଜିମ ପ୍ରେମଜୀଙ୍କୁ ପଛରେ ପକାଇ ସାବିତ୍ରୀ ଜିନ୍ଦଲ ଦେଶର ଶ୍ରେଷ୍ଠ ୫…
ମାତ୍ର କିଛି ଘଣ୍ଟାରେ ଆଦାନୀ ହରାଇଲେ ୩୮ ହଜାର କୋଟି
ମୁମ୍ବାଇ : ଗତ ସପ୍ତାହର ବୃଦ୍ଧି ପରେ ଆଦାନୀଙ୍କ ସେୟାରରୁ ଏବେ ନିବେଶକ ଲାଭ ଆଦାୟ ଆରମ୍ଭ କରିଦେଇଛନ୍ତି । ଏଣୁ ବୁଧବାର ଆଦାନୀ ଗ୍ରୁପ ସେୟାର ମୂଲ୍ୟରେ ୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି । ଫଳରେ ମାତ୍ର ଘଣ୍ଟାରେ କିଛ ଆଦାନୀଙ୍କୁ ୩୮ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଗତ…
ବିତ୍ତୀୟ ପରିଚାଳନା : ଓଡ଼ିଶା ଶୀର୍ଷରେ
ଭୁବନେଶ୍ୱର,୧୩ା୧୨ : ରାଜ୍ୟର ଶୃଙ୍ଖଳିତ ବିତ୍ତୀୟ ପରି•ଳନା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ବିତ୍ତୀୟ ପରି•ଳନା, ଋଣ ହାର, ଅଣ ଟିକସ ରାଜସ୍ୱ ଆଦାୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ବଡ଼ ରାଜ୍ୟକୁ ପଛରେ ପକାଇ ଶୀର୍ଷସ୍ଥାନ…
୪ ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ
ଭୁବନେଶ୍ୱର,୧୩ା୧୨ : ଅଦିନିଆ ବର୍ଷା ଛାଡ଼ିବା ପରେ, ରାଜ୍ୟରେ ହଠାତ୍ ବଢ଼ିଲା ଶୀତ । କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ସପ୍ତାହେ ଯାଏ ରାଜ୍ୟର…
ଆଇପିଏଲ୍ ୨୦୨୪ ଅକ୍ସନ ପାଇଁ ଖେଳାଳିଙ୍କ ତାଲିକା ଜାର
ନୂଆଦିଲ୍ଲୀ, ୧୨ା୧୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ ପୂର୍ବରୁ ହେବାକୁଥିବା ମିନି ନିଲାମ ପାଇଁ ଖେଳାଳିଙ୍କ ତାଲିକା ଜାରି ରହିଛି । ତାଲିକାରେ ଥିବା ଖେଳାଳିଙ୍କୁ ନେଇ ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲ ଅକ୍ସନ ହେବାକୁ ଯାଉଛି । ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ଓ…
ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା ଉଦ୍ଘାଟିତ
ନୂଆଦିଲ୍ଲୀ, ୧୨ା୧୨: ନୂଆଦିଲ୍ଲୀର କେଡି ଯାଦବ ଇନଡୋର ହଲରେ ପ୍ରଥମ ଖେଲୋ ଇଣ୍ଡିଆ ପାରା କ୍ରୀଡ଼ାକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ପ୍ରଥମଥର ପାଇଁ ହେଉଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୪୫୦ ପ୍ରତିଯୋଗୀ…
ଓଡ଼ିଶାରେ ହିଣ୍ଡାଲକୋ କରିବ ବ୍ୟାଟେରୀ କାରଖାନା; ୮୦୦ କୋଟି ଟଙ୍କା ନିବେଶ ଯୋଜନା
ଭୁବନେଶ୍ୱର, : ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଫାଇନ- କ୍ୱାଲିଟି ଆଲୁମିନିୟମ ଫଏଲ ନିର୍ମାଣ କ୍ଷେତ୍ରରେ ଏହାର ସାମର୍ଥ୍ୟକୁ ଉଲ୍ଲେଖନୀୟ ଭାବରେ ପରିବର୍ଦ୍ଧିତ କରିବାକୁ ଯୋଜନା ରଖିଛି, ଯାହା ଇଲେକଟ୍ରିନ ଯାନ (ଇଭି) ଏବଂ ଶକ୍ତି…
ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ମୋହନ ଯାଦବ
ଭୋପାଳ: ମଧ୍ୟପ୍ରଦେଶରେ ଆଜିଠୁ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଏହି ଶପଥ ଗ୍ରହଣ ଉତ୍ସବ ଭୋପାଳର ଲାଲ ପରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…
ଓଡିଶା ଆସିବେ ପ୍ରଧାନମନ୍ତ୍ରୀ!
ଭୁବନେଶ୍ୱର,୧୨ା୧୨ : ଚଳିତ ମାସରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମ ଓଡିଶାର କିଛି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ପିଏମ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି । ମୋଦିଙ୍କ ପରେ ଅନ୍ୟ କେନ୍ଦ୍ର ନେତୃତ୍ୱ ମଧ୍ୟ ଡିସେମ୍ବରରୁ…
ଦୀପମୟ ବଡ଼ଦାଣ୍ଡ : ଶ୍ରାଦ୍ଧ ବେଶରେ ମହାପ୍ରଭୁ
ପୁରୀ ,୧୨ା୧୨ : ଗତକାଲି ଠାରୁ ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେଉଛି ଏହାର ଦ୍ୱିତୀୟ ଦିବସ । ଆଜି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଶ୍ରାଦ୍ଧ ଦେଇଛନ୍ତି । ତେଣୁ ଶ୍ରାଦ୍ଧ ବେଶରେ…