Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ପ୍ରତିରକ୍ଷା କ୍ଷେତ୍ରରେ ବଢ଼ିବ ଭାରତର ଶକ୍ତ
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ୩ଟି ବଡ଼ ସ୍ୱଦେଶୀ ପ୍ରକଳ୍ପକୁ ପ୍ରାରମ୍ଭିକ ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛନ୍ତି । ଏଥିପାଇଁ ମୋଟ୍ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । ଏହି ବଜେଟରେ ଗୋଟିଏ ଏୟାରକ୍ରାଫ୍ଟ କ୍ୟାରିୟର, ୯୭ଟି…
ବିଷାକ୍ତ ହେଉଛି ମହାନଦୀର ପାଣି
ଭୁବନେଶ୍ୱର,୨୩ା୧୧ : ମହାନଦୀ ପାଣିରେ ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁ । ପ୍ରଦୂଷଣ ବଢୁଥିବା ବେଳେ ଏହା ଏବେ ଚିନ୍ତାର କାରଣ ହୋଇଛି । ପ୍ରଦୂଷଣର କାରଣ ପାଲଟିଛି କଳକାରଖାନାରୁ ନିଷ୍କାସିତ ହେଉଥିବା ପାଣି । ସହରର ବର୍ଜ୍ୟବସ୍ତୁ ବି ମହାନଦୀରେ ମିଶୁଛି । ସମ୍ବଲପୁର ଓ କଟକରେ ମହାନଦୀ ସବୁଠୁ…
୨୬ରେ ଘୂର୍ଣ୍ଣିବଳୟ, ୨୯ରେ ନେବ ଅବପାତର ରୂପ!
ଭୁବନେଶ୍ୱର,୨୪ା୧୧ : ଆସୁଛି ଏକ ଲଘୁଚାପ । ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ବଙ୍ଗୋପସାଗର ଅଞ୍ଚଳରେ ଏହା ଦାନା ବାନ୍ଧିପାରେ । ଏପରି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ…
୮୫ହଜାର କୋଟିର ନିବେଶକୁ ଅନୁମୋଦନ
ଭୁବନେଶ୍ୱର,୨୪ା୧୧ : ରାଜ୍ୟରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇ ଲେବୁଲ୍ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ପ୍ରଦାନ କରିଛି । ଏହି ୧୨୧ଟି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବା ପାଇଁ ୮୪,୯୧୮.୭୫ କୋଟିର ପୁଞ୍ଜି ବିନିଯୋଗ ହେବ । ଏଥିସହିତ ବିଭିନ୍ନ କ୍ଷେତ୍ରରେ ୪୨,୨୮୧ ଲୋକଙ୍କ ପାଇଁ…
ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର,୨୪ା୧୧ : ନଭେମ୍ବର ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍ ଶୀତ ଅଧିବେଶନ ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନକୁ ଶେଷ କରାଯାଇଛି । ନଭେମ୍ବର ୨୧ ଆରମ୍ଭ ହୋଇ ଡିସେମ୍ବର ୩୦ ଯାଏଁ ବିଧାନସଭା…
ଅଙ୍ଗ ନଦୀଗର୍ଭ ଜଳାଶୟ ପାଇଁ ୧୦୪ କୋଟି ମଞ୍ଜୁର
ଭୁବନେଶ୍ୱର,୨୪ା୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପଟି ହେଉଛି-ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ।…
ମାର୍ଲୋନ ସାମ୍ୟୁଏଲ୍ସଙ୍କୁ ୬ ବର୍ଷ ବାସନ୍ଦ କଲା ଆଇସିସ
ନୂଆଦିଲ୍ଲୀ, ୨୩ା୧୧: ୱେଷ୍ଟଇଣ୍ଡିଜ ଟିମର ପୂର୍ବତନ ବ୍ୟାଟର ମାର୍ଲୋନ ସାମ୍ୟୁଏଲ୍ସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି । ସେ ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିରୋଧ କୋଡର ଉଲ୍ଲଙ୍ଘନ କରିଥିଲେ । ଏହା ପ୍ରମାଣ ହେବା ପରେ ଆଇସିସି ତାଙ୍କ ଉପରେ ୬ ବର୍ଷର…
ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା
କଟକ, : ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ମନା କଲା କେନ୍ଦ୍ର ସଂସ୍କୃତି ବିଭାଗ । ଚିଠି ମାଧ୍ୟମରେ କଟକ ମେୟରଙ୍କୁ ଉତ୍ତର ରଖିଛି ବିଭାଗ । ପୂର୍ବରୁ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଥିଲେ ଏହି ପ୍ରସଙ୍ଗରେ । ଏମିତିକି ନିକଟରେ ମେୟର ସୁବାସ ସିଂହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଯାଇ ପୁଣି…
୨୫ରୁ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ
ଭୁବନେଶ୍ୱର, : କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ୯ମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଆସନ୍ତା ନଭେମ୍ବର ୨୫ ଏବଂ ୨୬ ଦୁଇଦିନ ଧରି ଅନୁଷ୍ଠିତ ହେବ । ସ୍କୁଲ ପିଲାମାନଙ୍କ ପାଇଁ ଏଭଳି ଜାତୀୟ ସ୍ତରୀୟ ଶିଶୁ ସାହିତ୍ୟ ମହୋତ୍ସବ ଆୟୋଜନ କରିବାରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ହେଉଛି ଭାରତର…
ଜାମ୍ମୁ-କାଶ୍ମୀରରେ ଆଉ ଜଣେ ଯବାନ ଶହୀଦ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏନ୍କାଉଣ୍ଟରରେ ଗୁରୁବାର ପୁଣି ଜଣେ ଯବାନ ଶହୀଦ ହୋଇଛନ୍ତି । ଗତକାଲି ୪ ଜଣ ଶହୀଦ ହୋଇଥିଲେ । ଆଜି ଆଉ ଜଣେ ସହିଦ ହେବା ପରେ ଏପର୍ଯ୍ୟନ୍ତ ୫ ସୁରକ୍ଷାକର୍ମୀ ସହିଦ ହେଲେଣି । ଗତକାଲି କ୍ୟାପ୍ଟେନ ସ୍ତରର ଦୁଇ…