Browsing Category

ନ୍ୟୁଜ୍ ବୁଲେଟିନ୍

୮ ବର୍ଷ ପରେ ଆର.ମାଧବନଙ୍କ ସହ ଅଭିନୟ କରିବେ କଙ୍ଗନା

ନୂଆଦିଲ୍ଲୀ, ୧୯ା୧୧: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ ତେଜସ୍‌ ରିଲିଜ୍‌ ହୋଇଥିଲା । ଫିଲ୍ମକୁ ନେଇ କଙ୍ଗନା ଯଦିଓ ବହୁତ ଆଶା କରିଥିଲେ । କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା । ତେଜସର ସୁପର ଫ୍ଲପ୍‌ ପରେ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର…

ମ୍ୟାଚ୍‌ ପୂର୍ବରୁ ବାୟୁସେନାର ଚିତ୍ତାକର୍ଷକ ଏୟାର ଶୋ

ଅହମଦାବାଦ, ୧୯ା୧୧: ଆରମ୍ଭ ହୋଇଛି ବିଶ୍ୱକପ୍‌ କ୍ରିକେଟର ମହାମୁକାବିଲା । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯାଉଛି । ଏହି ମହାମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି ।…

ମ୍ୟାଚ୍‌ ବେଳେ ପଡ଼ିଆକୁ ପଶିଲେ ପାଲେଷ୍ଟାଇନ ସମର୍ଥକ

ଅହମଦାବାଦ, ୧୯ା୧୧: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚରେ ସୁରକ୍ଷାକୁ ନେଇ ବଡ଼ ବିଫଳତା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଜଣେ ବ୍ୟାକ୍ତି ପଡିଆ ଭିତରକୁ ପଶିଯାଇଥିଲେ । କେବଳ ପଡିଆ…

୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି

ନୂଆଦିଲ୍ଲୀ: ଭାରତ ପାଇଁ ଆଉ ବେଶି ଦୂର ନୁହେଁ ୫ ଟ୍ରିଲିଅନ୍‌ ଡଲାରର ସ୍ୱପ୍ନ । ଅର୍ଥନୀତିରେ ଭାରତର ହାଇ ଜମ୍ପ । ପ୍ରଥମ ଥର ପାଇଁ ୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି । ନଭେମ୍ବର ୧୯ ତାରିଖରେ ଭାରତର ଡିଜିପି ୪ ଟ୍ରିଲିଅନ ଡଲାର ହୋଇଛି ବୋଲି ଇକୋନୋମିକ ଟାଇମ୍‌ ରିପୋର୍ଟ ପ୍ରକାଶ…

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଚାମ୍ପିଅନ

ଅହମଦାବାଦ,୧୯ା୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ·ଲିଥିବା ଆଇସିସି ବିଶ୍ୱକପ ଫାଇନାଲରେ ଭାରତକୁ ୬ ୱିକେଟରେ ପରାସ୍ତ କରି ବିଶ୍ୱକପ୍‌ ·ମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ୱକପ ହାତେଇଛି…

ଶିକ୍ଷା ରୂପାନ୍ତରଣ : ଦେଶକୁ ବାଟ ଦେଖାଉଛି ଓଡ଼ିଶା

ଭୁବନେଶ୍ୱର,୧୯ା୧୧ : ଶିକ୍ଷାକ୍ଷେତ୍ରରେ ଉକ୍ରର୍ଷ ହାସଲରେ ଓଡ଼ିଶା ଜାତୀୟସ୍ତରରେ ଦୃଷ୍ଟାନ୍ତ ସୃଷ୍ଟି କରିଛି । ବିଦ୍ୟାଳୟରେ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟା ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଶିକ୍ଷାର୍ଥୀଙ୍କ ଶୈକ୍ଷିକ କ୍ଷେତ୍ରରେ ଉକ୍ରର୍ଷତା, ଭିତ୍ତିଭୂମି ବିକାଶ କରିବା ସହ…

୫-ଟି ଅଧ୍ୟକ୍ଷଙ୍କ ପ୍ରତି ବଢ଼ୁଛି ସମର୍ଥନ

ଭୁବନେଶ୍ୱର,୧୯ା୧୧ : ଆଇଏଏସ୍‌ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ବି ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ନେଉଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିକାଶ ଧାରାରେ ସାମିଲ ହୋଇଛି ସାରା ରାଜ୍ୟ । ଶିକ୍ଷା, ସ୍ୱାସ୍ଥ୍ୟର ଭିତ୍ତିଭୂମି ହେଉ କି ମମତା, ବିଜୁ…

ତନ୍ତସ୍ଥଳ ନିର୍ମାଣ ପାଇଁ ୧.୩୦ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର,୧୯ା୧୧ : ରାଜ୍ୟର ବୁଣାକାର ଏବଂ ଆନୁଷଙ୍ଗିକ କାର୍ଯ୍ୟରେ ନିୟୋଜିତ କର୍ମ•ରୀଙ୍କର ବଡ଼ ସମସ୍ୟା ଦୂର କରିଛନ୍ତି ରାଜ୍ୟ ସରକାର । ଇନ୍ଦିରା ଆବାସ ଯୋଜନା/ବିଜୁ ପକ୍କା ଘର/ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ବୁଣାକାରଙ୍କୁ ନିଜ ବାସଗୃହ ପାଖରେ କର୍ମସ୍ଥଳ ଅବା ତନ୍ତଶାଳା ନିର୍ମାଣ…

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି

ବାରିପଦା,୧୯ା୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏନେଇ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି •ଲିଥିବା ବେଳେ ଶନିବାର ବାୟୁସେନା ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି । ବାରିପଦାସ୍ଥିତ ରିଜର୍ଭ ପୋଲିସ…

୨୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୮ା୧୧ : ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟାବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର…