Browsing Category

ନ୍ୟୁଜ୍ ବୁଲେଟିନ୍

ବାୟୁ ପ୍ରଦୂଷଣ : ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ

ନୂଆଦିଲ୍ଲୀ,୨ା୧୧ : ଦିଲ୍ଲୀରେ ପ୍ରଦୂଷଣରୋକିବାକୁ ପଦକ୍ଷେପ ନେଲେସରକାର । ନିର୍ମାଣ କାର୍ଯ୍ୟ ଓ ଭଙ୍ଗାଭଙ୍ଗିକାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏ ବାବଦରେ ଏକ ନିଦେ୍ର୍ଦଶ ଜାରିକରାଯାଇଛି । ନିୟମ ପାଳନ କରାଯିବାନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁମଧ୍ୟ ନିଦେ୍ର୍ଦଶ ଦିଆଯାଇଛି ।…

ଦୁଇ ଜିଲ୍ଲା ପାଇଁ ବିଜେଡ଼ିର ପର୍ଯ୍ୟବେକ୍ଷକ ନିଯୁକ୍ତ ସଞ୍ଜୟ ଓ ପ୍ରତାପଙ୍କୁ ମିଳିଲା ଦାୟିତ

ଭୁବନେଶ୍ୱର,୨ା୧୧(ଡିକେ ନୁ୍ୟଜ): ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକଭାବେ ମିଳିଲା ନିଯୁକ୍ତି । ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ପାଇଁଦାୟିତ୍ୱ ଦିଆଯାଇଛି । ସେହିପରି ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାପାଇଁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ…

ଜିକା ଭାଇରସ ଆତଙ୍କ : ଆଲର୍ଟରେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ,୨ା୧୧: କର୍ଣ୍ଣାଟକରେ ମାରାତ୍ମକ ଜିକାଭାଇରସ ଚିହ୍ନଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗରେହାଇ ଆଲର୍ଟରେ ରହିଛି । କର୍ଣ୍ଣାଟକର ଚିକ୍କାବାଲ୍ଲାପୁରଜିଲ୍ଲାରେ ଜିକା ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମଶା ଦ୍ୱାରା ବ୍ୟାପୁଥିବା ଏହି ଭୂତାଣୁ କେରଳରେ ବ୍ୟାପିବାପରେ କର୍ଣ୍ଣାଟକରେ…

ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟର ମୁଖ୍ୟ ବି·ରପତି

ଭୁବନେଶ୍ୱର,୨ା୧୧(ଡିକେ ନୁ୍ୟଜ):ସୁପ୍ରିମକୋର୍ଟ ମୁଖ୍ୟ ବି·ରପତି ଜଷ୍ଟିସଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଶାନ କୌଶଲ ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଆଜିପାଟନା ହାଇକୋର୍ଟର ବି·ରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶାହାଇକୋର୍ଟ ମୁଖ୍ୟ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇକୋ ରିଟ୍ରିଏଟ୍ ଉଦ୍ଘାଟିତ

ଭୁବନେଶ୍ୱର/କୋରାପୁଟ, (ଡିକେ ନୁ୍ୟଜ୍): ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି,କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରୀ ପଂ·ୟତ ଗିର୍ଲିମାଳି ଇକୋ ରିଟ୍ରିଏଟ ପର୍ଯ୍ୟଟନକେନ୍ଦ୍ର । ଏହାକୁ ଭିଡିଓ ଭାର୍ତ୍ତା ମାଧ୍ୟମରେ ଉଦଘାଟନକରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ମିଠାରେ କ୍ଷତିକାରକ ସାମଗ୍ରୀ ବ୍ୟବହାର ରୋକିବାକୁ ସର୍ଭିଲାନ୍ସ ବଢାଇବ ଏଫ୍ଏସ୍ଏସ୍ଏଆଇ

ନୂଆଦିଲ୍ଲୀ: ଆଗକୁ ଦୀପାବଳିଆସୁଥିବା ବେଳେ ମିଠା ବିକ୍ରିରେ ବୃଦ୍ଧିଦେଖିବାକୁ ମିଳିପାରେ । ଏହାରସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁଶସ୍ତା ଅସ୍ୱାସ୍ଥ୍ୟକର ସାମଗ୍ରୀର ମିଶ୍ରଣକରିପାରନ୍ତି । ଏଥିରେ ରୋକଲଗାଇବା ପାଇଁ ଭାରତୀୟ ଖାଦ୍ୟ ନିରାପତା ଏବଂ ମାନକ…

ଭାରତ-ବାଂଲାଦେଶ ମଧ୍ୟରେ ୩ ପ୍ରକଳ୍ପର ଶୁଭାରମ୍ଭ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରରେ ହେବ ବିକାଶ

ନୂଆଦିଲ୍ଲୀ,୧ା୧୧: ଭାରତ ଏବଂ ବାଙ୍ଗଲାଦେଶ ପାଇଁ ଐତିହାସିକ ଦିନ । ବୁଧବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ମିଳିତ ଭାବରେ ତିନିଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଭାରତର…

ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,୧ା୧୧: ବ୍ରହ୍ମୋସ ମିସାଇଲରସଫଳ ପରୀକ୍ଷଣ । ବଙ୍ଗୋପ ସାଗରଉପକୂଳରେ ଭାରତୀୟ ନୌସେନା ପକ୍ଷରୁବ୍ରହ୍ମୋସର ପରୀକ୍ଷଣ କରାଯାଇଛି । ଭାରତୀୟ ନୌସୈନାର ଇଷ୍ଟର୍ଣ୍ଣ କମାଣ୍ଡପକ୍ଷରୁ ଯୁଦ୍ଧ ଜାହାଜରୁ ଏହି ପରୀକ୍ଷଣକରାଯାଇଛି । ଭାରତ ମହାସାଗରରେଶତ୍ରୁପକ୍ଷ ଜାହାଜକୁ ମାତ ଦେବାକୁ ଭାରତୀୟ…

ଯାତ୍ରୀବାହୀ ଡଙ୍ଗା ଓଲଟି ୨ ଜଣଙ୍କ ଶବ ଉଦ୍ଧାର,୧୫ ନିଖୋଜ

ଛପ୍ରା: ବିହାର ଛପ୍ରାରେ ନୌକା ଦୁର୍ଘଟଣା ଘଟିଛି ।ସୂଚନା ଅନୁସାରେ ସରଜୁ ନଦୀରେ ଯାତ୍ରୀବାହୀଡଙ୍ଗା ଓଲଟି ପଡିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କ ଶବ ଉଦ୍ଧାର ହୋଇଛି, ଏବେବି ୧୫ଜଣ ଲୋକ ନିଖୋଜ ଥିବା କୁହାଯାଇଛି ।ଯେଉଁମାନେ ପହଁରା ଜାଣିଥିଲେ ସେମାନେ କୌଣସି ପ୍ରକାର ପହଁରି…

କିଟ୍ ଟିବିଆଇକୁ ବିଶ୍ୱ ମାନ୍ୟତା

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଟେକ୍ନୋଲୋଜି ଇନ୍କୁ୍ୟବେସନ୍କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାପାଇଁ କିଟ୍ର ଇନୋଭେଟିଭ୍ ହବ୍ କିଟ୍-ଟିବିଆଇକୁ ଇନ୍କୁ୍ୟବେଟର୍ ଅଫ୍ ଦି ଇୟର୍ ୨୦୨୩ ପୁରସ୍କାର ପ୍ରଦାନକରାଯାଇଛି । ବ୍ୟାଙ୍କକଠାରେ ଅନୁଷ୍ଠିତଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସିଆନ୍ଆସୋସିଏସନ୍ ଅଫ୍…