Browsing Category

ନ୍ୟୁଜ୍ ବୁଲେଟିନ୍

୨୭ରେ କୃଷକଙ୍କୁ ମିଳିବ ପିଏମ କିସାନର ୧୩ତମ କିସ୍ତି

ନୂଆଦିଲ୍ଲୀ: ହୋଲି ପୂର୍ବରୁ ପିଏମ କିସାନ ସମ୍ମାନ ନିଧି ଯୋଜନା ହିତାଧିକାରୀଙ୍କୁ ୧୩ତମ କିସ୍ତି ଜାରି କରିବେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ୧୩ତମ କିସ୍ତି ରିଲିଜ୍‌ କରିବା ପାଇଁ ତାରିଖ ଏବଂ ସମୟ ଘୋଷଣା କରିଛନ୍ତି । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର ଟ୍ୱିଟ୍‌ ଜରିଆରେ…

ଅନୁନ୍ନତ ରାଜ୍ୟରୁ ସଶକ୍ତ ଓ ସମୃଦ୍ଧ ଓଡ଼ିଶା

ଭୁବନେଶ୍ୱର : ପଛୁଆ, ଅନୁନ୍ନତ ରାଜ୍ୟରୁ ଓଡିଶାକୁ ଏକ ବିକାଶଶୀଳ ଏବଂ ଆଧୁନିକ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ପୂର୍ବରୁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା, ଆଜି ତାହାର ସଫଳ ରୂପାୟନ ହେଉଛି । ପ୍ରତ୍ୟେକ କ୍ଷେତ୍ରରେ ଆଜି ଓଡ଼ିଶା ନିଜକୁ…

୫ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଓ ନୂଆପଡ଼ା ଗସ୍ତ, ଫୋକସ୍‌ରେ ପଶ୍ଚିମ ଓଡ଼ିଶା

ଗୋଲାମୁଣ୍ଡା : ଆସନ୍ତା ୫ରେ କଳାହାଣ୍ଡି ଓ ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥର ଫୋକସ୍‌ରେ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମଓଡ଼ିଶା । ୨୦୨୩ ପ୍ରଥମ ଦୁଇମାସରେ ମୁଖ୍ୟମନ୍ତ୍ରୀଙ୍କ…

କୋଟିଆରେ ମୁଖ୍ୟ ଶାସନ ସଚିବ

କୋରାପୁଟ: ବିକାଶ ପଥେ କୋରାପୁଟ ଜିଲ୍ଲା । ଚାଲିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ସମସ୍ତ ବିକାଶମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ ପାଇଁ ଦୁଇ ଦିନିଆ କୋରାପୁଟ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗସ୍ତର ଦ୍ଵିତୀୟ ଦିନରେ ଆଜି ଦେଓମାଳି, କୋଟିଆ ଯାଇ ବିଭିନ୍ନ ଉନ୍ନୟନ…

ବଜେଟ୍‌ ହେବ ଗେମ୍‌ ଚେଞ୍ଜର ! ଘରେ ଘରେ ପହଂଚିବ ବିକାଶର ବାର୍ତ୍ତା

ଭୁବନେଶ୍ୱର : ଗେମ ଚେଞ୍ଜର ହୋଇପାରେ ଚଳିତ ବର୍ଷର ସାଧାରଣ ବଜେଟ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଯୁବବର୍ଗ, ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ବହୁ ଯୋଜନା ରହିବା ସହିତ ଅଧିକ…

ବାବୁରାମ ବଖାଣିବ ହନିଟ୍ରାପ କାହାଣୀ, ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

ବାଲେଶ୍ବର: ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଆଜି ରିମାଣ୍ଡ ଶୁଣାଣି ହେବ । ଅଭିଯୁକ୍ତ ବାବୁରାମ ଦେକୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ…

ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ମହାଅଧିବେଶନରେ ସୋନିଆଙ୍କ ଇଶାରା

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ସହିତ ନିଜ ରାଜନୈତିକ ଇନିଂସରେ ପଡିବ ପୂର୍ଣ୍ଣଚ୍ଛେଦ । ଛତିଶଗଡ଼ କଂଗ୍ରେସ ମହାଅଧିବେଶନରୁ କଂଗ୍ରେସ ନେତା ତଥା ୟୁପିଏ ଚେୟରମ୍ୟାନ ସୋନିଆ ଗାନ୍ଧୀ ଦେଇଛନ୍ତି ଏପରି ଇଶାରା । ଭାରତ ଯୋଡୋ ଯାତ୍ରା ଏକ ଟର୍ଣ୍ଣିଂ ପଏଣ୍ଟ ଆଣିଛି । ଭାରତୀୟମାନେ ସଦଭାବନା,…

ICICI ବ୍ୟାଙ୍କରୁ ୧ କୋଟି ୮୫ ଲକ୍ଷ ଟଙ୍କା ଗାଏବ, କର୍ମଚାରୀ ଗିରଫ By Satyajeet On Feb 25, 2023

ଅନୁଗୋଳ :ଆଇସି .ଆଇସି .ଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ ହୋଇଛି। ଅଡିଟରେ ହିସାବ ନମିଳିବା ପରେ ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଟଙ୍କା ହେରଫେରରେ ସଂପୃକ୍ତି ସନ୍ଦେହରେ ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଅନୁଗୋଳ ଜିଲା ଛେଣ୍ଡିପଦାରେ ଥିବା…

ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟା ବଡ଼ ଭାଇ ଗୁରୁତର, ବିବାହ ବାତିଲ

ବଲାଙ୍ଗୀର : ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର, ବିବାହ ବାତିଲ । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁରେ ଏହି ଘଟଣା ଘଟିଛି । ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ସମ୍ପର୍କୀୟ ମଧ୍ୟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମୀ ଆଓ୍ବାର୍ଡ ବିଜେତା ରିକି କେଜ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗ୍ରାମୀ ଆଓ୍ବାର୍ଡ ବିଜେତା ରିକି କେଜ୍ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରିକି । ବିଶିଷ୍ଟ ସଙ୍ଗୀତକାର ତଥା ପରିବେଶବିତ ଡ. ରିକି କେଜ୍ ଙ୍କୁ ତୃତୀୟ ଥର ପାଇଁ ଗ୍ରାମୀ ଆଓ୍ବାର୍ଡ ମିଳିଛି । ସାକ୍ଷାତକାର ବେଳେ…