Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଉମେଶ ଓ ସୁରକ୍ଷାକର୍ମୀଙ୍କୁ ଯୋଜନାବଦ୍ଧ ହତ୍ୟା
ପ୍ରୟାଗରାଜ: ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ଏବଂ ତାଙ୍କ ଦେହରକ୍ଷୀ ସନ୍ଦୀପଙ୍କୁ ଉତ୍ତରପ୍ରଦେଶର ବିଚ୍ ରାସ୍ତାରେ ହତ୍ୟାକରାଯାଇଛି । ହତ୍ୟାକାଣ୍ଡକୁ ଯେଉଁଭଳି ରୂପ ଦିଆଯାଇଛି, ସେଥିରୁ ଏହା ସ୍ପଷ୍ଟ ଯେ ଏଥିପାଇଁ ଫୁଲପ୍ରୁଫ ପ୍ଲାନିଂ କରାଯାଇଥିଲା । ଏହା ମଧ୍ୟ କୁହାଯାଉଛି…
ଚଳିତ ବଜେଟ୍ ଭାରତବର୍ଷରେ ମଡେଲ ବଜେଟ୍: ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର: ଏଥର ବଜେଟ୍ ଏକ ଐତିହାସିକ ବଜେଟ୍ । ଆମ ବଜେଟ୍ ଭାରତବର୍ଷରେ ମଡେଲ ବଜେଟ୍ । ଜିଡିପି ସର୍ବଭାରତୀୟ ସ୍ତରରେ ଆଖିଦୃଶିଆ ସ୍ତରରେ ପହଞ୍ଚିଛି । ବଜେଟରେ ସବୁବର୍ଗକୁ ପ୍ରଧାନ୍ୟ ଦିଆଯାଇଛି । ବିଶେଷକରି କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁ ବ୍ୟବସ୍ଥା କରାଯାଇଛି । ଚାଷୀମାନେ…
ମାଓବାଦୀଙ୍କ ଗୁଳିରେ ୩ ଯବାନ ଶହୀଦ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ । କୁନ୍ଦେଡ ଓ ଜାଗେରଗୁଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରସନ ବେଳେ ମାଓବାଦୀଙ୍କ ଆମ୍ବ୍ୟୁସରେ ଫସି ଯାଇଥିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା । ମାଓବାଦୀଙ୍କ ଗୁଳିରେ…
ନେଉଳପୁରଠାରେ ଘଟିଥିବା ସଡ଼କ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଯାଜପୁର ଜିଲ୍ଲା ନେଉଳପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୂର୍ବରୁ ଦୁର୍ଘଟଣାଗସ୍ତ ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଇଚର୍ । ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି…
ଭଲ ଲାଗିଲାନି ସାଂସାରିକ ଜୀବନ; ସନ୍ନ୍ୟାସୀ ହୋଇଗଲେ ଦୁଇ ଯୁବକ
ଗଞ୍ଜାମ: ଭଲ ଲାଗିଲାନି ସାଂସାରିକ ଜୀବନ । ପୂର୍ବ ପୁରୁଷଙ୍କୁ ପିଣ୍ଡ ଦାନ କରି ସନ୍ନ୍ୟାସୀ ହୋଇଗଲେ ଦୁଇ ଯୁବକ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବଢିଆଓସ୍ତା ଗାଁର ଶ୍ରୀକାନ୍ତ ଆଚାର୍ଯ୍ୟ ଓ ଛତ୍ରପୁର ନିକଟ ନାରାୟଣପୁର ଗାଁର ମହେନ୍ଦ୍ର ପଟ୍ଟନାୟକ ସାଂସାରିକ ଜୀବନକୁ ଜଳାଞ୍ଜଳି ଦେଇ…
ପାକିସ୍ତାନକୁ ଚୀନର ଋଣ ପ୍ରଦାନ ପ୍ରସଙ୍ଗରେ ଉତକ୍ଷିପ୍ତ ଆମେରିକା
ନୂଆଦିଲ୍ଲୀ: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ଓ ଶ୍ରୀଲଙ୍କାକୁ ଚୀନର ଋଣ ପ୍ରଦାନ ପ୍ରସଙ୍ଗରେ ଉତକ୍ଷିପ୍ତ ଆମେରିକା । ଏହାକୁ ନେଇ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି ଆମେରିକା । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଆସନ୍ତା ମାର୍ଚ୍ଚ ୧ରୁ ୩ ତାରିଖ ଯାଏ ଭାରତ…
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ବିଷାକ୍ତ ସାପ ଛାଡ଼ି ରୋଗୀ ଛୁ’
ଢେଙ୍କାନାଳ: ହସ୍ପିଟାଲରେ ବିଷାକ୍ତ ସାପ ଛାଡି ରୋଗୀ ଛୁ । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ହସ୍ପିଟାଲ ଓପିଡି ଆଗରେ ଏକପ୍ଲାଷ୍ଟିକ ଡବା ଭିତରେ ସାପଟିକୁ ଛାଡି ଜଣେ ରୋଗୀ ପଳାଇଥିବା ଜଣାପଡିଛି । ଜଣେ ସାପ କାମୁଡା ମହିଳା ରୋଗୀ ଚିକିତ୍ସା ପାଇଁ ହସ୍ପିଟାଲକୁ…
ବଲାଙ୍ଗୀର: ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ବରଗାଡ଼ି, ଜଣେ ମୃତ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବାଘଝରନ ଗାଁରେ ଅଭାବନୀୟ ଘଟଣା I ବରଯାତ୍ରୀଙ୍କ ଉପରେ ଚଢିଗଲା ବରଗାଡ଼ି । କାର ଚଢିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ବଲାଙ୍ଗୀର ବିବିଏମସିଏଚ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି…
CWC ବୈଠକରେ ସାମ୍ପ୍ରତିକ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ପ୍ରସଙ୍ଗରେ ଉଦବୋଧନ ଦେବେ ମଲ୍ଲିକାର୍ଜୁନ ଖଡଗେ
ନୂଆଦିଲ୍ଲୀ: କଂଗ୍ରେସ ମହାଧିବେଶନର ଦ୍ବିତୀୟ ଦିନ । ସାମ୍ପ୍ରତିକ ରାଜନୈତିକ ଓ ଅର୍ଥନୈତିକ ସ୍ଥିତି, ଆସନ୍ତା ଲୋକସଭା ନିର୍ବାଚନ, ଦଳୀୟ ସଂଗଠନ ଆଦି ପ୍ରସଙ୍ଗରେ ଉଦବୋଧନ ଦେବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏହା ସହ ପୂର୍ବତନ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ବି ଉଦବୋଧନ ଦେବାର…
ଲୋକଙ୍କ ପାଖରେ ପହଞ୍ଚିବ ବଜେଟ, ବିଧାୟକ-ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ
ଭୁବନେଶ୍ୱର: ଲୋକଙ୍କ ପାଖରେ ପହଞ୍ଚିବ ବଜେଟ । ପ୍ରତି ବ୍ଲକକୁ ଯାଇ ବଜେଟ ସମ୍ପର୍କରେ ଲୋକଙ୍କୁ ବୁଝାଇବେ ବିଧାୟକ ଓ ମନ୍ତ୍ରୀ । ବିଧାନସଭାରେ ବଜେଟ ଉପସ୍ଥାପନ ପରେ ସବୁ ବିଧାୟକ, ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ…