Browsing Category

ନ୍ୟୁଜ୍ ବୁଲେଟିନ୍

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ ପାଇକମାଳ ପିଏଚ୍‌ସି ହେଲା ସିଏଚ୍‌ସ

କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି । ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ପୂରଣ ହୋଇଛି ।…

ଫେରିଲେ ମହାମହିମ : ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧ା୨(ଡିକେ ନ୍ୟୁଜ): ଦୁଇଦିନିଆ ଓଡିଶା ଗସ୍ତରେ ଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦିଲ୍ଲୀ ଫେରିବା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାକ୍ଷାତ କରିଥିଲେ । ଏହି ଦୁଇଦିନିଆ ଗସ୍ତରେ…

ଟକ୍‌ମକ୍‌ ଫୁଟିବ ଫେବ୍ରୁଆରୀ

ଚଳିତବର୍ଷ ତାତିବ ଫେବ୍ରୁଆରୀ । ଖରାରେ ସିଝିବେ ରାଜ୍ୟବାସୀ । ସ୍ୱାଭାବିକଠାରୁ ଅଧିକ ରହିବ ଫେବ୍ରୁଆରୀ ମାସର ତାପମାତ୍ରା । କିଛି ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷାର ଅଭାବ, ପାଣିପାଗରେ ପରିବର୍ତ୍ତନ ଓ ଜଙ୍ଗଲର ଅଭାବ ଯୋଗୁ ତାତି ବଢ଼ିବାର…

ହାଇକୋର୍ଟରେ ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟା ମାମଲା

ପୂର୍ବତନ ସ୍ୱ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ଘଟଣାର ୮ଦିନ ବିତିଗଲାଣି । ହେଲେ ଏବେ ବି ରହସ୍ୟ ଉପରୁ ହଟିପାରୁନି ପର୍ଦ୍ଦା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ ଆଉ ଏକ ୬ ଜଣିଆ ଟିମ୍‌ ଗଠନ କରିଛି  । ଡିଏସ୍‌ପି ଆରତିଙ୍କ ନେତୃତ୍ୱରେ ସେହି ଟିମ୍‌ ରବିବାର ଝାରସୁଗୁଡ଼ା ଅଭିମୁଖେ…

 ଅଇଘରା ପୁନେଇଁ

ପୁରୀ, ୫ ଫେବୃଆରୀ - ଅଗ୍ନ୍ୟୁତ୍ସବ, ଅଇଘରା ବା ଅଇଘରା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ । ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ । ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ । ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ…

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି

ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ମତଭେଦ ଚାଲିଥିବା ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଅନୁମୋଦନର କିଛି ଘଣ୍ଟା ପୂର୍ବରୁ ସରକାର ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଶୀଘ୍ର ନୂତନ…

ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡ଼ିଶା ମନ୍ତ୍ରକୁ ବୁଝିଲେଣି ବିରୋଧୀ, ଓଡ଼ିଶାର ବିକାଶ ପୁରୁଷ ନବୀନ

ଗଠନ ହେବ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା । ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ସବୁଠି ଗଡ଼ିବ ବିକାଶର ରଥ । ବିକାଶମୂଳକ କାମରେ ରହିବନି ରାଜନୈତିକ ବାଛବିଚାର । ୨୫ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତ୍ରକୁ ବିରୋଧୀ ବୁଝିଲେଣି ।…

କୋରାପୁଟ ପାଇଁ ଖୋଲିଲା ବିକାଶର ପେଡ଼ି, ୧୬୦୦ କୋଟିର ପ୍ୟାକେଜ୍ ଭେଟି

କୋରାପୁଟ ବିକାଶର ନୂଆ ଅଧ୍ୟାୟ । କୋରାପୁଟକୁ ୧୬୦୦ କୋଟିର ପ୍ରକଳ୍ପ ଭେଟି । ୧୧୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ କୋଟିର ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ । ଭିତ୍ତିଭୂମି ବିକାଶ ଜରିଆରେ…

ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଧମକ: ଆଲର୍ଟ ଜାର

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଛି । ଏନ୍‌ଆଇଏକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି । ଏନ୍‌ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି । ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି । ସୂଚନା ମୁତାବକ, ଏନ୍‌ଆଇଏର…

ରିଲିଜ୍ ହେଲା “ଦମନ୍‌’ର ହିନ୍ଦୀ ଭର୍ସନ

ଭୁବନେଶ୍ୱର,  : ଅପେକ୍ଷାର ହେଲା ଅନ୍ତ । ସବୁ ପ୍ରତୀକ୍ଷା ଏବଂ ଉତ୍କଣ୍ଠାରେ ପଡ଼ିଛି ପୂର୍ଣ୍ଣଛେଦ । ଓଡ଼ିଅ ।ର ବ୍ଲକ୍‌ବଷ୍ଟର ଚଳଚ୍ଚିତ୍ର \"ଦମନ\' ଏବେ ହିନ୍ଦୀରେ ଅ ।ସିଯାଇଛି । ସାରା ଦେଶରେ ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ଭର୍ସନ । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ୱାଇ…