Browsing Category

ନ୍ୟୁଜ୍ ବୁଲେଟିନ୍

ଭାରତୀୟ ମିଲେଟ ସଂସ୍ଥାନର ହେବ ଗଠନ – ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, 01 ଜାନୁଆରୀ  ଦେଶରେ ଶୀଘ୍ର ମିଲେଟ ସଂସ୍ଥାନର ଗଠନ କରାଯିବ । ଏହି ସଂସ୍ଥାନ ଚାଷୀ ମାନଙ୍କ ପାଇଁ ମିଲେଟ ଉତ୍ପାଦନ ବଢାଇବାର ସମ୍ଭାବନା ଉପରେ କାମ କରିବ । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ତାଙ୍କର ବଜେଟ ଅଭିଭାଷଣରେ ଏହି ସୂଚନା ଦେଇଛନ୍ତି ।…

ଦେଶର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ଉଜ୍ୱଳ – ସୀତାରମଣ

ନୂଆଦିଲ୍ଲୀ, 01 ଜାନୁଆରୀ  – କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ ତାଙ୍କର ବଜେଟ ଅଭିଭାଷଣରେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ସଠିକ ରାସ୍ତାରେ ଯାଉଛି । ଭାରତୀୟ ଅର୍ଥନୀତିର…

ଛୋଟ ମଣିଷ ଛୁଆକୁ ଝୁଣି ଝୁଣି ଖାଇଲା କୁକୁର

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସାଳୟ ବିଭାଗ ସମ୍ମୁଖରେ ଆଜି ସକାଳେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଚିକିତ୍ସାଳୟର ପଛପଟେ ଏକ ନବଜାତ ଶିଶୁ ପୁତ୍ରକୁ କୁକୁର ଝୁଣି ଖାଉଥିବା ଲୋକେ ଦେଖିଥିଲେ। ତତ୍‌କ୍ଷଣାତ୍ ସେମାନେ କୁକୁର ମୁହଁରୁ ଛୁଆଟିକୁ…

ବାଣପୁର ଛାତ୍ର ଆଶୁତୋଷ ହତ୍ୟା ଘଟଣା : ପ୍ରତିଶୋଧ ନେବାକୁ ଯାଇ ତାଙ୍କୁ ହତ୍ୟା କରାଯାଇଥିଲା- ଖୋର୍ଦ୍ଧା ଏସପି

ଖୋର୍ଦ୍ଧା, ୨୮ ଜାନୁଆରୀ - ୨ ଦ୍ଵିତୀୟ ବର୍ଷ ଛାତ୍ର ଆଶୁତୋଷ ମହାପାତ୍ର ହତ୍ୟା ଘଟଣାର ତଦନ୍ତ ଜାରୀ ରଖିଛି ବାଣପୁର ପୋଲିସ । ପୋଲିସ ଜବତ କରିଥିବା ଆଶୁତୋଷଙ୍କ ମୋବାଇଲ୍ ଫୋନ୍ କୁ ରାଜ୍ୟ ଫରେନସିକ୍ ଲାବ୍ କୁ ପଠାଯାଇଛି । କଲ୍ ଡିଟେଲସ୍, ଭିଡ଼ିଓ ଓ ଚାଟ୍ ରୁ ହତ୍ୟାକାଣ୍ଡ ସମ୍ପର୍କିତ କିଛି…

ଆମୋନିଆ ଗ୍ୟାସ୍ ଲିକ୍ ହେଲେ କେମିତି କରାଯିବ ଆୟତ୍ତ

ହେଇଗଲା ଆମୋନିଆ ଗ୍ୟାସ୍ ଲିକ୍  | ସଙ୍ଗେ ସଙ୍ଗେ ବାଜି ଉଠିଲା ସାଇରନ  | ମାତ୍ର୍ କେଇ ମିନିଟ ଭିତରେ ଛୁଟି ଆସିଲେ ସମସ୍ତେ  | ଚାଲିଲା କସରତ  | ଆଉ ଅକ୍ଲାନ୍ତ ପରିଶ୍ରମ ପରେ ଲିକ୍ କୁ ବନ୍ଦ କରାଗଲା  | ଏହା ଶତସତୀକା ନଥିଲା , ଏହା ଥିଲା ମକଡ୍ରିଲ୍ | ପାରାଦୀପ୍ ଇଫକୋ ସାର କାରଖାନା…

ପତ୍ନୀକୁ ହତ୍ୟା କଲା ସ୍ଵାମୀ

ଜୟପୁର, ୨୭ ଜାନୁଆରୀ - ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ…

ଅଣ୍ଡର ୧୯ ମହିଳା ବିଶ୍ୱକପ, ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲରେ ଭାରତ

ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ କମାଲ କରିଛନ୍ତି ଭାରତୀୟ ଦଳ। ପ୍ରଥମଥର ପାଇଁ ଅଣ୍ଡର ଟି-୨୦ ମହିଳା ବିଶ୍ୱକପ ଖେଳା ଯାଉଥିବା ବେଳେ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଆଜିର ସେମି ଫାଇନାଲ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ…

ବିଜେପିର ଆଦିବାସୀ ବିରୋଧୀ ମନୋଭାବକୁ ବିଜେଡ଼ିର ବିରୋଧ

ସବୁବେଳେ ଆଦିବାସୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପହଞ୍ଚାଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ତେବେ ବିଜେପିର ଆଦିବାସୀ ବିରୋଧୀ ମନୋଭାବ ଆଦିବାସୀଙ୍କୁ ଆଘାତ ଦେଇଛି ।…

ଟେନିସରୁ ବିଦାୟ ନେଲେ ସାନିଆ ମିର୍ଜା

ସନ୍ନ୍ୟାସ ନେଲେ ସାନିଆ । ଟେନିସରୁ ବିଦାୟ ନେଲେ ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜା । ଅଷ୍ଟ୍ରେଲିଆ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟର ମିକ୍ସଡ ଡବଲ୍ସ ଫାଇନାଲରେ ସାନିଆ ଓ ତାଙ୍କ ଯୋଡ଼ିଦାର ବୋପାନ୍ନାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେବେ ଅଷ୍ଟ୍ରେଲିଆ ଓପନରେ ରନର୍ସଅପ୍‌ ସହ…

ବିବାହ ବନ୍ଧନରେ ବାନ୍ଧିହେଲେ ଷ୍ଟାର କ୍ରିକେଟର ଅକ୍ଷର ପଟେଲ

ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ନିଜ ପ୍ରେମିକା ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗୁଜରାଟର ବଦୋଦରାରେ ଆୟୋଜିତ ବିବାହ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି । ରବୀନ୍ଦ୍ର ଜାଡେଜା ଆହତ ହେବା ପରେ ନିୟମିତ ଭାରତୀୟ ଦଳ ପାଇଁ ଖେଳି ଆସୁଥିବା ଅକ୍ଷର ନିଜର…