Browsing Category

ନ୍ୟୁଜ୍ ବୁଲେଟିନ୍

ଧର୍ମଗଡ ବିଧାୟକ ଙ୍କ ଜନ ସମ୍ପର୍କ ଯାତ୍ରା ଗାଁ ର ସମସ୍ୟା ଶୁଣିଲେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

ଧର୍ମଗଡ : ଓଡିଶା ରାଜ୍ୟ ସରକାର ରେ ଜଣେ କର୍ତବ୍ୟନିଷ୍ଠ ଓ ଜନସେବା ପାଇଁ ସମର୍ପିତ ମନୋଭାବ ନେଇ ନିରନ୍ତର ନିଜର କାର୍ଯ୍ୟ ଦକ୍ଷତା ଜାରି ରଖିଥିବା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଶୁକ୍ରବାର ନିର୍ବାଚନ ମଣ୍ଡଳୀ ର କୋକସରା ବ୍ଲକ ଆମପାଣି ଯୋନ ର ଡୁଡୁକାଠେଙ୍ଗା ଓ ମହିମା  ପଞ୍ଚାୟତ ର…

ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ, ପ୍ରବନ୍ଧ,

ଛତ୍ରପୁର ତା.୦୮.୦୮.୨୦୨୫ ଗଞ୍ଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ  ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଚିତ୍ରାଙ୍କନ, ଓଡିଆ ବକ୍ତୃତା,ଇଂରାଜୀ ବକ୍ତୃତା,  ଦେଶାତ୍ମବୋଧ ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା  ଅନୁଷ୍ଠିତ ହୋଇଯାଇଛି  । ମଙ୍ଗଳବାର ଦିନ…

ସିଏସକେ ସହ ନିଜର ଭବିଷ୍ୟତକୁ ନେଇ ସୂଚନା ଦେଲେ ଧୋନି

ନୂଆଦିଲ୍ଲୀ, : ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ଅନେକ ଆଲୋଚନା ଓ ଚର୍ଚ୍ଚା ଚାଲିଛି । ଆଗାମୀ ଆଇପିଏଲରେ ଧୋନି ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ କି ନାହିଁ, ତା\'କୁ ନେଇ ସସପେନ୍ସ ଲାଗି ରହିଛି । ୨୦୨୫ ଆଇପିଏଲରେ ସିଏସକେର ଅଧିନାୟକ ଋତୁରାଜ ଗାଏକ୍ୱାଡ ଆହତ ହେବାରୁ…

ମୁଁ ହିନ୍ଦୀରେ କହିବିନି, ବୁଝିଲେ ବୁଝ ନହେଲେ ନାହିଁ: କାଜୋଲ

ମୁମ୍ବାଇ, : ମହାରାଷ୍ଟ୍ରରେ, ବିଶେଷକରି ମୁମ୍ବାଇରେ ମରାଠୀ ବନାମ ହିନ୍ଦୀ ଭାଷାକୁ ନେଇ ବିବାଦ ଚାଲିଛି । ମୁମ୍ବାଇରେ ଅନେକ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମରାଠୀ କହିବାକୁ ବଳପୂର୍ବକ କୁହାଯାଉଛି । ଅତୀତରେ ଏନେଇ ଅନେକ ବିବାଦ ହେବା ସହ ହିଂସା ମଧ୍ୟ ହୋଇସାରିଛି । ଅନେକ କଳାକାର ହିନ୍ଦୀ ଏବଂ…

‘ୱାର ୨\’ର ଗୀତ ‘ଜନାବେ ଆଲି\’ ଟିଜର ଆଉଟ୍‌

ମୁମ୍ବାଇ,: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର ୨\' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ବର୍ତ୍ତମାନ ଗୁରୁବାର ନିର୍ମାତା ଫିଲ୍ମର ଗୀତ ‘ଜନାବେ ଆଲି\' ଟିଜର ରିଲିଜ କରିଛନ୍ତି । ଯେଉଁଥିରେ ହ୍ରିତିକ ରୋଶନ ଓ ଜୁନିଅର…

ସ୍ତନ୍ୟପାନ ସମର୍ଥନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର, : ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଗୁରୁବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୫ ର ଶେଷ ଦିନରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ପାଳନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ…

ରାଜ୍ୟରେ ଜୈବ-ଅର୍ଥନୀତିର ବିକାଶ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, : ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବସମ୍ବଳକୁ ଆଧାର କରି ଜୈବ- ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁକ ଯୋଗଦାନ କରିବାର…

ମହିଳା ପରିଚାଳିତ ଏମ୍‌ଏସ୍‌ଏମ୍‌ଇ: ତ୍ରୟୋଦଶ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, : ତ୍ତଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ସଂସ୍ଥାଗୁଡ଼ିକର ସଂଖ୍ୟା ଏତେଟା ଉତ୍ସାହଜନକ ନାହିଁ । ଏହି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ତ୍ରୟୋଦଶ ସ୍ଥାନରେ ରହିଛିୟ । ତେଣୁ ରାଜ୍ୟରେ ଅଧିକ ମହିଳା ଉଦ୍ୟୋଗୀ…

ଖାଇକୁ ଖସିଲା ସୁରକ୍ଷାକର୍ମୀଙ୍କ ଗାଡି, ୩ ଯବାନ ଶହୀଦ

ଜମ୍ମୁକାଶ୍ମୀର, : ଅପରେସନ ସାରି ଫେରିବା ବେଳେ ଅଘଟଣ । ୨୦୦ ଫୁଟ ଖାଇକୁ ଖସିଲା ସିଆରପିଏଫର ବଙ୍କର ଗାଡି । ୩ ସିଆରିଏଫ୍ ଯବାନ ଶହୀଦ, ୧୫ ଆହତ । ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲା କଣ୍ଡୱା-ବସନ୍ତଗଡ଼ ମାର୍ଗରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି…

ହସ୍ତତନ୍ତ ମେଳା ଏକତା ଉଦଘାଟିତ

ଭୁବନେଶ୍ୱର, : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ଜନତା ମୈଦାନଠାରେ ଆୟୋଜିତ ହସ୍ତତନ୍ତ ମେଳା ଏକତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ । ଆମର ‘ହସ୍ତତନ୍ତ…