Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଗିନିଜ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା(ପିପିସି) -୨୦୨୫ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ପାଇଁ ଗିନିଜ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ…
ସୁନା ମୂଲ୍ୟରେ ବଡ଼ ହ୍ରାସ, ରୂପା ମୂଲ୍ୟରେ ମଧ୍ୟ ସାମାନ୍ୟ ହ୍ରାସ
ନୂଆଦିଲ୍ଲୀ,: ଘରୋଇ ସୁନା ବଜାରରେ ଆଜି ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ଘଟିଛି । ସୁନା ଆଜି ୧,୪୫୦ ଟଙ୍କାରୁ ୧,୫୯୦ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ପୁଣି ଥରେ ଏକ ଲକ୍ଷ ଟଙ୍କାସ୍ତରରେ ହ୍ରାସ ପାଇଛି ।ତଥାପିଆଜି ରୂପା ମୂଲ୍ୟରେ ଆଜି ୧୦୦ ଟଙ୍କା ପ୍ରତି ଲୋଗ୍ରାମର ସାମାନ୍ୟ ହ୍ରାସ ରେକର୍ଡ…
ଭାରତରେ ଶୀଘ୍ର ଆରମ୍ଭ ହେବ ଷ୍ଟାରଲିଙ୍କ ସେବା
ନୂଆଦିଲ୍ଲୀ, : ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କକୁ ଭାରତରେ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନ ପାଇଁ ଲାଇସେନ୍ସ ମିଳିଛି । ଯାହା ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସଂଯୋଗୀକରଣରେ ନୂଆ ଅଧ୍ୟାୟ ଆରମ୍ଭ କରିବ । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଘୋଷଣା…
ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?
ନୂଆଦିଲ୍ଲୀ, : ଭାରତ-ଚୀନ୍ ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ । ଏହି ସମ୍ବନ୍ଧୀୟ ମାମଲାକୁ ରଦ୍ଦ କରିବାକୁ ଆସିଥିବା ରାହୁଲଙ୍କୁ…
ଡ଼ୁମାଣୀ ଖବର’ର କେନ୍ଦୁଝର ସଂସ୍କରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉନ୍ମୋଚିତ
କେନ୍ଦୁଝର, : ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ତଥା ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଆମ୍ଭର ଦୈନିକ ଓଡ଼ିଆ ଖବର କାଗଜ ‘ଡ଼ୁମାଣୀ ଖବର\'ର କେନ୍ଦୁଝର ସଂସ୍କରଣ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଅଛି । କେନ୍ଦୁଝର ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ…
ଭଦ୍ରକ ପୋଲିସର କଡା ପଦକ୍ଷେପ, ଶବ୍ଦ ପ୍ରଦୂଷଣ କରୁଥିବା ବାଇକର ପ୍ରାୟ ୨୫୦ ରୁ ଉର୍ଦ୍ଧ ସାଇଲେନ୍ସରକୁ କଲା ନଷ୍ଟ
ଭଦ୍ରକ : ଭଦ୍ରକ ପୋଲିସ ପକ୍ଷରୁ ଅମାନିଆ ବାଇକ ଚାଳକ ମାନଙ୍କ ପାଇଁ ନେଲେ କଡା ପଦକ୍ଷେପ, ଏବେ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ଲଗାଇଲେ ଏମିତି ହବ ନଷ୍ଟ, ଭଦ୍ରକ ଏସପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ଏକ ମାସ ଧରି ଚାଲିଥିବା ବାଇକ ଚେକିଂ ରେ ପ୍ରାୟ ୨୫୦ ରୁ ଉର୍ଦ୍ଧ ବାଇକ ସାଇଲେନ୍ସକୁ…
ଭଦ୍ରକ ବ୍ଲକ ରେ ମିଳିତ ଜନଶୁଣାଣୀ ଅଂନୁଷ୍ଠିତ
ଭଦ୍ରକ : ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ସଭା ଗୃହ ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ (ରାଜସ୍ବ) ସହିତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ ,ମୂଖ୍ୟ ଚିକିତ୍ସା ଅଧିକାରୀ, ମୁଖ୍ୟ ଉନ୍ନୟନ…
ବ୍ରହ୍ମପୁର ଏମକେସିଜିରେ ପୁଣି ଅଭାବନୀୟ ଦୃଶ୍ୟ
ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଭାବନୀୟ ଦୃଶ୍ୟ । ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ଦୁଇ ରୋଗୀଙ୍କୁ ଦିଆଯାଉଛି ଅକ୍ସିଜେନ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏମକେସିଜି ମେଡିକାଲର ଶିଶୁରୋଗ ବିଭାଗରେ । ପାତ୍ରପୁର ବ୍ଲକ ଅଞ୍ଚଳର କୌଶଲ୍ୟା ସାହୁଙ୍କ ୮ ଦିନର ଶିଶୁ ଓ ଗଜପତି ଜିଲ୍ଲା ନୂଆଗଡ ବ୍ଲକ…
ଯାତ୍ରା କମିଟି ମହାସଂଘର ଗଞ୍ଜାମ ଜିଲ୍ଲା ସ୍ତରିୟ ବୈଠକ ଅନୁଷ୍ଠିତ
ମା ତାରାତାରିଣୀଙ୍କ ପିଠ ନିକଟରେ ଥିବା ଲକ୍ଷ୍ମୀ ପ୍ରିୟା ହୋଟେଲ ବୈଠକ ହଲ ରେ ଓଡିଶା ଯାତ୍ରାକମିଟି ମହାସଂଘର ଗଞ୍ଜାମଜଲ୍ଲାଶାଖା ପକ୍ଷରୁ ଏକ ବୈଠକ ରବିବାର ଅନୁଷ୍ଟିତ ହୋଇଯାଇଛି | ଏଥିରେ ରାଜ୍ଯ ମହାସଂଘର ସଂଯୋଜକ ମାନସରଞ୍ଜନ ରାୟସାମନ୍ତ ଓ ଉପସଭାପତି ମହେନ୍ଦ୍ରକୁମାର ପଟ୍ଟନାୟକ ଯୋଗଦେଇଥିଲେ…
ଦଣ୍ଡନାଚରେ ସାମାଜିକ ନାଟକ ବନ୍ଦ କରିବା ମହାସଂଘ ନିଷ୍ପତିକୁ ବିରୋଧ କଲେ ବହୁ ଦଣ୍ଡ ନାଚ ପାର୍ଟି
ଗଞ୍ଜାମ/ବୁଗୁଡ଼ା (ସ୍ବ.ପ୍ର) ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଲୋକ ନୃତ୍ୟ ଦଣ୍ଡନାଚ କୁ ନେଇ ପୁଣି ତେଜିଛି ବିବାଦ l ୨୦୨୬ ଠାରୁ ଦଣ୍ଡ ନାଚରେ ସାମାଜିକ ନାଟକ ପରିବେଷଣ ଉପରେ ଦଣ୍ଡନାଚ ମହାସଂଘ ରୋକ ଲଗାଇଥିବା ବେଳେ ଏହାକୁ ବିରୋଧ କରି ଅଗଷ୍ଟ ୩ ତାରିଖ ଦିନ ଗଞ୍ଜାମ ଜିଲ୍ଲା ର ବହୁ ଦଣ୍ଡ ନାଚ…