Browsing Category

ନ୍ୟୁଜ୍ ବୁଲେଟିନ୍

ବନାଞ୍ଚଳରେ ପାରା କର୍ମଚାରୀଙ୍କ ଉପରେ ଶୋଷଣ ଅଭିଯୋଗ

ରାୟଗଡ଼ା, 28/7: ରାୟଗଡ଼ା ବନଖଣ୍ଡ ଅଧୀନ କାଶୀପୁର ବନାଞ୍ଚଳରୁ ଗୁରୁତର ଅଭିଯୋଗ ଆସିଛି । ଦୀର୍ଘ ୧୫ ବର୍ଷ ଧରି ଏହି ବନାଞ୍ଚଳରେ କାର୍ଯ୍ୟରତ ପାରା କର୍ମଚାରୀମାନେ ବନାଞ୍ଚଳ ଅଧିକାରୀ ଓ ବନପାଳଙ୍କ ଦ୍ୱାରା ଦୃବ୍ୟବହାର, ଶୋଷଣ ଓ ଜାତିଗତ ବେଦଭାବ ହେଉଥିବା ଅଭିଯୋଗ କରିଛନ୍ତି । ଏହି ସମ୍ବନ୍ଧରେ…

କାମରେ ଆସୁନି ହରଭଙ୍ଗି ଜଳ ସେଚନ ପ୍ରକଳ୍ପ , ଅଫିସ ଆଗରେ ଚାଷୀ ଧାରଣା

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡଗଡ ଗ୍ରାମପଞ୍ଚାୟତ ରେ ଥିବା ହରଭଙ୍ଗି ଜଳସେଚନ ପ୍ରକଳ୍ପ ର ମନମୁଖୀ କାର୍ଯ୍ୟକଳାପ ଯୋଗୁ ଚାଷୀ ହନ୍ତସନ୍ତ l କୃଷକ ହସିଲେ ଦୁନିଆ ହସିବ ଏଭଳି କୃଷକ ମାନଙ୍କ ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନେଇଛନ୍ତି ସରକାର କୃଷକ ମାନଙ୍କ ଲାଗି ସରକାର…

ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର ଦେଲେ ପ୍ରାଥମିକ ଶିକ୍ଷକ ସଙ୍ଘ

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବିପତ୍ର ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି l ଶିକ୍ଷକ ଙ୍କ କହିବା ଅନୁଯାୟୀ ପ୍ରାଥମିକ ଶିକ୍ଷକ ମାନଙ୍କ ପାଖରେ ବର୍ତମାନ ସୁଦ୍ଧା ସମସ୍ତ ଶିକ୍ଷକଙ୍କ…

ଚାନ୍ଦବାଲି ବ୍ଲକ ରେ ମିଳିତ ଜନଶୁଣାଣୀ ଅଭିଯୋଗ ଶୁଣାଣି

ଭଦ୍ରକ : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ସଭା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତରାଏ ଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମନୋଜ ରାଉତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର…

ଦାୟିତ୍ୱ ନେଲେ ଗଞ୍ଜାମର ନୂଆ ଜିଲାପାଳ, କହିଲେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ

ବ୍ରହ୍ମପୁର : ଗଞ୍ଜାମର ନୂତନ ଜିଲାପାଳ ଭାବେ ଭି.କୀର୍ତ୍ତି ଭାସନ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୮ ବ୍ୟାଚ୍‌ର ଆଇଏଏସ୍‌ ଏହା ପୂର୍ବରୁ କୋରାପୁଟ ଜିଲାପାଳ ଦାୟିତ୍ୱ ନିର୍ବାହ କରିଥିଲେ। ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲାରେ ଆଇଏଏସ୍‌ ପ୍ରୋବିସନାଲ ରହିବା ସହ ବ୍ରହ୍ମପୁର ଉପଜିଲାପାଳ ଓ ଜିଲାପରିଷଦ…

ବ୍ରହ୍ମପୁର ରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ବ୍ରହ୍ମପୁର,୨୮/୭- ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ନୂତନ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଆଜି କାର୍ଯ୍ୟରେ ଯୋଗଦାନ କରି ୧୧୨ଟି ଅଭିଯୋଗ ଶୁଣିଥିଲେ l ଏହି ଅଭିଯୋଗ ଶୁଣାଣି ରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର…

ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାର ଚାର୍ଜସିଟ୍ ଦାଖଲ: ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ୫୭୪ ପୃଷ୍ଠାର ଚାର୍ଜସିଟ…

ବ୍ରହ୍ମପୁର ଗୋପାଳପୁର ଗଣଦୁଷ୍କର୍ମ ମାମଲାର ଚାର୍ଜସିଟ୍‌ ଦାଖଲ କରିବା ପାଇଁ କୋର୍ଟରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛି । କୋର୍ଟରେ ୫୭୪ ପୃଷ୍ଠା ସମ୍ୱଳିତ ଚାର୍ଜସିଟ ଦାଖଲ କରାଯାଇଛି । ବ୍ରହ୍ମପୁର…

ବର୍ଷା ଅଭାବ ପରେ ଚାଷୀଙ୍କୁ ଶ୍ରମିକ ଅଭାବ ଚିନ୍ତା

ଜଗନ୍ନାଥ ପ୍ରସାଦ ବ୍ଲକରେ ଗତ କିଛି ଦିନ ହେବ ବର୍ଷା ଉଭାନ ହୋଇ ଯାଇଥିବା ଯୋଗୁଁ ଚାଷ କାମ ଆଗେଇ ପାରୁନଥିଲା। ଫଳରେ ସ୍ଥାନୀୟ ଚାଷୀ ଚିନ୍ତାରେ ପଡ଼ିଥିଲେ। ଏବେ ବର୍ଷା ଯୋଗୁଁ ଚାଷକାମ ଆଗେଇଥିବା ବେଳେ ଶ୍ରମିକ ଅଭାବ ଦେଖାଯାଇଛି। ଜଗନ୍ନାଥ ପ୍ରସାଦ ବ୍ଲକରେ ଗତ କିଛି ଦିନ ହେବ ବର୍ଷା ଉଭାନ…

ଟ୍ରକ୍ କୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ସମସ୍ତ ଯାତ୍ରୀ ସୁରକ୍ଷିତ

ବ୍ରହ୍ମପୁର : ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ମାରୁତି ସୁଜକି ସୋରୁମ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍ । ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ ସମସ୍ତ ୪୧ ତୀର୍ଥ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସୂଚନା ପ୍ରକାରେ…

ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପୁରୁଷୋତ୍ତମପୁର : ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଙ୍କ ପ୍ରେରଣା ରେ ତ୍ରିପୁରା ଗୁରୁମା, ପରିଚାଳନା କରିଥିଲେଏବଂ । ପ୍ରମୋଦିନୀ ଗୁରୁମା, ଅତିଥ୍‌ଙ୍କ…