Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଭଦ୍ରକ ଟାଉନ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର
ଭଦ୍ରକ ନୂଆବଜ଼ାର ସ୍ଥିତ ଜିଲ୍ଲାମୁଖ୍ୟ ଚିକତ୍ସାଳୟକୁ ସିଟି ହସ୍ପିଟାଲ କରାଯାଉ ଦାବିରେ ଆଜି ଭଦ୍ରକ ଟାଉନ କଂଗ୍ରେସ କମିଟି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାୟଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ll ବର୍ତମାନ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଟି ଗେଲପୁର ସ୍ଥିତ ନୂତନ…
ଭୂବନେଶ୍ୱର ବୋଲବମ ସଂଘର ନିଆର ସଚେତନତା ବାର୍ତ୍ତା
ହିଞ୍ଜିଳିକାଟୁ :୨୮/୦୭ ଚଳିତ ମାସର ତୃତୀୟ ସୋମବାରରେ ଗୁପ୍ତେଶ୍ବର ପୀଠରେ ଲକ୍ଷାଧିକ ଭକ୍ତଙ୍କ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ସାଧାରଣତଃ କାଉଡିଆ ଭକ୍ତମାନେ ନିଜ ନିଜର ମାନସିକ ପୂରଣ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ଶୈବପୀଠରେ ଜଳାଭିଷେକ କରିଛନ୍ତି ।ସେହିଭଳି ଗଞ୍ଜାମ…
ଯୁବକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ
ଭଞ୍ଜନଗର,୨୯/୭ : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ୍ ଭୂବନେଶ୍ବର ଭରତପୁର ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ସୋମବାର ଗିରଫ କରିଛି। ତାରସିଂ ଗ୍ରାମର ଯୁବରାଜ ନାୟକଙ୍କୁ ଅପହରଣ କରିଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ନାଇକ ଗତ ୨୭…
ଅଗଷ୍ଟ ୧ ତାରିଖରୁ କରିଛି ନୂଆ ନିୟମ ବିଇଏମସିର ଲାଇବ୍ରେରୀ
ବ୍ରହ୍ମପୁର ସହରର ପାଣିଟାଙ୍କି ଛକରେ ରହିଛି ବିଇଏମସିର ଲାଇବ୍ରେରୀ । ଏହି ଲାଇବ୍ରେରୀରେ ଛାତ୍ରଛାତ୍ରୀ ମାନେ ପାଠପଢ଼ିବା ନିମନ୍ତେ ସମସ୍ତ ପ୍ରକାରର ଆନୁସଙ୍ଗିକ ସୁବିଧା କରିଛି ବିଇଏମସି । ପାଠପଢ଼ିବା ନିମନ୍ତେ ପ୍ରାୟ ୧୫୦୦ ବହି ରହିଥିବା ବେଳେ ଲାଇବ୍ରେରୀରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା…
“ଅପରେସନ୍ ମହାଦେବ’ରେ ୩ ପହଲଗାମ୍ ଆତଙ୍କୀ ନିହତ
ଶ୍ରୀନଗର,୨୮ା୭: ପହଲଗାମ୍ ହମଲାର ପ୍ରତିଶୋଧ ନେଲା ଭାରତୀୟ ସେନା । ଅପରେସନ୍ ‘ମହାଦେବ'ରେ ଯବାନଙ୍କ ଗୁଳିରେ ୩ ଟିଆରଏଫ୍ ଆତଙ୍କୀ ସହ ଲସ୍କର କମାଣ୍ଡର ହାସିମ ମୁସା ନିହତ । ଡ୍ରୋନରେ ଆତଙ୍କୀଙ୍କ ମୃତଦେହକୁ ମଧ୍ୟ ଚିହ୍ନଟ କରାଯାଇଛି । ଲିଡବାସ୍ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲରେ ଜମ୍ମୁ କଶ୍ମୀର…
“ଅପରେସନ୍ ସିନ୍ଦୂର’ରେ ନିହତ ହୋଇଛନ୍ତି ୧୦୦ ଆତଙ୍କୀ
ନୂଆଦିଲ୍ଲୀ, ୨୮ା୭ : ଲୋକସଭାରେ ପହଲଗାମ୍ ଆତଙ୍କୀ ହମଲା ଓ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରି ସେନାର ସାହସିକତାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସେନା ୬-୭ ମଇ ରାତିରେ ଏକ ଐତିହାସିକ ଅପରେସନ କରିଥିଲା ।…
ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ରେଳ କର୍ମଚାରୀ ସମ୍ମାନିତ
ଭୁବନେଶ୍ୱର, 28/7: ଉତ୍ସର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଟ୍ରେନ ପରିଚାଳନାର ନିରାପତ୍ତା ଏବଂ ଦକ୍ଷତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ସତର୍କତା ପାଇଁ ଚାରି ଜଣ ରେଳ…
ପିଜିଟି ଶିକ୍ଷକଙ୍କ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, 28/7: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ ବିଷୟର ସ୍ନାତକୋତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିରିପୁରସ୍ଥିତ ଇମେଜ୍ ଠାରେ…
କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର, 28/7: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସୋମବାର ଦିଲ୍ଲୀ ଗସ୍ତ କରିଛନ୍ତି । ତାଙ୍କ ଗସ୍ତ ସମୟରେ ସେ ଓଡ଼ିଶାର ସାଂସଦମାନଙ୍କ ସହିତ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି । ଖରିଫ ୨୦୨୪-୨୫ ପାଇଁ ଚାଉଳ ସଂଗ୍ରହ…
ନୂତନ ଜିଲ୍ଲାପାଳଙ୍କ ବନ୍ୟା ପରସ୍ଥିତି ସମୀକ୍ଷା
ଯାଜପୁର, 28/7: ଯାଜପୁରରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଅମ୍ବର କୁମାର କର ଜିଲ୍ଲା କାର୍ଯ୍ୟାଳୟର ଓସ୍ୱାନ ଭିସି କକ୍ଷରେ ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ମନିଷ…