Browsing Category

ନ୍ୟୁଜ୍ ବୁଲେଟିନ୍

ବିଶ୍ୱକପର ଫାଇନାଲରେ ପହଞ୍ଚିଲେ ଦିବ୍ୟା ଦେଶମୁଖ

ନୂଆଦିଲ୍ଲୀ,: ଦିବ୍ୟା ଦେଶମୁଖ ପୂର୍ବତନ ବିଶ୍ୱ ଚାମ୍ପିଅନ୍‌ ଝୋଙ୍ଗୟୀ ଟାନଙ୍କୁ ପରାସ୍ତ କରି ମହିଳା ବିଶ୍ୱକପ୍ (ଏଫ୍‌ଆଇଡିଇ ମହିଳା ବିଶ୍ୱକପ୍‌)ର ଫାଇନାଲରେ ପହଞ୍ଚିଛନ୍ତି । ସେ ଏହି ସଫଳତା ପାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । ସେ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ୨୦୨୬ ପାଇଁ…

ଜିମ୍ ନଯାଇ ଓଜନ ହ୍ରାସ କଲେ ବୋନି କପୁର

ମୁମ୍ବାଇ, : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ହଁ, ସମ୍ପ୍ରତି ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ପୂର୍ବ ଅପେକ୍ଷା ବହୁତ ପତଳା ଏବଂ ଫିଟ ଦେଖାଯାଉଛନ୍ତି । ଏହି ଫଟୋ ଇଣ୍ଟରନେଟରେ…

22 ଦିନ ହେଲା ମହିଳା ନିଖୋଜ

ସାଲେପୁର : ସାଲେପୁର : ନେମାଳ ଥାନା ଅନ୍ତର୍ଗତ ଜନlର୍ଦ୍ଧନପୁର ଗାଁ ର ସୁକାନ୍ତ ପlତ୍ର ଙ୍କ ପତ୍ନୀ ମମତା ପାତ୍ର ଙ୍କ ନିଖୋଜ ଘଟଣା କୁ କୋଡିଏ ଦିନ ପୁରିଲାଣି ସ୍ଵାମୀ ଓ ପରିବାର ଲୋକେ ମମତା ଙ୍କ ଫେରିବା ବାଟକୁ ଅନାଇ ଅନାଇ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି |  ସୁକାନ୍ତ ଅଟୋ ଚଳାଇ ଥାନ୍ତି…

ଦ୍ବି୍ପାଞ୍ଚଳ କେନାଲ ସଫେଇରେ ବ୍ୟାପକ ଠକେଇ

ସାଲେପୁର, : ମହାନଦୀ ଚିତ୍ରୋତ୍ପଳା ଦ୍ବି୍ପାଞ୍ଚଳର ଚାଷ ଜମିକୁ ଜଳସେଚିତ କରିବାପାଇଁ ଦ୍ବି୍ପାଞ୍ଚଳ ଜଳସେଚନ ଯୋଜନା ରେ ଚିତ୍ରୋତ୍ପଳା ସାଇଫନ ନିର୍ମାଣ କରାଯାଇଛି| ଏହି ସାଇଫନ ଜରିଆରେ ନିର୍ମିତ କେନାଲ ଜରିଆରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି | ଚଳିତ ବର୍ଷ ଚିତ୍ରୋତ୍ପଳା ଦକ୍ଷିଣ କେନାଲ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମହାସଂଘ: ସାମୂହିକ କଲ୍ୟାଣ ପାଇଁ ରଖିଲେ ପ୍ରସ୍ତାବ

ଭୁବନେଶ୍ୱର, ୨୪ା୭ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମହାସଂଘ । ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ ସମେତ ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟମାନେ ଭେଟିଛନ୍ତି । ଏଥିସହ ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ…

କିସ୍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ ରାଜ୍ୟପାଳ

ଭୁବନେଶ୍ୱର, 24/7: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍, କିସ୍ ଓ କିମ୍ସ ପରିଦର୍ଶନରେ ଆସି କିସ୍ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲେ । କିସ୍ ପିଲାଙ୍କ ସହ ବସି ମଧ୍ୟାହ୍ନଭୋଜନ କରିବାରେ କମ୍ଭମପତି ହେଉଛନ୍ତି…

ଲୋକ ସମ୍ପର୍କ ପରସ୍ପର ପରିପୂରକ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର, 24/7: ସୂଚନା ଓ ଲୋକ ସମ୍ପର୍କ ପରସ୍ପର ପରିପୂରକ । ଜନ ସାଧାରଣଙ୍କୁ ସେବା ପ୍ରଦାନରେ ସୂଚନା ଅଧିକାରୀ ବା ଲୋକ ସଂପର୍କ ଅଧିକାରୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ଲୋକ ସଂପର୍କ ବୃଦ୍ଧି କରି ବିଭିନ୍ନ ବିଭାଗରୁ ସୂଚନା ପାଇବା ସହିତ ସୂଚନାକୁ ଜନ ସାଧାରଣଙ୍କ ନିକଟରେ…

ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ରାଜିନାମାରେ ସ୍ୱାକ୍ଷର କଲେ ଭାରତ ଏବଂ ବ୍ରିଟେନ୍

ନୂଆଦିଲ୍ଲୀ, ୨୪ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଭାରତ ଗୁରୁବାର ବ୍ରିଟେନ୍ ସହିତ ଏକ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ରାଜିନାମା (ସିଇଟିଏ) ସ୍ୱାକ୍ଷର କରିଛି । ଏହାସହିତ ଦୁଇ ଦେଶ ଏକ ଦୃଢ଼ ଆର୍ଥିକ ଭାଗିଦାରୀ ଗଠନ ଦିଗରେ ଏକ ପ୍ରମୁଖ ପଦକ୍ଷେପ…

ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ ଏବଂ ସମୀକ୍ଷା କମିଟି ବୈଠକ: ସବୁ ବିଭାଗର ସମ୍ମିଳିତ ଉଦ୍ୟମରେ ଶିଶୁ…

ଭୁବନେଶ୍ୱର, 24/7: ଗୁରୁବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ ତଥା ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ରହିଥିବା ବିଭିନ୍ନ ସରକାରୀ…

ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆଭ୍ୟନ୍ତରିଣ୍ ଅଭିଯୋଗ କମିଟି

ଭଦ୍ରକ ଜିଲ୍ଲାର ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆଭ୍ୟନ୍ତରିଣ୍ ଅଭିଯୋଗ କମିଟି(ICC), ସ୍ଥାନୀୟ ଅଭିଯୋଗ କମିଟି (LCC), କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ଆଇନ -୨୦୧୩ ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ଜିଲ୍ଲପାଳ ଶ୍ରୀ ଦିଲ୍ଲୀପ ରାଉତରାୟ…