Browsing Category

ନ୍ୟୁଜ୍ ବୁଲେଟିନ୍

ବଢ଼ିଚାଲିଛି ବେଆଇନ ମୋରୋମ ଚାଲାଣ,ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଛନ୍ତି ମାଫିଆ

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଅଗ୍ନିଶମ କେନ୍ଦ୍ର ପଛପଟେ ବେଆଇନ୍ ଭାବେ ମୋରମ ଚାଲାଣ ହେଉଥିବାର ଖବର ପାଇ ବ୍ରହ୍ମପୁର ସଦର ପୋଲିସ ଚଢ଼ାଉ କରି ୪ଟି ମୋରମ ବୋଝେଇ ଟ୍ରାକଟର ସମେତ ୧ଟି ଜେସିବି ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଗାଡ଼ି ଚାଳକ ସମେତ ମୋଟ ୬ ଜଣକୁ ଗିରଫ…

ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀଙ୍କୁ ସମସ୍ୟା ଜଣାଇଲେ ଦାରିଙ୍ଗବାଡ଼ି ବ୍ଲକ୍‌‍ର କିଶୋରୀ କିଶୋର ସଂଘର ଛାତ୍ରଛାତ୍ରୀ

ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌‍ର କିଶୋର କିଶୋରୀ ସଂଘର ଆଦିବାସୀ ଛାତ୍ର ଛାତ୍ରୀ ମାନେ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ତାଙ୍କ ସମସ୍ୟା ଜଣାଇଛନ୍ତି । ପ୍ରେମ୍‌‍ ଓ ଏଡୁକୋ ସଂସ୍ଥା ମିଳିତ ଭାବେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ୍‌‍ରେ ବାଲ୍ୟ ବିବାହ…

୬ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍‌

ଭୁବନେଶ୍ୱର, : ଆସନ୍ତା ୬ ତାରିଖ (ରବିବାର)ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ତା\' ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ରବିବାର ପୂଜାର୍ଚ୍ଚନା ପରେ…

ଭାରତ ଗୌରବ ଟ୍ରେନ ପଠାନକୋଟ କ୍ୟାଣ୍ଟରୁ ଦକ୍ଷିଣ ଭାରତକୁ ଯାତ୍ରା କରିବ

ନୂଆଦିଲ୍ଲୀ, : ଦକ୍ଷିଣ ଭାରତର ପ୍ରସିଦ୍ଧ ଧାର୍ମିକ ସ୍ଥଳଗୁଡ଼ିକୁ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତମାନଙ୍କ ପାଇଁ ଭାରତ ଗୌରବ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛ । ଏହି ସ୍ୱତନ୍ତ୍ର ଟ୍ରେନ ୨୮ ଜୁଲାଇରେ ଦକ୍ଷିଣ ଭାରତର ଦିବ୍ୟ ଯାତ୍ରାରେ ବାହାରୁଛି । ଏହି ୧୩ ଦିନିଆ ମହାନ ଯାତ୍ରା…

ଘରୋଇ ନିବେଶ କ୍ଷେତ୍ରରେ ଟପ୍‌ରେ ଓଡ଼ିଶା

ନୂଆଦିଲ୍ଲୀ, : ଘରୋଇ ପୁଞ୍ଜି ବିନିଯୋଗରେ ସବୁଠାରୁ ଆଗରେ ରହିଛି ଓଡ଼ିଶା । ନୂଆ ନିବେଶ ଆଣିବାରେ ବିକଶିତ ରାଜ୍ୟଗୁଡ଼ିକୁ ଏହା ପଛରେ ପକାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟିର ନିବେଶ ହୋଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ଡାଟାରୁ…

ରାଜ୍ୟସ୍ତରୀୟ ଦାସକାଠିଆ କଳାକାର ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ଦୁଇ ଦିନିଆ ବାର୍ଷିକୋତ୍ସବ ପାଳନ ଅବସରରେ ଆଜି ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍ - ଆନ୍ଧ୍ର ଭାଷା ବିବର୍ଦ୍ଧିନି ସମାଜମ୍ ସଭା କକ୍ଷ ଠାରେ ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ଓ…

ବିଜେପି ମଣ୍ଡଳ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ

ଆଠମଲ୍ଲିକ,; ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଷୋଳପଦା ଅଞ୍ଚଳ ଠାକୁରଗଡ଼ ବିଜେପି ମଣ୍ଡଳ ପକ୍ଷରୁ ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଭ୍ୟ ମାନଙ୍କ ସୌଜନ୍ୟ ରେ ଠାକୁରଗଡ଼ ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣ ଓ ଦୀନବନ୍ଧୁପୁର ଗ୍ରାମ ର ଖେଳ ପଡିଆ ପରିସର ମଧ୍ୟରେ ବିଭିନ୍ନ ପ୍ରକାର…

ଭୁବନେଶ୍ୱରରେ ଶବରୀ ଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩ା୭: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜ ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର…

ଘାନାର ଜାତୀୟ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩ା୭: ଗୁରୁବାର ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ଘାନାର ଜାତୀୟ ସମ୍ମାନ -"ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା'ରେ…

ଲଡୁଗାଁ ବାନେର ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତା ନିର୍ମାଣ କେବେ ହେବ ସ୍ୱପ୍ନ ଦେଖୁଛନ୍ତି ଅଞ୍ଚଳବାସୀ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରୁ ଜୟପାଟଣା ବ୍ଲକ ବାନେର କୁ ସଂଯୋଗ କରୁଥିବା ୧୪ କିମି ରାସ୍ତା ର ଅବସ୍ଥା ଦୀର୍ଘବର୍ଷ ହେବ ଅତି ଶୋଚନୀୟ ହୋଇ ପଡିଛି । ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଓ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ର ପ୍ରତିଶ୍ରୁତି…