Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ନବ ବିବାହିତା ଙ୍କୁ ନିର୍ଯ୍ୟାତନା ଅଭିଯୋଗ,ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୁଲିସ ର ତଦନ୍ତ ଜାରି।
ଧର୍ମଗଡ଼ : ବିବାହ କୁ ୩ ମାସ ମଧ୍ୟ ପୁରିନାହିଁ, ମନରେ ଅସୁମାରୀ ସ୍ୱପ୍ନ ଓ ଏକ ସୁନ୍ଦର ଘର ଗଢିବାକୁ ଯେଉଁ ହୋମ ନିଆଁ ରେ ଦୁହେଁ ଅଗ୍ନି କୁ ସାକ୍ଷୀ ରଖି ସାତ ଜନମ ର ସାଥି ହେବାକୁ ଶପଥ ନେଇଥିଲେ, ହେଲେ ବିବାହ ର ୩ ମାସ ନ ପୁରୁଣୁ ସବୁ ସ୍ୱପ୍ନ ବାସ୍ତବତା ର ରୂପ ନେବା ପୂର୍ବରୁ ଅଧା ରେ…
ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେ ଗିରଫ
ବେଙ୍ଗାଲୁରୁ, : ଜୁନ୍ ୪ ତାରିଖରେ ଏମ୍ ଚିତ୍ତାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ଦୀର୍ଘ ୨ ଦିନ ପରେ ବେଙ୍ଗାଲୁରୁ ପୁଲିସ୍ ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେଙ୍କୁ ଗିରଫ କରିଛି । ସେ ମୁମ୍ବାଇ ଯାଉଥିବା ବେଳେ ଡିଆଜିଓ ଇଣ୍ଡିଆରେ ଆରସିବିର ମାର୍କେଟିଂ ଏବଂ…
ବିଶୁଦ୍ଧ ନାଁରେ ବଜାରରେ ମିଳୁଛି ନକଲି ପିଇବା ପାଣ
ଜଟଣୀ,: ଖରା ବଢିବା ସାଙ୍ଗକୁ ବଜାରରେ ପିଇବା ଥଣ୍ଡା ପାଣିର ଚାହିଦା ମଧ୍ୟ ବଢିଛି । ଏଥିପାଇଁ ଏବେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଦୋକାନରେ ମିଳୁଛି ପାଣି ବୋତଲ । ଏପରିକି ସହରର ବିଭିନ୍ନ ସ୍ଥାନରେ ବେଆଇନ ପାଣି କାରଖାନା ଗଢି ଉଠିଛି । ଖୋର୍ଦ୍ଧା ସହରର ସାହି…
ଜିନ୍ଦଲ ଷ୍ଟେନଲେସ ବାର୍ଷିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିଛ
ଭୁବନେଶ୍ୱର,: ଜିନ୍ଦଲ ଷ୍ଟେନଲେସ ଭାରତର ସର୍ବବଡ଼ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦକ, ସେହି ତାରିଖରେ ବିଶ୍ୱ ପରିବେଶ ଦିବସକୁ ଉତ୍ସବ କରି ସୁଇଚଟୁଷ୍ଟେନଲେସ କ୍ୟାମ୍ପେନ୍ ଆରମ୍ଭ କରି, ତାହାର କର୍ମଚାରୀମାନେ ମଧ୍ୟ ପରିବେଶ ସଚେତନତା ବୃଦ୍ଧି କରିବାକୁ ଉଦ୍ଦେଶ୍ୟରେ କରିଛି । କମ୍ପାନୀ ଏହି ବର୍ଷରେ…
ଚେନାବ ରେଲୱେ ବ୍ରିଜ୍ରେ ତ୍ରିରଙ୍ଗା ଉଡ଼ାଇଲେ ମୋଦି : ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତ
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ-କାଶ୍ମୀରରେ ଚିନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚ ରେଳ ବ୍ରିଜ୍ର ଉଦ୍ଘାଟନ କରିଛନ୍ତି । ଏଥି ସହିତ ସେ କଟରା ରେଳ ଷ୍ଟେସନରୁ କଟରା ଓ ଶ୍ରୀନଗରକୁ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ସବୁଜ ପତାକା ଦେଖାଇଥିଲେ…
୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,: ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଏହି ଚାକିରୀ ପାଇଛନ୍ତି । ତାଙ୍କ ସେବା ସବୁବେଳେ କରୁଥିବେ । ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେ ନାହିଁ । ଆମ ସମାଜରେ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ସ ମୟରେ ନ୍ୟାୟ ଦେବାକୁ କେବେ ଭୁଲିବେ ନାହିଁ ବୋଲି…
ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସୁଧୀର ରଞ୍ଜନ ଗୋପାଳ।
ଧର୍ମଗଡ଼ : ଚଳିତ ବର୍ଷର କଳାହାଣ୍ଡି ଜିଲ୍ଲାର ୯ ଜଣ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରତ୍ୟେକ ବର୍ଷ ଦିଆ ଯାଉଥିବା ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି । ତନ୍ମଧ୍ୟରୁ ଅଛନ୍ତି ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଡ଼ଘୁମେର ଗ୍ରାମର ପାର୍ବତୀ ଗୋପାଳ ଓ ତୁଳସୀରାମ ଗୋପାଳଙ୍କ…
କୁଳଦୀପ ଯାଦବଙ୍କ ନିର୍ବନ୍ଧ ସମ୍ପନ୍ନ, ନଭେମ୍ବରରେ ବିବାହ
ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟର କୁଳଦୀପ ଯାଦବ ଲକ୍ଷ୍ନୌରେ ତାଙ୍କ ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ନିର୍ବନ୍ଧ କରିଛନ୍ତି । ବଂଶିକା କାନପୁରର ବାସିନ୍ଦା ଏବଂ ତାଙ୍କ ବାପା ଏଲଆଇସିରେ କାମ କରନ୍ତି । ଏହି ନିର୍ବନ୍ଧ ଉତ୍ସବ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ରିଙ୍କୁ ସିଂହଙ୍କ ସମେତ…
ବେଙ୍ଗାଲୁରୁ ଦଙ୍ଗା ପରେ ମୁହଁ ଖୋଲିଲେ କୋହଲି
ବେଙ୍ଗାଲୁରୁ, ୫ା୬: ଆରସିବିର ବିଜୟ ଶୋଭାଯାତ୍ରା ବେଳେ ଦଳାଚକଟା ଘଟଣା । ୧୧ ଜଣଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଆରସିବିର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଇନଷ୍ଟାଗ୍ରାମରେ ଲେଖି ଦୁଃଖ ପ୍ରକାଶ କରିଛନ୍ତି…
ବାହୁଡ଼ାରେ ପରଦାକୁ ଆସିବ ‘ଆଇ ଆମ୍ କାଳିଆ
ଭୁବନେଶ୍ୱର, : ଲି ବ୍ଲିସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଆଇ ଆମ୍ କାଳିଆ- ଲଭ୍ ଅର୍ ଡିଭୋସନ୍?\'ର ଫାଷ୍ଟ୍ ଲୁକ୍ ଉନ୍ମୋଚନ ହୋଇଛି । ଚଳଚ୍ଚିତ୍ରର ପୂରା ଟିମ୍ ଏବଂ ବିଶିଷ୍ଟ ଅତିଥିବୃନ୍ଦ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ । ଆଜିକା ସମୟରେ ମହାପ୍ରଭୁଙ୍କୁ ଖୁବ୍…