Sign in
Sign in
Recover your password.
A password will be e-mailed to you.
Browsing Category
ଭିଡ଼ିଓ
ଟ୍ରଲି ବ୍ୟାଗ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ପତ୍ନୀ, ସମ୍ପର୍କିୟ ଭାଇଙ୍କ ସମେତ ତିନି ଗିରଫ
ଖୋର୍ଦ୍ଧା, ୨୩ ଜାନୁଆରୀ - ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ନିକଟ ଜଙ୍ଗଲରୁ ଏକ ଟ୍ରଲି ବ୍ୟାଗ୍ ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ହତ୍ୟା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୃତକ ମନୋରଞ୍ଜନ ମହାପାତ୍ର (୩୫)ଙ୍କ ପତ୍ନୀ, ସମ୍ପର୍କିୟ ଭାଇ…
ନେତାଜୀ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 23 ଜାନୁଆରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ - ମହାନ ବୀର ସ୍ୱାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର…
ଏଫଆଇଏଚ ପୁରୁଷ ହକି ବିଶ୍ଵକପ୍- ୨୦୨୩ : ଆଜି ନ୍ୟୁଜିଲାଣ୍ଡ – ଭାରତ କ୍ରସ୍ ଓଭର ମ୍ୟାଚ୍ : ଉଭୟ ଦଳ ପାଇଁ କର ବା…
ଭୁବନେଶ୍ଵର, ୨୨ ଜାନୁଆରୀ - ଚଳିତ ଏଫଆଇଏଚ ପୁରୁଷ ହକି ବିଶ୍ଵକପ୍ ରେ ଆଜି ନ୍ୟୁଜିଲାଣ୍ଡ ସହ ଆୟୋଜକ ଭାରତର କ୍ରସ୍ ଓଭର ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ଆଜି ସଂନ୍ଧ୍ୟା ୭ଟାରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡ଼ିୟମ୍ ରେ ଖେଳାଯିବ । ଏହି ମ୍ୟାଚ୍ ଜିତିଲେ ବିଜୟୀ ଦଳ କ୍ଵାର୍ଟର ଫାଇନାଲକୁ…
ହ୍ୟୁମାନ ସାଗର -ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲା,ଥାର୍ଡ଼ ପର୍ସନର ଏଂଟ୍ରି ହିଁ ଅଶାନ୍ତିର ମୂଳ କାରଣ : ଶ୍ରୀୟା
କଟକ, ୨୨ ଜାନୁଆରୀ - କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହ୍ୟୁମାନଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା । ସେ କହିଛନ୍ତି ଯେ, ଆମ ଦୁହିଁଙ୍କ ମଧ୍ୟରେ ଥାର୍ଡ଼ ପର୍ସନ୍ (ତୃତିୟ ବ୍ୟକ୍ତି)ର…
ବନ୍ଧୁକ ମୁନରେ ୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ
କେନ୍ଦୁଝର, ୨୨ ଜାନୁଆରୀ - କେନ୍ଦୁଝର ଆନନ୍ଦପୁରର ହସନପୁର ଟୋଲଗେଟ ନିକଟ ଏକ କବାଡ଼ିଆ ଗୋଦାମ ମାଲିକଙ୍କ ଠାରୁ ବନ୍ଧୁକ ମୁନରେ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଏଥିସହ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଛନ୍ତି । ଆଜି ସକାଳ ପ୍ରାୟ ୮ଟା ସମୟରେ ଦୁଇଟି ବାଇକ୍ ରେ ୫ ଦୁର୍ବୃତ…
ଦିଲ୍ଲୀରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଧାରଣା
ନୂଆଦିଲ୍ଲୀ: ତୁଗଲକବାଦ ଭଳି ଦକ୍ଷିଣ ଦିଲ୍ଲୀ ଏରିଆରେ ସରକାରୀ ଉଚ୍ଛେଦ ଜାରି ରହିଛି । ଏହାକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା ଓ ଆପ୍ ସରକାର । ଏହାକୁ ନେଇ ଆଜି ବସ୍ତିବାସିନ୍ଦାଙ୍କ ସହ ଆପ ସରକାର ବିଧାୟକ ଓ ମନ୍ତ୍ରୀମାନେ ଦିଲ୍ଲୀର ଲୋଧି ରୋଡ୍ରେ ଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କ…
ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ, ୬ ଗୁରୁତର
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସିରିଜ ବିସ୍ଫୋରଣ । ନବାଳ ଅଞ୍ଚଳରେ ଦୁଇ ଟି ବିସ୍ଫୋରଣ ହେବା ଫଳରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ନରବାଳ ଟ୍ରାନ୍ସପୋର୍ଟ ନଗର ୟାର୍ଡ ନମ୍ୱର-୨ରେ ଦୁଇଟି ବିସ୍ଫୋରଣ ହୋଇଛି । ଯେଉଁଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା…
ବଢୁଛି ସାଇବର ଅପରାଧ
ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । ଯେତେ ସଚେତନ କଲେ ମଧ୍ୟ ଲୋଭର ବଶବର୍ତ୍ତି ହୋଇ କିଛି ଲୋକ ଏହି ଅପରାଧିଙ୍କ ହାବୁଡ଼ାରେ ପଡ଼ୁଛନ୍ତି । ଖାଲି ସାଧାରଣ ଜନତା ନୁହନ୍ତି ସରକାରୀ ସଂସ୍ଥା ମଧ୍ୟ ସେମାନଙ୍କ ଲୋଲୁପ ଦୃଷ୍ଟିରୁ ବାଦପଡ଼ୁନାହାନ୍ତି । ଏଥିପାଇଁ ବିଭିନ୍ନ…
ଡାକ୍ତର ଶୁଭଶ୍ରୀ କରଙ୍କ ମୃତୁ୍ୟ ମାମଲା, ଆସିଲା ଭିସେରା ରିପୋର୍ଟ
କେନ୍ଦୁଝର ଯୋଡ଼ା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ଼ ନେଇଛି । ଶୁକ୍ରବାର ଶୁଭଶ୍ରୀଙ୍କ ବାପା ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ, ମାମୁ ଅଜୟ ମାଝୀ, ସମ୍ପର୍କୀୟ ମନୋରଞ୍ଜନ ମାଝୀ ଏବଂ ମା'ଙ୍କ ସହ ଷଡ଼ଯନ୍ତ୍ରରେ ସାମିଲ ୩ ଡାକ୍ତରଙ୍କ ବିରୋଧରେ ଥାନାରେ…
ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଗାଈଗୋରୁଙ୍କ ଉତ୍ତମ ଯତ୍ନ ନେବାପାଇଁ ପରାମଶ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ…