Browsing Category

ଭିଡ଼ିଓ

ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପନ୍ତଙ୍କ ଟ୍ୱିଟ୍‌

ଋଷଭ ପନ୍ତଙ୍କ ଫ୍ୟାନ ଓ କ୍ରିକେଟ ସମର୍ଥକଙ୍କ ପାଇଁ ଖୁସି ଖବର । ସୁସ୍ଥ ହେଉଛନ୍ତି ଋଷଭ ପନ୍ତ । ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରିଷଭ ପନ୍ତଙ୍କ ଟ୍ୱିଟ୍। ଋଷଭ ପନ୍ତ ଏବେ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡିସେମ୍ବର ୩୦ ତାରିଖ…

ବଢ଼ୁଛି ନାଲି ଓ ହଳଦିଆ ବତିର ଅପବ୍ୟବହାର

କେଉଁ କେଉଁ ପଦାଧିକାରୀମାନେ ନାଲିବତୀ ଗାଡ଼ି ବ୍ୟବହାର କରିପାରିବେ ସେଥିନେଇ ସୁପ୍ରିମକୋର୍ଟ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ଉଚ୍ଚତମ ନ୍ୟାୟାଳୟର ଆଦେଶ ମୁତାବକ କେନ୍ଦ୍ର ସରକାରଙ୍କ ୨୦୦୨ ମସିହା ଜାନୁଆରୀ ୧୧ ତାରିଖରେ ଉଚ୍ଚ ସାମ୍ବିଧାନିକ ପଦବୀ ଅନୁଯାୟୀ ସବୁ ରାଜ୍ୟ ସରକାରଙ୍କୁ…

ଓଡ଼ିଶା ଅଭିମୁଖେ ଡାକୋଟା

ଫେରୁଛି ପ୍ରବାଦପୁରୁଷ ବିଜୁବାବୁଙ୍କ ଡାକୋଟା । ବିମାନର ସବୁ ଅଂଶ ଖୋଲିବା ପରେ ଏବେ ପ୍ୟାକିଂ ସରିଛି । ଏଆରଡିସିର ୧୦ ଜଣିଆ ଟିମ୍‌ ଗତ ୧୨ ଦିନ ଧରି ଖୋଲିବା କାମରେ ନିୟୋଜିତ ହୋଇଥିଲେ । ରାତିରେ ଦୁଇଟି ଲରିରେ ଡାକୋଟା ବିମାନର ସବୁ ଅଂଶ ଲୋଡ କରାଯିବା ପରେ ଆସନ୍ତାକାଲି ସନ୍ଧ୍ୟାରେ କୋଲକାତାର…

ଆଜିଠୁ ହକି ମହାକୁମ୍ଭ

ରାଜ୍ୟରେ ହକି ବିଶ୍ୱକପ୍‌ ଫିଭର । କାଲି କ୍ରିକେଟ୍‌ର ଗଡ଼ କଟକ ବାରବାଟୀରେ ବିଶ୍ୱକପ୍‌ ହକିର ଉଦ୍‌ଘାଟନୀ ସମାରୋହ । ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ପାଇଁ ମୈଦାନ ପ୍ରସ୍ତୁତ । ଉଲ୍ଲାସ, ଉତ୍ସାହ ଏବଂ ଉତ୍ସବର ମହାପର୍ବରେ ଦୁଲୁକିବ ମଞ୍ଚ । ଉତ୍ସବର ମାହୋଲ ଭିତରେ କମ୍ପିବ ବାରବାଟୀ ।…

ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ରାଉରକେଲା ଉଡ଼ିଲା ବିମାନ

ଭୁବନେଶ୍ୱରରୁ ରାଉରକେଲାକୁ ଉଡିଲା ବିମାନ । ଆଲଏନ୍ସ ଏୟାର ବିମାନ ଉଡାଣ ଆରମ୍ଭ କରିଛି । ପତାକା ଦେଖାଇ ଉଡ଼ାଣର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଭର୍ଚ୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ଶୁଭାରମ୍ଭ…

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା

ଆଉ ଦୁଇଦିନ ଜାଡ଼ରେ ଥରିବ ସାରା ରାଜ୍ୟ । ୨/୩ ଦିନ ଯାଏ ରାତି ତାପମାତ୍ରା ସ୍ୱ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି କମିବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ସକାଳ ସାଢେ଼ ୮ଟା ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ତାରିଖ…

ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ

ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାର ଏକ୍ସବିବି.୧.୫ ଭାରିଆଣ୍ଟ ଅଧିକ ସଂକ୍ରାମକ । ଏହା ଏତେ ସଂକ୍ରାମକ ଯେ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ପୂର୍ବରୁ ସଂକ୍ରମିତ ହୋଇଥିବା ୮୦ ଆମେରିକୀୟ ପୁନର୍ବାର ସଂକ୍ରମିତ ହେବାର ଆଶଙ୍କା…

ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଗଣନା ଆରମ୍ଭ

ସମ୍ବଲପୁର, ୮ ଜାନୁଆରୀ - ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଗଣନା ଆଜି ସକାଳ ଠାରୁ ଆରମ୍ଭ ହୋଇଛି । ହୀରକୁଦ ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ଏହି ପକ୍ଷୀ ଗଣନା କରାଯାଉଛି । ଆଜି ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଏହି ପକ୍ଷୀ ଗଣନା । ଜଳଭଣ୍ଡାରରେ ୫୩୩ ବର୍ଗ କି.ମି. ପର୍ଯ୍ୟନ୍ତ ଏହି…

କରୋନାର ନୂଆ ରୂପ କ୍ରାକେନ୍‌

କ୍ରାକେନ୍‌ ରୂପରେ ଆସିଲା କରୋନା । କରୋନାର ଏକ ନୂଆ ସବ ଭାରିଆଣ୍ଟ କ୍ରାକେନ୍‌ । ଏକ୍ସବିବି ୧.୫ର ଏହା ସବ୍‌ ଭାରିଆଣ୍ଟ । କ୍ରାକେନ୍‌ ଏବେ ବିଶ୍ୱରେ ଚିନ୍ତା ବଢ଼ାଇବାରେ ଲାଗିଛି । କ୍ରାକେନ୍‌ ଏବେ ଦ୍ରୁତ ଗତିରେ ମାଡ଼ୁଛି । ପ୍ରଥମେ ଏହା ଆମେରିକାରେ ଚିହ୍ନଟ ହୋଇଥିଲା । ଏବେ ଏହା ୨୮ ଦେଶକୁ…

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପଚୁପ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜିବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି । ଇଡିର ଦୁଇଟି ଦଳ ଘରର ମାପ କରିଥିବା ଜଣାଯାଇଛି । ଏହି ଟିମ୍‌ରେ ଦୁଇ ଜଣ ଇଡି ଅଫିସରଙ୍କ ସହ ଦୁଇ ଜଣ ଅମିନ ଆଉ ଜଣେ ଟେକ୍ନିକାଲ ଅଫିସର ଥିଲେ । ଅନ୍ୟ ଏକ ଟିମ୍‌ରେ ଟିମ ସମ୍ପତ୍ତିର ମୂଲ୍ୟାୟନ…