Sign in
Sign in
Recover your password.
A password will be e-mailed to you.
Browsing Category
ଭିଡ଼ିଓ
ଆଜି ତୀର୍ଥ ଯାତ୍ରା କରିବେ ୭ ଜିଲ୍ଲାର ୯୭୦ ବରିଷ୍ଠ ନାଗରିକ
ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର । ଆଜି ହେବ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥ ଯାତ୍ରାରେ ଯାଉଛନ୍ତି ୯୭୦ ଜଣ । କିଛି ସମୟ ପରେ ତୀର୍ଥଯାତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନରେ ଆହ୍ଲାବାଦ ଓ…
ଆଇରନ ମ୍ୟାନ୍ ହେବେ ଭାରତୀୟ ଯବାନ, ଜେଟ ପ୍ୟାକ ସୁଟ୍ ପିନ୍ଧି ଉଡିବେ ସୈନିକ
କେନ୍ୟୁଜ୍ : ହାଇଟେକ୍ ହେବ ଭାରତୀୟ ଅ।ର୍ମି। ଅ।କାଶରେ ଉଡ଼ିବେ ଭାରତୀୟ ଯବାନ । ରୋବଟ ଉଠାଇବେ ଭାର । ପାରମ୍ପାରିକ ପ୍ରଣାଳୀରୁ ବାହାରି ହାଇଟେକ ହେବ ଭାରତୀୟ ସେନା । ଫାଷ୍ଟ ଟ୍ରାକ ମୋଡରେ ଅପଗ୍ରେଡ ହେଉଛି ଭାରତୀୟ ସେନା । ଅ ।ଗକୁ ସେନା ୪୮ ଜେଟ୍ ପ୍ୟାକ୍ ସୁଟ ଓ ୧୦୦ ରୋବୋଟିକ ମୁଲ କିଣିବାକୁ…
ବିଶ୍ୱ ସ୍ତରରେ ଦ୍ୱିତୀୟ ସ୍ଥାୟୀ ଉତ୍ପାଦକ ବେଦାନ୍ତ ଆଲୁମିନିୟମ
ନୂଆଦିଲ୍ଲୀ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ମୂଲ୍ୟାଙ୍କନ ଅବଧି ଆର୍ôଥକ ବର୍ଷ୨୧-୨୨ ଆଲୁମିନିୟମ ଶିଳ୍ପ ପାଇଁ ଏସ୍ ଆଣ୍ଡ ପି ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍ଆଇ) ବିଶ୍ୱ ମାନ୍ୟତାରେ ୨ ତମ ସ୍ଥାନକୁ ଉନ୍ନିତ ହୋଇଛି । ଏସ୍ ଆଣ୍ଡ ପି ଡାଓ…
କଲରାପତରିଆ ବାଘର ଗଳିତ ମୃତଦେହ ଠାବ
ଢ଼େଙ୍କାନାଳ, ୨୫ ଜାନୁଆରୀ - କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଛି । ଢ଼େଙ୍କାନାଳ ଜିଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ୍ ଅନ୍ତର୍ଗତ ଦୁଦୁରକୋଟ ଗାଁ ନିକଟ ଜଙ୍ଗଲରୁ ଏହି ବାଘର ଗଳିତ ମୃତଦେହ ଠାବ ହୋଇଛି । ପ୍ରାୟ ଦୁଇ ଦିନ ତଳେ ବାଘଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ବନ…
ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦାହରଣ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ
ଭୁବନେଶ୍ୱର, ୨୫ ଜାନୁଆରୀ - ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦାହରଣ ସୃଷ୍ଟି କରିଛନ୍ତି । ସେ ତାଙ୍କ ସୋସିଆଲ୍ ମିଡିଆ ଆକାଉଂଟ୍ରେ ନିଜେ ଏ ସଂପର୍କରେ ସୂଚନା ଦେଇଛନ୍ତି । ଜାତୀୟ କନ୍ୟା ଦିବସ ଅବସରରେ ନିଜ ବୋହୂର ଦ୍ୱିତୀୟ ବିବାହ କରାଇଛନ୍ତି ।…
ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର
ଭୁବନେଶ୍ୱର: ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧି ସାମ୍ନାକୁ ଆସିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଯେଉଁ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି l ଜର୍ସିକୁ ସୋଭେନିୟର ଭାବେ…
ପୁରୁଷ ହକି ବିଶ୍ଵକପ୍ କ୍ଵାର୍ଟର ଫାଇନାଲ୍ : ଆଜି ଇଂଲଣ୍ଡ – ଜର୍ମାନୀ, ନେଦରଲାଣ୍ଡ – କୋରିଆ ମୁକାବିଲା
ଭୁବନେଶ୍ଵର, ୨୫ ଜାନୁଆରୀ - ଚଳିତ ପୁରୁଷ ହକି ବିଶ୍ଵକପ୍ ର ତୃତୀୟ ଓ ଚତୁର୍ଥ କ୍ଵାର୍ଟର ଫାଇନାଲ୍ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ । ତୃତୀୟ କ୍ବାର୍ଟରରେ ଇଂଲଣ୍ଡକୁ ଭେଟିବ ଜର୍ମାନୀ । ଅପରାହ୍ନ ୪ଟା ୩୦ ରେ ଏହି ମ୍ୟାଚ୍ ଆରମ୍ଭ ହେବ । ସେହିପରି ଚତୁର୍ଥ କ୍ବାର୍ଟର ଫାଇନାଲରେ…
ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପଦ୍ମବେଶ : ବଡ଼ସିଂହାର ବେଶରେ ପଦ୍ମଫୁଲରେ ଆପାଦ ମସ୍ତକ ବିଭୂଷିତ ହେବେ ତିନି ଠାକୁର
ପୁରୀ, ୨୫ ଜାନୁଆରୀ - ଆଜି ରାତିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ବଡ଼ସିଂହାର ବେଶରେ ପଦ୍ମଫୁଲରେ ଆପାଦ ମସ୍ତକ ବିଭୂଷିତ ହେବେ ତିନି ଠାକୁର । ବଡ଼ଛତା ମଠରୁ ଆଜି ଅପରାହ୍ନରେ ଆସିବ ଏହି ବେଶ ସାମଗ୍ରୀ । ଆସନ୍ତାକାଲି ସକାଳେ ଭକ୍ତ ମାନେ ଶ୍ରୀଜୀଉଙ୍କ ଏହି…
ଆଉ କେତେ ଭୋଗିଲେ ଚେତିବ, ସଂକଟରେ ଥାଇ ମଧ୍ୟ ଭାରତର ପିଛା ଛାଡ଼ୁନି ପାକ୍
ଶ୍ରୀଲଙ୍କା ରାସ୍ତାରେ ପାକିସ୍ତାନ । ଅର୍ଥ ସଂକଟରେ ବୁଡ଼ିଥିବା ପାକିସ୍ତାନ ଏବେ ଘୋର ଅନ୍ଧାରରେ । ପାର୍ଲାମେଣ୍ଟ, ବିଧାନସଭା ଓ ସେକ୍ରେଟେରିଏଟ୍ ସମେତ ପୂରା ଦେଶରେ ଏବେ ଅନ୍ଧାରର ରାଜୁତି । ପ୍ରଥମେ ଅଟା ପରେ ଗ୍ୟାସ୍ ଆଉ ପେଟ୍ରୋଲ ମିଳିଲାନି । ଆଉ ଏବେ ସାଂଘାତିକ ବିଜୁଳି ସଂକଟ । କିଟିମିଟି…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚିକାଗୋ ୟୁନିଭର୍ସିଟି ଟିମ୍
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନରେ ଚିକାଗୋ ୟୁନିଭର୍ସିଟି ଟ୍ରଷ୍ଟ ଟିମ୍ ସାକ୍ଷାତ କରିବା ସହିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲା । ବିଶେଷକରି ଡାଟା ପଲିସି ଏବଂ ଇନୋଭେସନ୍ ସେଣ୍ଟର(ଡିପିଆଇସି) ଓ ଓଡ଼ିଶା ସରକାରଙ୍କ ସହିତ ସହବନ୍ଧିତା ସମ୍ପର୍କରେ ଆଲୋଚନା ହୋଇଥିବା…