Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
‘ପଠାନ’ ଫିଲ୍ମ କୁ ନେଇ ଆରମ୍ଭ ହୋଇଛି ରାଜନୀତି
'ପଠାନ' ଫିଲ୍ମ କୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି I ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ 'ପଠାନ' କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ହିନ୍ଦୁ ସଂଗଠନ ଫିଲ୍ମର ବେଶରମ ରଙ୍ଗ ଗୀତକୁ ନେଇ ନିଜର କ୍ରୋଧ ପ୍ରକାଶ କରୁଥିବାବେଳେ ମଧ୍ୟପ୍ରଦେଶରେ…
“ପୁଷ୍ପା’ ଫିଲ୍ମ ନିର୍ମାତାଙ୍କ ଘରେ ଆଇଟି ରେଡ୍
ଆଇନ ଜାଲରେ ଫସିଛନ୍ତି ଗତବର୍ଷର ସୁପରଡୁପର ହିଟ୍ ଫିଲ୍ମ ପୁଷ୍ପାର ନିର୍ମାତା । ଏହି ଫିଲ୍ମର ତେଲୁଗୁ ପ୍ରଡକ୍ସନ କମ୍ପାନୀ ମୈତ୍ରୀ ମୁଭି ମେକର୍ସ ଆୟକର ବିଭାଗ ଜାଲରେ ଫସିଛି । ପ୍ରଡକ୍ସନ କମ୍ପାନୀରେ ବିଦେଶୀ ଫଣ୍ଡିଂ ବ୍ୟବହାର ହୋଇଥିବା ନେଇ ସନ୍ଦେହ କରିଛନ୍ତି ଆଇଟି ଅଧିକାରୀ । ଏହି କାରଣରୁ…
ଜୟପୁରରେ ପଥ ଉତ୍ସବ
ଜୟପୁର, ୧୧ ଡିସେମ୍ବର - ଜୟପୁର ମୁଖ୍ୟ ରାସ୍ତାରେ ପଥ ଉତ୍ସବ ଅନୁଷ୍ଠିତ ହୋଇଛିି । ଜିଲା ପ୍ରଶାସନ ତରଫରୁ ଜୟପୁର ପୌରପାଳିକା ଦ୍ଵାରା ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଛି। ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଉଦ୍ୟମରେ ଏହି ପଥ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପୌର କାଯ୍ୟନିର୍ବାହି ଅଧିକାରି…
ବିଶ୍ଵକପ ହକି-୨୦୨୩ ପ୍ରସ୍ତୁତି କାର୍ଯ୍ୟର ତଦାରଖ କଲେ ମୁଖ୍ୟ ଶାସନ ସଚିବ
ରାଉରକେଲା, ୧୭ ନଭେମ୍ବର - ବିଶ୍ଵକପ ହକି-୨୦୨୩ ର ପ୍ରସ୍ତୁତି କାର୍ଯ୍ୟ ରାଉରକେଲାରେ କିଭଳି ଚାଲିଛି ଏହାର ତଦାରଖ କରିବା ନିମନ୍ତେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନରେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ରାଉରକେଲାରେ ପହଂଚି ଥିଲେ । କୁହୁଡ଼ି ଯୋଗୁଁ ସେ…
ବଲିଉଡ୍ରୁ ବିରତି ନେବେ ଆମିର ଖାନ୍ !
ବଲିଉଡ୍ ରୁ ବିରତି ନେବେ ଆମିର ଖାନ୍ ! ବଲିଉଡ୍ ଅଭିନେତା ଆମିର ଖାନ୍ ଏବେ ଅଭିନୟରୁ ବିରତି ନେବାକୁ ଘୋଷଣା କରିଛନ୍ତି।ସେ ତାଙ୍କ ମା' ଓ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଅଭିନୟରୁ କିଛି ଦିନ ପାଇଁ ବିରତି ନେବେ। ଆମିର ଖାନ୍ 'ଲାଲ୍ ସିଂହ ଚଡ୍ଢା' ପରେ ତାଙ୍କର ନୂଆ ପ୍ରୋଜେକ୍ଟ…
କଟକ ବାଲିଯାତ୍ରାରେ ସିବିସି ପକ୍ଷରୁ ସ୍ବତନ୍ତ୍ର ପ୍ରଦର୍ଶନୀ
ନୂଆଦିଲ୍ଲୀ, 16 ନଭେମ୍ବର : କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବର ପକ୍ଷରୁ ଏକ ପ୍ରଦର୍ଶନୀ ଷ୍ଟଲ୍ ର ବ୍ୟବସ୍ଥା କରାଯାଇଛି । ଏଥିରେ ଭାରତ ସରକାରଙ୍କ ସେବା, ସୁଶାସନ ଓ ଗରିବ…
ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା
ଭୁବନେଶ୍ୱର, 15 ନଭେମ୍ବର – ଗୋଟିଏ ଦିନ ବଢିଛି କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାର ଅବଧି । ବୁଧବାର ଦିନ ବାଲିଯାତ୍ରା ଶେଷ ହେବାର ଥିଲା ବେଳେ ଏହା ଗୁରୁବାର ଶେଷ ହେବ । ମଙ୍ଗଳବାର ଦିନ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ସାଧାରଣ ଲୋକ ଓ…
ଗୋଆରେ ନଭେମ୍ବର 20ରୁ 28 ଯାଏ 53 ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବ
ନୂଆଦିଲ୍ଲୀ, 14 ନଭେମ୍ବର - ଗୋଆରେ ନଭେମ୍ବର 20ରୁ 28 ଯାଏ ଆୟୋଜିତ ହେବାକୁ ଥିବା 53 ତମ ଭାରତୀୟ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବକୁ ନେଇ ରାଷ୍ଟ୍ରୀୟ ମିଡିଆ କେନ୍ଦ୍ର ନୂଆଦିଲ୍ଲୀ ଠାରେ ଏକ କର୍ଟନ ରେଜର ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହେବ ।
ଜ୍ୟାକ୍ଲିନଙ୍କ ଜାମିନ ଅବଧି ଘୁଞ୍ଚିଲା
ବଢ଼ିଲା ଜ୍ୟାକ୍ଲନୀଙ୍କ ବେଲ୍ ଅବଧି । ଠକେଇ ମାମଲାରେ ସମ୍ପୃକ୍ତ ଅଭିନେତ୍ରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ଙ୍କ ବେଲ୍ ଅବଧିକୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଲେ ଦିଲ୍ଲୀର ପଟିଆଲା କୋର୍ଟ । ଏହି ମାମଲାରେ ନିୟମିତ ଜାମିନ ନେଇ ନଭେମ୍ବର ୧୫ ତାରିଖରେ ଶୁଣାଣି କରାଯିବ ବୋଲି କୋର୍ଟ…
୭୦୦ କୋଟିରେ ମହାଭାରତ
ଆକ୍ସନ୍, ଡ୍ରାମା, ରୋମାନ୍ସ ଏବଂ ରୋମାଞ୍ଚ ପରେ ବଲିଉଡ ବର୍ତ୍ତମାନ ପୁରାଣ କାହାଣୀ ଆଡକୁ ମୁହାଁଇଛି | ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ 'ମହାଭାରତ'ରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। କୌରଵ ଏବଂ ପାଣ୍ଡବଙ୍କ କାହାଣୀ ଉପରେ ଆଧାର କରି 'ମହାଭାରତ'କୁ ବିଆର ଚୋପ୍ରା ପ୍ରଥମ ଥର ପାଇଁ ଛୋଟ…