Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ବିଦେଶରେ ଛୁଟି କାଟୁଛନ୍ତି ବିରାଟ କୋହଲି-ଅନୁଷ୍କା ଟି-ଷ୍ଟଲରୁ ସେୟାର କଲେ ରୋମାଣ୍ଟିକ୍ ଫଟୋ
ନୂଆଦିଲ୍ଲୀ, ୧୩ା୯: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ଚର୍ଚ୍ଚିତ କପୁଲଙ୍କ ମଧ୍ୟରେ ଗଣା । ସୋସିଆଲ ମିଡିଆରେ ଏମାନଙ୍କ ଫଟୋ ସବୁ ଭାଇରାଲ ହୋଇଥାଏ । ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଆଉ ଏକ ଫଟୋ । ଏବେ ପୁଣି ଥରେ ଅନୁଷ୍କା ଶର୍ମା ବିରାଟ କୋହଲି ତାଙ୍କର…
ଧଳା ଡ଼ିଜାଇନର ଶାଢୀରେ ଶେହନାଜଙ୍କ କିଲର ଲୁକ୍
ପଞ୍ଜାବର କ୍ୟାଟ୍ରିନା ନା ରେ ଜଣାଶୁଣା ଶେହନାଜ ଗିଲ୍ ନିଜ ସରଳତା ଆଉ ସୁନ୍ଦରତାରେ ହଜାର ହଜାର ଲୋକଙ୍କ ହୃଦୟ ଜିତିଛନ୍ତି । ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢି ଚାଲିଛନ୍ତି । ଶେହନାଜ ଖୁବ୍ ଶୀଘ୍ର ସଲମାନଙ୍କ ଫିଲ୍ମ କଭି ଇଦ୍ କଭି ଦିୱାଲୀରେ ନଜର ଆସିବେ । ନିକଟରେ ଫିଲ୍ମଫେୟାର୍…
ଅଗଷ୍ଟ 15ରେ ଫିଲ୍ମ ଲାଲ ସିଂ ଚଡ୍ଡାର ବକ୍ସ ଅଫିସ କଲେକ୍ସନ,ପଞ୍ଚମ ଦିନରେ ମଧ୍ୟ 50 କୋଟିର ମାର୍କ ଅତିକ୍ରମ କରିପାରିଲା…
ଆମିର ଖାନଙ୍କ ଫିଲ୍ମ ଲାଲ ସିଂ ଚଡ୍ଡା ରୋଜଗାର ଦୃଷ୍ଟିରୁ ନିର୍ମାତା ଏବଂ ପ୍ରଶଂସକଙ୍କ ଆଶା ପୂରଣ କରିବାରେ ସକ୍ଷମ ହୋଇପାରିନାହିଁ । ଚଳିତ ଅଗଷ୍ଟ 11 ତାରିଖରେ ମୁକ୍ତିଲାଭ କରିଥିବା ଲାଲ ସିଂ ଚଡ୍ଡା ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିପାରି ନାହାଁନ୍ତି । ସପ୍ତାହ ଶେଷରେ…
ଗଣେଷ ପୂଜାରେ ପରଦାକୁ ଆସିବ ସ୍ୱରାଜ-ଶିବାନୀ ଅଭିନୀତ ‘କିସ୍ ମିସ୍’
ଚଳିତ ମାସ ୩୧ ତାରିଖ ଗଣେଷ ପୂଜାରେ ପରଦାକୁ ଆସିବ ଓଡ଼ିଆ ଚଳଚିତ୍ର ‘କିସ୍ ମିସ୍’ । ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ବଡ ପରଦାରେ ଦେଖି ସାରିଛନ୍ତି ଦର୍ଶକ । ତେବେ ଏଥିରେ ଉଭୟଙ୍କ ଲଭ, ରୋମାନ୍ସ ସହ ଆକ୍ସନ ଦେଖିବାକୁ ମିଳିବ । ' ଝିଲିକ୍ ମୋସନ ପିକ୍ଚର୍ସ' ବ୍ୟାନରରେ ନିର୍ମିତ ଏହି…
ଆସୁଛି ପ୍ରକୃତି ମିଶ୍ରଙ୍କ ନୂଆ ଫିଲ୍ମ ଦ୍ରୌପଦୀ
ରାଜଧାନୀରେ ଚାଲିଥିବା ପତି-ପତ୍ନୀ-ପ୍ରକୃତି ବିବାଦ ଇତିମଧ୍ୟରେ ଥମିଯାଇଛି। ଏବେ ପୁଣି ଚର୍ଚ୍ଚାକୁ ଆସିଛି ପ୍ରକୃତି ମିଶ୍ରଙ୍କ ନୂଆ ଚଳଚିତ୍ର 'ଦ୍ରୌପଦୀ।' ଏ ସମ୍ପର୍କରେ ନିଜେ ପ୍ରକୃତି ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ପ୍ରକୃତି ଚଳଚିତ୍ର ର ପୋଷ୍ଟର ସେୟାର କରି ସେଥିରେ ଉଲ୍ଲେଖ…
ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କୌନ ବନେଗା କରୋଡ ପତି ସିଜିନ-୧୪
ଆସିବାକୁ ଯାଉଛି କୌନ ବନେଗାଁ କରୋଡପତି ସିଜିନ-14 । ଟେଲିଭିଜନ୍ ର ପ୍ରସିଦ୍ଧ ରିଆଲିଟି ଶୋ ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍କୁ ବର୍ତ୍ତମାନ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହି ଶୋକୁ ଅପେକ୍ଷା କରି ରହିଥିବା ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ବର୍ତ୍ତମାନ ଏହି ଶୋ’ର…
ରିଲିଜ ପୂର୍ବରୁ ଆଇନ ଜାଲରେ ଫସିଲା ଐଶ୍ୱର୍ଯ୍ୟାଙ୍କ ଫିଲ୍ମ “ପୋନ୍ନିୟିନ ସେଲଭନ’
ହାଇଦ୍ରାବାଦ, ୧୮ା୭: ଆଇନ ଜାଲରେ ଫସିଲା ବହୁ ଚର୍ଚ୍ଚିତ ଫିଲ୍ମ "ପୋନ୍ନିୟିନ ସେଲଭନ । ରିଲିଜ ପୂର୍ବରୁ ଐଶ୍ୱର୍ଯ୍ୟା ରାୟଙ୍କ ଏହି ଫିଲ୍ମକୁ ନେଇ ବଢ଼ିଲା ବିବାଦ । ଫିଲ୍ମରେ ଚୋଳ ରାଜବଂଶକୁ ଭୁଲ୍ ଢଙ୍ଗରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗରେ ନିର୍ଦ୍ଦେଶକ ମଣିରତ୍ନମ୍ ଓ…
ଚର୍ଚ୍ଚା ରେ ସୁସ୍ମିତା ଓ ଲଳିତ ଙ୍କ ପ୍ରେମ କାହାଣୀ
ମୁମ୍ବାଇ , ୧୫/୦୭ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କ ଲଲିତ ମୋଦୀଙ୍କ ସହ ସମ୍ପର୍କ ଓ ବିବାହ ସମ୍ପର୍କରେ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଲଲିତ ମୋଦୀ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ସୁସ୍ମିତାଙ୍କୁ ବିବାହ କରିବାକୁ ଘୋଷଣା କରିଛନ୍ତି। ସୁସ୍ମିତା ସେନଙ୍କର…
ପୁଣି ହସାଇବେ କମେଡି କିଙ୍ଗ୍ କପିଲ ଶର୍ମା
ମୁମ୍ବାଇ, : ଖୁବଶୀଘ୍ର କମବ୍ୟାକ୍ କରିବେ କମେଡି କିଙ୍ଗ କପିଲ ଶର୍ମା । ପୁଣି ଲାଗିବ କମେଡିକର ତଡକା । ହସି ହସି ବେଦମ୍ ହୋଇଯିବେ ଦର୍ଶକ । ଖୁବ୍ଶୀଘ୍ର ଛୋଟ ପରଦାକୁ ଫେରିବ ଲୋକପ୍ରିୟ କମେଡି ଶୋ\'କପିଲ ଶର୍ମା ଶୋ’ ହେଉଛି ଟିଭିର ସବୁଠାରୁ ଲୋକପ୍ରିୟ ଏବଂ ପ୍ରିୟ ଶୋ’ । କିନ୍ତୁ କିଛି ଦିନ…
ଲଣ୍ଡନରେ ନନ୍ଦିତାଙ୍କୁ ବିବାହ କରିବେ ବିଦ୍ୟୁତ୍ ଜାମୱାଲ
ମୁମ୍ବାଇ : ବିଦ୍ୟୁତ ଜାମୱାଲଙ୍କ ଗତ ବର୍ଷ ତଥା ସେପ୍ଟେମ୍ବର ୨୦୨୧ରେ ନନ୍ଦିତା ମହତାନୀଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା । ପ୍ରେମର ସଙ୍କେତ ଭାବରେ ତାଜମହଲ ସମ୍ମୁଖରେ ପୋଜ୍ କରୁଥିବା ବେଳେ ଉଭୟ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବର୍ତ୍ତମାନ…