Browsing Category

ମନୋରଞ୍ଜନ

କୋହଲି ସାଜିଲେ ପ୍ରେମୀଯୁଗଳଙ୍କ ବ୍ରେକଅଫର କାରଣ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ୩୦ମାର୍ଚ୍ଚ ରାତିରେ ଖେଳାଯାଇଥିବା ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା । ଉଭୟ ଦଳ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ବାଜି ମାରିନେଇଥିଲା ଆରସିବି । ମ୍ୟାଚକୁ ନିଜ ନାଁରେ କରିବାରେ ସକ୍ଷମ…

ବଲିଉଡ୍‌ର ଦାମୀ ଅଭିନେତ୍ରୀ ଆଲିଆ ଭଟ୍ଟ

ଗଙ୍ଗୁବାଇ କାଠିଆଓ୍ଵାଡ଼ି ଓ ଆର.ଆର.ଆର ପରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବଢିଯାଇଛି କ୍ରେଜ୍‌ । ସବୁଠି କେବଳ ଆଲିାାଙ୍କୁ ନେଇ ଚର୍ଚ୍ଚା । ତାଙ୍କର ଏହି ଦୁଇଟି ଫିଲ୍ମ ସୁପରହିଟ୍‌ ହୋଇଛି। ଫଳରେ ଆଲିଆଙ୍କ ଦବ୍‌ଦବା ଇଣ୍ଡଷ୍ଟ୍ରୀରେ ଆକାଶଛୁଆଁ ହୋଇଛି। ଏହି ବଡ଼ ସଫଳତା ପରେ ଏବେ ଆଲିଆ…

ଚର୍ଚ୍ଚାରେ କାଶ୍ଚୀର ଫାଇଲ୍ସ ନିର୍ଦ୍ଦେଶକ ବିଟ୍ରିଶ ସଂସଦରୁ ଆସିଛି ନିମନ୍ତ୍ରଣ

ଡୁମାଣୀ ଟିଭି ,୩୧/୩ : ଦ କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ବେଶ୍ ଚର୍ଚ୍ଚିତ ହୋଇଯାଇଛନ୍ତି। ଦେଶର ଅନେକ ସହରରୁ ତାଙ୍କୁ ନିମନ୍ତ୍ରଣ ଆସୁଛି। ସେଠାରେ ପହଞ୍ଚି ବିବେକ ଫିଲ୍ମ ବିଷୟରେ ନିଜ ମତାମତ ଦେଉଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ବିବେକଙ୍କୁ…

ଆଇପିଏଲ୍‌ 2022 ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ

ଡୁମାଣୀ ଟିଭି ,୨୯/୩ : ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମେଗା ନିଲାମ ପରେ ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛି । ଫଳରେ ମଙ୍ଗଳବାର ମ୍ୟାଚ୍‌କୁ…

Lakme ରାମ୍ପ ୱାକ୍‌ରେ ଆପ ନେତା ରାଘବ ଚଡ୍ଡା

ଡୁମାଣୀ ଟିଭି ,୨୯/୩ : Lakme ଫ୍ୟାଶନ ଓ୍ୱିକରେ ଏଥର ଦେଖିବାକୁ ମିଳିଥିଲା ଆଶ୍ଚର‌୍ୟ୍ୟ କଲା ଭଳି ଦୃଶ୍ୟ । ଏଥର ଶୋ ଷ୍ଟପର ଥିଲେ ଆମ୍ ଆଦମୀ ପାର୍ଟିର ଷ୍ଟାଇଲିସ୍ ନେତା ଭାବରେ ବିବେଚିତ ରାଘବ ଚଡ୍ଡା । ଡିଜାଇନର୍ ପୱନ ସଚ୍ଚଦେବଙ୍କ ଶୋ’ରେ ଅଂଶଗ୍ରହଣ କରିବା ସହ ରାମ୍ପ ଓ୍ୱାକ୍ କରିଥିଲେ ।…

ଓସ୍କାର ୨୦୨୨ ବିଜେତା ଲିଷ୍ଟ

ଡୁମାଣୀ ଟିଭି ,୨୯/୩ : ଫିଲ୍ମ ଦୁନିଆରେ ଓସ୍କାର ପୁରସ୍କାର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର । ତେଣୁ ସମସ୍ତ ସିନେପ୍ରେମୀଙ୍କ ନଜର ଏହା ଉପରେ ରହିଥାଏ । ଓସ୍କାର ଜିତିବା ପ୍ରତ୍ୟେକ କଳାକାରଙ୍କର ଜୀବନର ଏକ ସ୍ୱପ୍ନ ଥାଏ । ଆଜି ୯୪ତମ ଓସ୍କାର ଆୱାର୍ଡ ଘୋଷଣା କରାଯାଇଛି । ୨୦୨୨…

Mosquitoes Device ମିନିଟ୍ ରେ ମରିବେ ସହ ସହ ମଶା

ଡୁମାଣୀ ଟିଭି ,୨୮/୩ : ଯଦି ଆପଣ ମଧ୍ୟ ଗ୍ରୀଷ୍ମ ଋତୁ (Summer Season) ଆସିବା ପରେ ମଶା (Mosquitoes) ର ପ୍ରକୋପକୁ ନେଇ ଅସୁବିଧାରେ ଅଛନ୍ତି ଓ ଆପଣ ନିଜ ପରିବାରର ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଉପକରଣ ଆଣିଛୁ ଯାହା ମଶାର କାଳ ଅଟେ । ଆମେ…

ଗାଁ ତ୍ରିଲୋକୀ ହେଲେ ଖାଇବାରେ ୩ ଟି ମୁଖ୍ୟ ଖାଦ୍ୟ ମନା

ଡୁମାଣୀ ଟିଭି ,୨୮/୩ :କଥାରେ ଅଛି ଗରିବ କଂସାର ସାଥି ପିଆଜ। ଘରେ କିଛି ଥାଉ କିମ୍ବା ନଥାଉ ପଖାଳ ଓ ଲୁଣ, ପିଆଜ ହେଲେ ଗରିବ ଲୋକଟି ଖାଇ କାମ କରିବାକୁ ଯାଇଥାଏ। ପ୍ରତ୍ୟେକ ରୋଷେଇ ଘରେ ପିଆଜ ନିଶ୍ଚିତ ଥିବ। ପିଆଜ ବିନା କୌଣସି ତରକାରୀ କରିବା ଟିକେ ମୁସ୍କିଲ। କୌଣସି ମସଲାଯୁକ୍ତ ତରକାରୀର…

ନିଆରା ଏକ ପ୍ରେମ କାହାଣୀ

ଡୁମାଣୀ ଟିଭି ,୨୭/୩ : କୁହାଯାଏ କି ପ୍ରେମର କୌଣସି ସୀମା ନଥାଏ । ପ୍ରେମ କେତେବେଳେ କାହା ସହିତ ହୋଇଯାଏ ତାହା ଜାଣିହୁଏନାହି । ପ୍ରେମ ଆଗରେ ବୟସ, ଜାତି, ଧର୍ମ, ବର୍ଣ୍ଣର କିଛି ମାନେ ନଥାଏ । ଠିକ ଏମିତି ହି ଏକ ପ୍ରେମ କାହାଣୀ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ।…

ଦେଖନ୍ତୁ ବିଲେଇଟି କିପରି ନିଜ ଛୁଆକୁ ଛୋଟ ମାଲିକ ସହ ପରିଚିତ କରାଉଛି

ଡୁମାଣୀ ଟିଭି ,୨୬/୩ : ମଣିଷ ଏବଂ ସେମାନଙ୍କର ଗୃହପାଳିତ ପଶୁ ମଧ୍ୟରେ ଅଂଶୀଦାର ହୋଇଥିବା ବନ୍ଧନ ପ୍ରକୃତରେ ମୂଲ୍ୟବାନ ଅଟେ । ଉଦାହରଣ ସୂରୁପ, ଯେତେବେଳେ ପ୍ରଥମ ଥର ପାଇଁ ଏକ ଭଲ ଖବର ବାଣ୍ଟିବାକୁ ଆସେ, ଆମ ସମସ୍ତଙ୍କର ସେହି କଥା ଅଛି ଯେ ଆମକୁ ଶୁଣିବାକୁ ଏବଂ ଆନନ୍ଦ ବାଣ୍ଟିବାକୁ…