Browsing Category

ମନୋରଞ୍ଜନ

କୋଭିଡ଼ କଟକଣା ପରେ ପ୍ରଥମ ଯାତ୍ରା;କଳାକାର ଙ୍କ ମଧ୍ୟରେ ଖୁସିର ଲହରୀ

ସାଲେପୁର: ରାଜ୍ୟରେ କରୋନା କଟକଣା ଲାଗୁହେବା ପରେ ସମଗ୍ର ଓଡିଶାରେ ଥିବା ଯାତ୍ରାପାଟି ଗୁଡିକୁ ସରକାର ବନ୍ଦ କରିଦେଇଥିଲେ । ଫଳରେ ଯାତ୍ରା ଦଳରେ ଥିବା କଳାକାର ମାନେ ଏକ ପ୍ରକାର ଜୀବିକା ହରାଇ ବସିଥିବା ସହ ତାଙ୍କର ସ୍ଥିତି ଦୟନୀୟ ହୋଇପଡିଥିଲା । ଖାଲି ସେତିକି ନୁହେଁ ଯାତ୍ରାପାଟିର ମାଲିକ…

ଭୁବନେଶ୍ୱର ରନ୍‌ୱେ ୱିକ୍ ଏବଂ କର୍ପୋରେଟ୍ ଆଇକନ୍ ଆୱାର୍ଡ଼

ଭୁବନେଶ୍ୱର - ପର୍ବପର୍ବାଣୀ ହେଉ କିମ୍ବା କୌଣସି ଉତ୍ସବ ସବୁ ସମୟରେ ଆକର୍ଷଣ ଦେଖାଯିବା ପାଇଁ ସମସ୍ତେ ରହିଥାଆନ୍ତି ଚିନ୍ତାରେ । ନୂଆ ଡ଼ିଜାଇନ୍‌ର ପୋଷାକ ସହ ନ୍ୟୁ ଲୁକ୍‌ରେ ନିଜକୁ ପରଷି ଦେବାପାଇଁ ଲୋକଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା । ଉଭୟ ପୁରୁଷ ଓ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି…

ଓଡ଼ିଶୀ,କଥକ ଏବଂ ଛଉ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ- ଧଉଳୀ କଳିଙ୍ଗ ମହୋତ୍ସବ ଆରମ୍ଭ

ଧଉଳୀ:ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ,ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଏବଂ ଆର୍ଟ ଭିଜନ୍‍ ଦ୍ୱାରା ଆୟୋଜିତ ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜି ଥିଲା ଉଦ୍‍ଘାଟନ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ…

୫୧ ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ

ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ (ଆଇଏଫଏଫଆଇ)ର ୫୧ ତମ ସଂସ୍କରଣରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ଶ୍ରୀ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ…

ପୁଣି ବାଜିବ ବ୍ୟାଣ୍ଡ୍ ବାଜା: ଏଣିକି ବିବାହ ଉତ୍ସବରେ ପ୍ରୋସେସନ୍ କୁ ଅନୁମତି

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରୋସେସନ୍ ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏଣିକି ବର ଯିବାବେଳେ ବାଜା-ବାଣ ଓ ରୋଷଣୀ କରି ବରଯାତ୍ରୀମାନେ ଯାଇପାରିବେ । ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ ୨୦୦ ହେବ ଓ ସମସ୍ତ ପ୍ରକାରର କୋଭିଡ୍…

ବାପା-ମା’ ହେଲେ ବିରାଟ ଓ ଅନୁଷ୍କା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ରୋମାଞ୍ଚକ ଢଙ୍ଗରେ ସିଡ୍ନୀ ଟେଷ୍ଟକୁ ଡ୍ର କରିବା ପରେ ପୂରା କ୍ରିକେଟ ପ୍ରେମୀଙ୍କ ପାଖରେ ଆଉ ଗୋଟିଏ ଖୁସି ଖବର ପହଞ୍ଚିଛି । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଜି ବାପା ହୋଇଛନ୍ତି । ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଗୋଟିଏ କନ୍ୟା…

ଦେଢ଼ କୋଟିରେ ସ୍ୱାମୀକୁ ବିକିଲା ସ୍ତ୍ରୀ

ଭୋପାଲ: ବଲିଉଡ ଫିଲ୍ମ 'ଜୁଦାଇ'ରେ ଅଭିନେତ୍ରୀ ଶ୍ରୀଦେବୀ ସ୍ୱାମୀ ଅନୀଲ କପୁରଙ୍କୁ ଦୁଇ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଠିକ୍ ଏହି କାହାଣୀର ପୁନରାବୃତ୍ତି ଘଟିଛି ଅସଲ ଜୀବନରେ । ନିଜ ସ୍ୱାମୀକୁ ଦେଢ଼ କୋଟି ଟଙ୍କାରେ ତାଙ୍କ ପ୍ରେମିକାଙ୍କୁ ବିକ୍ରି…

ସମ୍ଭାବନାର ନୂଆଁ ସକାଳ

ନୂଆଁ ବର୍ଷର ସ୍ୱାଗତ ଉତ୍ସବ ମଉଜମସ୍ତି ପାଇଁ ନୁହଁ, ବରଂ ଆଗାମୀ ଜୀବନକୁ ସୁସ୍ଥ ଓ ସାବଲୀଳ ଢଙ୍ଗରେ ବଂଚିବା ପାଇଁ ଏହା ଏକ ପ୍ରସ୍ତୁତି ପର୍ବ । ପୁରୁଣା ବର୍ଷ କୁ ବିଦାୟ ଦେଲା ବେଳେ ବିଗତ ଦିନର ଦାୟିତ୍ୱ ସବୁ କିଭଳି ନିର୍ବାହ କରିପାରିଛୁ ତା'ର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ…

ଗୋଆ ବିଚ୍‌ରେ ଭିକିଙ୍କ କୋଳରେ ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ

ମୁମ୍ବାଇ ୨୫।୧୨ : ବଲିଉଡ଼ ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡେ ନିଜର ପୁରୁଷ ବନ୍ଧୁ ଭିକି ଜୈନଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚା ଲାଗିରହିଛି । ଅତୀତରେ ଅଙ୍କିତା ନିଜ ପୁରୁଷବନ୍ଧୁଙ୍କ ସହ ଅନେକ ଥର ଫଟୋ ସେୟାର କରିବାର ନଜର ଆସିଛି । କିନ୍ତୁ ଏବେ ଅଙ୍କିତା ଓ ନିଜ ବନ୍ଧୁ ଭିକି ଗୋଆରେ ଛୁଟି…

ସୋନୁ ସୁଦ୍‌ଙ୍କ ପାଇଁ ମନ୍ଦିର ନିର୍ମାଣ କରି ପୂଜା କରୁଛନ୍ତି ଗ୍ରାମବାସୀ

ମୁମ୍ବାଇ ୨୨/୧୨ : ବଲିଉଡ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ ସମୟରେ ଏତେ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଯେ ଲୋକେ ତାଙ୍କୁ ଭଗବାନଙ୍କ ଠାରୁ କମ୍ ବୋଲି ଭାବୁ ନାହାନ୍ତି। ରିଲ୍ ଲାଇଫ୍ ଭିଲେନ୍ ରିୟଲ୍ ଲାଇଫରେ ହିରୋର କାମ କରି ଦେଖାଇଛନ୍ତି। ସୋନୁ ସୁଦଙ୍କ ପ୍ରତି ନିଜର ଆଭାର ଦର୍ଶାଇବା ପାଇଁ…