Browsing Category

ମୁଖ୍ୟ ଖବର

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜ୍‌ିନାମା ଏବଂ ଦ୍ୱୈତ ଯୋଗଦାନ ଚୁକ୍ତି ଚୂଡ଼ାନ୍ତ ହେବାକୁ ସ୍ୱାଗତ କଲେ…

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଆଜି ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି । ଦୁଇ ଦେଶ ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ଦ୍ୱୈତ ଯୋଗଦାନ ଚୁକ୍ତି ଚୂଡ଼ାନ୍ତ ହୋଇଥିବାରୁ ତାହାକୁ…

ପୁଣି ମହଙ୍ଗା ହୋଇପାରେ ରନ୍ଧନ ଗ୍ୟାସ୍‌!

ନୂଆଦିଲ୍ଲୀ/ଭୁବନେଶ୍ୱର,: ପୁଣିଥରେ ବଢ଼ିପାରେ ରନ୍ଧନ ଗ୍ୟାସ୍ ମୂଲ୍ୟ । ଗ୍ୟାସ ସିଲିଣ୍ଡର ଦର ୧୦୦ରୁ ୧୫୦ ଟଙ୍କା ବୃଦ୍ଧି ଘଟିପାରେ । ଠିକ୍ ମାସକ ପୂର୍ବେ ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ହୋଇଥିଲା । ସୂଚନା ଅନୁଯାୟୀ, ୨୦୨୬ ଆର୍ଥିକ ବର୍ଷରେ ତେଲ କମ୍ପାନୀଗୁଡ଼ିକ ରନ୍ଧନ ଗ୍ୟାସ…

ପାକିସ୍ତାନ ୧୦୦କି.ମି ଭିତରେ ପଶି ପ୍ରହାର କରିଥିଲା ‘ସିନ୍ଦୂର’

ନୂଆଦିଲ୍ଲୀ, : ପାକିସ୍ତାନ ଏବଂ ପାକିସ୍ତାନ ଅବୈଧ ଭାବରେ ଅଧିକୃତ କଶ୍ମୀରରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା \"ଅପରେଶନ ସିନ୍ଦୂର\' ଆକ୍ରମଣ ପରେ ସରକାର ଏବଂ ସେନା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ…

ରାଷ୍ଟ୍ରପତିଙ୍କୁ ଭେଟି ଅପରେସନ ସିନ୍ଦୂର ସଂପର୍କରେ ତଥ୍ୟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କୁ ପାକିସ୍ତାନରେ ଆତଙ୍କବାଦୀ ଠିକଣା ଉପରେ ଭାରତର ଐତିହାସିକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଇଥିବା ଅପରେସନ ସିନ୍ଦୂର ସଂପର୍କରେ ସୂଚନା ଦେଇଛନ୍ତି ।…

ଦୁଇ ବ୍ଲକର ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧିତ କଲା ଓକିଲସଂଘ

ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଓ ଆଠମଲ୍ଲିକ ବ୍ଲକ ରେ ୨0୨୪-୨୫ ବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖିଥିବା ୨ ଛାତ୍ରୀଙ୍କୁ ବୁଧବାର ଆଠମଲ୍ଲିକ ଓକିଲସଂଘ ପକ୍ଷରୁ ସଂଘ ବାରହଲ ଠାରେ ଏକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି l ଆଠମଲ୍ଲିକ ଉପଖଣ୍ଡ ରେ…

କୋଟି କୋଟି ଟଙ୍କା ବିନିମୟରେ ଖତ ଖାଉଛି ନବ ନିର୍ମିତ ଅତ୍ୟାଧୁନିକ ଗୋପାଳପୁର ବସଷ୍ଟାଣ୍ଡ

ଗଞ୍ଜାମ ଜିଲ୍ଲା ଗୋପାଳପୁରରେ କୋଟି କୋଟି ଟଙ୍କା ବିନିମୟରେ ଖତ ଖାଉଛି ନବ ନିର୍ମିତ ଅତ୍ୟାଧୁନିକ ବସଷ୍ଟାଣ୍ଡ । ହେଲେ ଏହି ବସଷ୍ଟାଣ୍ଡଟିରେ ସନ୍ଧ୍ୟା ହେଲା ମଦ୍ୟପ ଏବଂ ଅସାମାଜିକଙ୍କ ଆଢାସ୍ତଳି ପାଲଟୁଥିବା ଜଣାପଡ଼ୁଛି ।ଗୋପାଳପୁର ବସଷ୍ଟାଣ୍ଡଟି ୨୦୧୬ ମସିହାରେ ବିଜୁପଟନାୟକଙ୍କ ୮୦ ତମ…

ବିଦ୍ଯୁତ ଖୁଣ୍ଟ ଥାଇ ଅନ୍ଧାରରେ ଦୁଘଟଣା ଘଟୁଛି କରାପଲ୍ଲୀ ବଜିସପେଣ୍ଠ ରାସ୍ତା

ଗୋପାଳପୁର, ପ୍ରାୟ ୧ କୋଟି ୨୦ ଟଙ୍କା ବ୍ୟୟରେ ଡୁରା ଛକ ଠାରୁ ନାରାୟଣପୁର ଛକ ପର୍ଯ୍ୟନ୍ତ ପ୍ରାୟ ୯ କିମି ରାସ୍ତା ରେ ଲାଗିଥିବା ରାସ୍ତା ଆଲୁଅ ବ୍ୟବସ୍ଥା ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ ଦୟନୀୟ ସ୍ଥିତିକୁ ଆସିଯାଇଛି । ଦୀର୍ଘ ଏକ ସପ୍ତାହରୁ ଅଧୂକ ଦିନ ହେଲା, ଗୋପାଳପୁର ଡୁରl ବ୍ରହ୍ମପୁର…

ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ମାଳ ମାଳ ଇଟାଭାଟି,ଗ୍ରୀନ ଟ୍ରିବ୍ୟୁନାଳ କୁ ଆଖିଠାର ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା,

ଜଳୁଛି ଇଟା ଭାଟି ବଢୁଛି ଉତ୍ତାପ , ପରିବେଶ ସୁରକ୍ଷା ଆଇନ ଓ ଜଳବାୟୁ ପ୍ରଦୂଷଣ ନିରାକରଣ ଆଇନକୁ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଖୋଲା ଖୋଲି ଉଲ୍ଲଂଘନ, ମାଳ ମାଳ ବେଆଇନ ଇଟା ଭାଟି ଯୋଗୁଁ ବଢୁଛି ପରିବେଶ ପ୍ରଦୂଷଣ, କମୁଛି ଚାଷ ଜମିର ଉର୍ବରତା, ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି ସ୍ଥାନୀୟ…

ପିଲାଦିନେ “ମୁଁ ସଚିନ ତେନ୍ଦୁଲକର ହେବି’ ବୋଲି କହୁଥିଲେ କୋହଲ

ନୂଆଦିଲ୍ଲୀ, : ପିଲାଟି ଦିନରୁ ସଚିନ ତେନ୍ଦୁଲକରଙ୍କ ପରି କ୍ରିକେଟର୍ ହେବାକୁ ·ହୁଁଥିଲେ ଷ୍ଟାର ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ଏନେଇ ତାଙ୍କ ସ୍କୁଲ୍ ଶିକ୍ଷୟିତ୍ରୀ ବିଭା ସଚଦେବ ସ୍ପଷ୍ଟ କରିଛନ୍ତି । ବିରାଟଙ୍କର ପିଲାଦିନରୁ ଭାରତର ପରବର୍ତ୍ତୀ ସଚିନ ତେନ୍ଦୁଲକର ହେବାର ଆକାଂକ୍ଷା…

ଦୁଷ୍କର୍ମ ମାମଲାରେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଗିରଫ

ଫନୂଆଦିଲ୍ଲୀ, : ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଶିବାଲିକ୍ ଶର୍ମାଙ୍କୁ ରାଜସ୍ଥାନର ଯୋଧପୁରର କୁଡି ଭଗତାସନି ହାଉସିଂ ବୋର୍ଡ ପୋଲିସ ଗିରଫ କରିଛି । ଏହି ପୂର୍ବତନ ଆଇପିଏଲ କ୍ରିକେଟରଙ୍କ ଉପରେ ତାଙ୍କର ଜଣେ ବନ୍ଧୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ…