Browsing Category

ମୁଖ୍ୟ ଖବର

ମହମ୍ମଦ ଶାମିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ ଦିଆଯାଇଛି । ୧ କୋଟି ଟଙ୍କା ନ ଦେବାରୁ ଶାମିଙ୍କୁ ଏହି ଧମକ ମିଳିଛି । ଏହି ଭାରତୀୟ କ୍ରିକେଟରଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । ଏହା ଜଣାପଡ଼ିବା ମାତ୍ରେ, ଅମରୋହା କ୍ରାଇମ୍ ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି…

ପାକିସ୍ତାନୀ କ୍ରିକେଟର ଜୁନୈଦ ଖାନ ଦେଲେ ଉତ୍ତେଜନାପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ, : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ପାକିସ୍ତାନୀ କ୍ରିକେଟରମାନେ ଲଜ୍ଜାଜନକ ବୟାନ ଦେଇ ଆସୁଛନ୍ତି । ଶାହିଦ ଆଫ୍ରିଦି ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତୀୟ ସେନାକୁ ଦାୟୀ କରିଥିଲେ । ତଥାପି, ଏବେ ଆଉ ଜଣେ ପାକିସ୍ତାନୀ କ୍ରିକେଟର ଆଉ ଗୋଟିଏ ପାଦ ଆଗକୁ ଯାଇ ଏକ…

୧୭ ବର୍ଷ ପରେ ସୈଫ୍‌, ଅକ୍ଷୟ ଏକାଠି

ମୁମ୍ବାଇ, : ବଲିଉଡର ୨ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏବଂ ସୈଫ୍‌ ଅଲୀ ଖାନ୍ ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ପୁଣିଥରେ ବଡ଼ ପରଦାରେ ଏକାଠି ନଜରକୁ ଆସିବେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୬ରେ ରିଲିଜ୍ ହୋଇଥିବା ଅଭିନେତା ମୋହନଲାଲଙ୍କ ସୁପରହିଟ ମାଲୟାଲମ ଫିଲ୍ମ…

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ପବନଦୀପ ରାଜନ

ନୂଆଦିଲ୍ଲୀ, : ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ଏବଂ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ପବନଦୀପ ରାଜନ ଦିଲ୍ଲୀ-ଲକ୍ଷ୍ନୌ ଜାତୀୟ ରାଜପଥରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତାଙ୍କର ଦୁଇ ଜଣ ସାଥୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରେ ପ୍ରାଥମିକ…

ବ୍ରହ୍ମପୁର ଡାକ୍ତରଖାନାରେ ଡାକ୍ତରଙ୍କ ଘୋର୍ ଅଭାବ

ବ୍ରହ୍ମପୁର,: ବ୍ରହ୍ମପୁର ଡାକ୍ତରଖାନାରେ ଡାକ୍ତରଙ୍କ ଘୋର୍ ଅଭାବ । ଏଥିଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବି ବ୍ୟାଘାତ ହେଉଛି । ଏଭଳି ସ୍ଥିତିରେ ବିନା ସରକାରୀ ଅନୁମତିରେ ବର୍ଷବର୍ଷ ଧରି ଏକାଧୂକ ବରିଷ୍ଠ ଡାକ୍ତର ଛୁଟିରେ ରହିବା, ସମସ୍ୟାକୁ ଅଧିକ ଜଟିଳ କରୁଛି । କିନ୍ତୁ…

ପହଙ୍ଗା ଘାଟ ଆଳରେ କାଳଖରୁ ବିକ୍ରି ହେଉଛି ବାଲି

ନିଆଳି,: ସଞ୍ଜ ନଇଁବା କ୍ଷଣି ନଦୀ ପଠାରେ ଟ୍ରକର ଲମ୍ବା ଧାଡ଼ି । ରାତିର ଅନ୍ଧାରରେ ନଦୀର ଗର୍ଭ ଚିରି ମନଇଚ୍ଛା ହେଉଛି ବାଲି ଚୋରି । ସୂର୍ଯ୍ୟକିରଣ ପଡ଼ିବା ପୂର୍ବରୁ ଶହ ଶହ ବାଲି ଚୋରା ଚାଲାଣ କରାଯାଉଛି । ଖଣି ବିଭାଗ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛି କି ନଦୀ ? କଟକ ଜିଲ୍ଲା ନିଆଳି…

ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ଖୋର୍ଦ୍ଧା,: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ମିଳିତ ଜନ ଶୁଣକ୍ଷଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧି୍‌କ୍ଷକ ଶାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ…

ସାବାଡ୍ ହେବେ ମଦ୍ୟପ ଚାଳକ, ରାସ୍ତାରେ ଜଗିବ ସର୍ଭେଲାନ୍ସ କ୍ୟାମେରା

ପାରାଦ୍ୱୀପ, : ସାବାଡ୍ ହେବେ ମଦ୍ୟପ ଟ୍ରକ୍ ଚାଳକ । ଲାଇସେନ୍ସ ରଦ୍ଧ ହେବା ସହ ବନ୍ଧା ହେବେ ମାଲିକ । ଯଗିବ ଆରଟିଓ ସର୍ଭେଲାନ୍ସ କ୍ୟାମେରା ଆଇନ କି ଉଲଂଘନ କଲେ ମାଲିକଙ୍କ ଆକାଉଣ୍ଟରୁ କଟିବ ମୋଟା ଅଙ୍କର ଯୋରିମନା ସହ ଚାଳକର ରଦ୍ଦ ହେବ ଲାଇସେନ୍ସ । ପାରାଦୀପ ସର୍କିଟ ହାଉସ ଠାରେ ଜିଲ୍ଲା…

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ

ଭୁବନେଶ୍ୱର, : ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ । ଶ୍ରୀମନ୍ଦିରରୁ ଦୀଘା ଯାଇନି ଦାରୁ । ଲିମ୍ବ କାଠରେ ତିଆରି ହୋଇଛନ୍ତି ମହାପ୍ରଭୁ । ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା ସମ୍ପୂର୍ଣ୍ଣ ମିଛ । ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ଦୀଘା ବେଳାଭୂମିର…

ପାକିସ୍ତାନ ସହ ତିକ୍ତତା ମଧ୍ୟରେ ପିଏମ୍‌ ମୋଦିଙ୍କ ସହ କଥାବାର୍ତ୍ତା ହେଲେ ପୁଟିନ

ନୂଆଦିଲ୍ଲୀ, : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ପହଲଗାମରେ ହୋଇଥିବା ଆତଙ୍କୀ ହମଲାର କଡ଼ା ନିନ୍ଦା କରିଛନ୍ତି । ରାଷ୍ଟ୍ରପତି ପୁଟିନ ଏହି ହମଲାରେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁରେ ସମ୍ୱେଦନା ବ୍ୟକ୍ତ କରି କହିଛନ୍ତି କି, ଆତଙ୍କବାଦ ବିରୋଧରେ ଭାରତର…