Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ମଶାରୀ ବ୍ୟବହାର ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର
ଧର୍ମଗଡ଼, : ମେଲେରିଆ ହେଉ କି ଡେଙ୍ଗୁ ଆମେ ଯଦି ଶୋଇବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଉଥିବା ଔଷଧ ବୋଲା ମଶାରୀ ବ୍ୟବହାର କରିବା ତାହେଲେ ସବୁ ରୋଗ ରୁ ନିଜକୁ ସୁରକ୍ଷିତ ରଖିବା ସହ ସୁସ୍ଥ ଜୀବନ ଯାପନ କରିବା ବୋଳି ସୋମବାର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ…
ପାକିସ୍ତାନୀ ଡିଜାଇନରଙ୍କ ସହ ଫଟୋ ଶେୟାର କରି ଟ୍ରୋଲ ହେଲେ କରୀନା
ମୁମ୍ବାଇ, : ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧ ଶୀର୍ଷରେ ପହଞ୍ଚିଛି । ଏହି ସମୟରେ, ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ପାକିସ୍ତାନୀ ଡିଜାଇନର ଫରାଜ ମନନଙ୍କ ସହ ଫଟୋ ସାମ୍ନାକୁ ଆସିଥିଲା । ଏହି ଫଟୋଗୁଡ଼ିକ ଭାଇରାଲ ହେବା…
ଓଡ଼ିଆ ସାମାଜିକ ପରମ୍ପରାରେ ଅକ୍ଷୟ ତୃତୀୟା ଓ କୃଷକ ଦିବସୟ ଏକ ବିଶ୍ଲେଷଣ
ଓଡ଼ିଆ ପରମ୍ପରାରେ ବାର ମାସରେ ତେର ପର୍ବ ଏହି ପର୍ବମାନଙ୍କ ଭିତରେ ଅକ୍ଷୟ ତୃତୀୟା, କୃଷି ଓ କୃଷକ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ଆଜି ଅକ୍ଷୟ ତୃତୀୟା ଅର୍ଥାତ କୃଷକ ଦିବସ । ଏହି ଦିବସ କୃଷି ପ୍ରଧାନ ରାଜ୍ୟ ଓ କୃଷକ ମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରିଥାଏ । ବୈଶାଖ ଶୁକ୍ଳ ତୃତୀୟା…
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ
ଭୁବନେଶ୍ୱର, : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର ଅଭିଜ୍ଞତାକୁ ଭିତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର…
ଚଳିତ ବର୍ଷ ଜୁନ୍ ୫ ସୁଦ୍ଧା ଶେଷ ହେବ ରାମ ମନ୍ଦିରର ର୍ନିମାଣ କାର୍ଯ୍ୟ: ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ
ନୂଆଦିଲ୍ଲୀ,: ଅଯୋଧ୍ୟାରେ ର୍ନିମିତ ହୋଇଥିବା ରାମ ମନ୍ଦିରର ର୍ନିମାଣ କାର୍ଯ୍ୟ ଚଳିତ ବର୍ଷ ଜୁନ୍ ୫ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହେବ । ରାମ ମନ୍ଦିର ର୍ନିମାଣ କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ର୍ନିମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର…
୧୫ଟି ଦେଶର ଅର୍ଥନୀତି ଭାରତଠାରୁ ତୀବ୍ର ଗତିରେ ବୃଦ୍ଧି ପାଉଛ
ନୂଆଦିଲ୍ଲୀ, : ଭାରତ ହେଉଛି ବିଶ୍ୱର ବୃହତ ଦେଶଗୁଡ଼ିକ ମଧ୍ୟରେ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥନୀତି । କିନ୍ତୁ ଯଦି ଆମେ ଛୋଟ ଦେଶଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରୁ, ତେବେ ଚଳିତ ବର୍ଷ ୧୫ଟି ଦେଶର ଅର୍ଥନୀତି ଭାରତଠାରୁ ତୀବ୍ରତର ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି…
ଅକ୍ଷୟ ତୃତୀୟାରେ ସୁନା ବିକ୍ରି, ଭାଙ୍ଗିପାରେ ୨୦୨୪ ରେକଡ
ନୂଆଦିଲ୍ଲୀ,: ବୁଧବାର ଅକ୍ଷୟ ତୃତୀୟା ପାଳନ ହେବାକୁ ଯାଉଛି । ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ଅକ୍ଷୟ ତୃତୀୟା ସଫଳତା ଏବଂ ଭାଗ୍ୟ ଆଣିଥାଏ । ତେଣୁ ଧନ ଏବଂ ସମୃଦ୍ଧି ଲାଗି ଲୋକମାନେ ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରନ୍ତି । ଏହା…
ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ
ନୂଆଦିଲ୍ଲୀ, : ପହଲଗାମ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି । ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଭୟରେ ଛାନିଆ ହୋଇଥିବା ପାକିସ୍ତାନକୁ ନୂଆଦିଲ୍ଲୀ ପକ୍ଷରୁ ପ୍ରଥମେ କୂଟନୀତିକ ଝଟକା ଦିଆଯାଇଥିଲା । ପହଲଗାମ ଆତଙ୍କବାଦୀ ହମଲା ପରେ ବସିଥିବା ସୁରକ୍ଷା…
ଆସିବ ୟୁନିଫାଏଡ ଡିଜିଟାଲ ଆଇଡେଣ୍ଟିଟି ସିଷ୍ଟମ, ପାନ୍- ଆଧାରରେ ବଦଳିବ ନାମ, ନମ୍ବର ଓ ଠିକଣା
ନୂଆଦିଲ୍ଲୀ,: ଆଧାର, ପାନ୍, ଭୋଟର ଆଇଡି ଏବଂ ଡ୍ରାଇଭିଂ ଲାଇସେନ୍ସ ଆଦିରେ ନାମ, ଠିକଣା, ମୋବାଇଲ ନମ୍ବର ବଦଳାଇବା ଲାଗି ଲୋକଙ୍କୁ ଏବେ ଭିନ୍ନ ଭିନ୍ନ ଅଫିସ୍ ଦୌଡିବାକୁ ପଡିବନି । ୟୁନିଫାଏଡ ଡିଜିଟାଲ ଆଇଡେଣ୍ଟିଟି ସିଷ୍ଟମ ଲାଗୁ କରିବା ଲାଗି ସରକାର ଏବେ ପ୍ରସ୍ତୁତି କରୁଛନ୍ତି । ଏଥିଲାଗି…
ବ୍ୟବସାୟୀ ମହାସଂଘର ନିଷ୍ପତ୍ତି: ପାକିସ୍ତାନ ସହ ବାଣିଜ୍ୟ ବର୍ଜନ
ଭୁବନେଶ୍ୱର, : ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପରିଚାଳନା ପରିଷଦର ଦୁଇଦିନିଆ ବେଠକ ଭୁବନେଶ୍ୱରଠାରେ ଗତ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହୋଇଯାଇଛିୟ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବେଠକରେ ଦୃ ନିନ୍ଦା କରାଯାଇଛିୟ ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସହ ବାଣିଜ୍ୟ…