Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଗୀତାଞ୍ଜଳି କେଜ୍ରିୱାଲ ମାରୱାଡି ଯୁବାମଞ୍ଚ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷା ନିର୍ବାଚିତ l
ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ କେଜ୍ରିୱlଲ ପରିବାରର ତଥା କୃଷକର ସାଥି ହିନ୍ଦୁସ୍ତାନ ସିଡ଼ସର ପ୍ରତିଷ୍ଠାତା ରାଣୀସତୀ ଦାଦିଜୀ ମନ୍ଦିର / ଗାୟତ୍ରୀ ମନ୍ଦିରର ମୁଖ୍ୟ ଉଦ୍ୟୋଗୀ ସ୍ବର୍ଗତ ଲକ୍ଷ୍ମଣଦାସ କେଜି୍ରିୱାଲଙ୍କ କନିଷ୍ଠ ପୁତ୍ରବଧୂ ତଥା…
ଅକ୍ଷୟ ତୃତୀୟା ପାଇଁ ଫୋନପେର ସୁନିଶ୍ଚିତ କ୍ୟାଶବ୍ୟାକ୍ ଅଫର
ଭୁବନେଶ୍ୱର,: ଅକ୍ଷୟ ତୃତୀୟା ଅବସରରେ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଡ କିଣା ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ପ୍ରଦାନ କରିବାକୁ ଘୋଷଣା କରିଛି ଫୋନପେ । ଫୋନପେ ପ୍ଲାଟଫର୍ମରେ ସର୍ବନିମ୍ନ ୨୦୦୦ ଟଙ୍କାର ଡିଜିଟାଲ ଗୋଲ୍ଡ କିଣି ୟୁଜରମାନେ ଫ୍ଲାଟ ୧% କ୍ୟାଶବ୍ୟାକ (୨୦୦୦ ଟଙ୍କା ପର୍ଯ୍ୟନ୍ତ)…
ରାଷ୍ଟ୍ରପତିଙ୍କୁ ଭେଟିବାକୁ ପହଞ୍ଚିଲେ ଅମିତ ଶାହ ଓ ଜୟଶଙ୍କର
ନୂଆଦିଲ୍ଲୀ, : ଜମ୍ମୁକାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲାକୁ ନେଇ ଭାରତ ସରକାର ଦୃଢ ପଦକ୍ଷେପ ନେବାକୁ ଆରମ୍ଭ କରି ଦେଇଛନ୍ତି । ବୁଧବାର ପାକିସ୍ତାନ ବିରୋଧରେ ୫ଟି କଡ଼ା ନିଷ୍ପତ୍ତି ନେବା ପରେ, ଏବେ ଗୁରୁବାର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରପତି…
ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ଶୁଭେଚ୍ଛା
କୋରାପୁଟ : ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶଶଧର ରାଉତ ଙ୍କ ନେତୃତ୍ବରେ ଏକ ଟିମ୍ ବୁଧବାର ଦିନ ଜିଲ୍ଲାପାଳ ଭି କିର୍ତ୍ତୀଭାସନ ଙ୍କୁ କାର୍ଯ୍ୟଳୟ ରେ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲାର ସାମଗ୍ରିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ…
ୱିସଡେନ୍ ପୁରସ୍କାର, ବୁମରା-ମନ୍ଧନା ବିଶ୍ୱରେ ଶ୍ରେଷ୍ଠ ଖେଳାଳ
ନୂଆଦିଲ୍ଲୀ,: କ୍ରିକେଟର ବାଇବେଲ ଭାବେ ପରିଚିତ "ୱିସଡେନ୍ କ୍ରିକେଟର୍ସ ଆଲମ୍ନାକ' ପତ୍ରିକାର ୨୦୨୪ ସଂସ୍କରଣ ପ୍ରକାଶିତ ହୋଇଛି । ପୁରୁଷରେ ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଏବଂ ମହିଳାରେ ଓପନିଂ ବ୍ୟାଟର ସ୍ମୃତି ମନ୍ଧନା ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି ।…
ପହଲଗାମ ଆତଙ୍କୀ ହମଲାରେ ଅକ୍ଷୟ କୁମାର ଓ ସଞ୍ଜୟ ଦତ୍ତ ସ୍ତବ୍ଧ
ମୁମ୍ୱାଇ, : ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ ସ୍ଥଳ ପହଲଗାମରେ ମଙ୍ଗଳବାର ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ
ଫାୟାରିଂ କରିଦେଇଛନ୍ତି । ହମଲାରେ ୨୪ ଜଣ ଲୋକଙ୍କ ମୃତୁ୍ୟ ହୋଇଛି । ସେପଟେ ଅନେକ ଲୋକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାର କଡ଼ା ନିନ୍ଦା କରି…
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଆଇପିଏଲରେ ପରିବର୍ତ୍ତନ
ନୂଆଦିଲ୍ଲୀ, : ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି । ଆଇପିଏଲରେ
ଦୁଇଟି ଜିନିଷରେ ବ୍ୟାନ ଲଗାଇବା ସହିତ ୪ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନେଇଥିବା ପଦକ୍ଷେପ ବୁଧବାର ହେବାକୁଥିବା ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିବ ।…
ପହଲଗ୍ରାମ ଆତଙ୍କୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ଦେବେ ଜାମ୍ମୁ-କାଶ୍ମୀର ସରକାର
ଜାମ୍ମୁ ,: ଜାମ୍ମୁକାଶ୍ମୀର ସରକାର ପହଲଗ୍ରାମ ଆତଙ୍କୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି । ସରକାର ପୀଡିତମାନେ ଯେପରି ତାଙ୍କ ଘର ପର୍ଯ୍ୟନ୍ତ ସମ୍ମାନଜନକ ଭାବରେ ସେମାନଙ୍କ ଘରେ ପହଁଂଚିପାରିବେ ସେଥିପାଇଁ…
୩୦ରୁ \”ୱିମେନ୍ସ ବିଜନେସ୍ ମେଳା ୨.୦\’: ୨୦୦ରୁ ଅଧିକ ମହିଳାଙ୍କ ଷ୍ଟଲ
ଭୁବନେଶ୍ୱର,: ଚଳିତ ମାସ ୩୦ରୁ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ୱିମେନ୍ସ ବିଜିନେସ୍ ମେଳା ୨.୦ ଆରମ୍ଭ ହେବ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍ ୱିମେନ୍ସ ଏଣ୍ଟର୍ପ୍ରିନ୍ୟୁରସିପ୍ କାଉନ୍ସିଲ୍ (ଆଇଏନଡବ୍ଲ୍ୟୁଇସି) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ମେଳା ପାଞ୍ଚ ଦିନ ଧରି ମେ\' ୪…
ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦର ପ୍ରତିବାଦସଭା
ଖୋର୍ଦ୍ଧା,: ୱାକଫ ଆଇନକୁ ବିରୋଧ କରିବା ନାମରେ ୧୧ ଅପ୍ରେଲ ୨୦୨୫ରେ ମୁସଲିମ ଜନତାଙ୍କ ଦ୍ୱାରା ହିଂସାତ୍ମକ ପ୍ରଦର୍ଶନ ର ପ୍ରକୃତ ଉଦେଶ୍ୟ ଥିଲା ମୁର୍ଶୀଦାବାଦକୁ ହିନ୍ଦୁମୁକ୍ତ କରିବା । ଧର୍ମାନ୍ଧ ଜିହାଦି ମାନେ ହିନ୍ଦୁ ସମ୍ପ୍ରଦାୟର ୨୦୦ରୁ ଅଧିକ ଘର ଏବଂ ବାଣିଜ୍ୟକ ପ୍ରତିଷ୍ଠାନ ଲୁଟ୍ କରିବା…